ରିୟଲ ଇଷ୍ଟେଟରେ କମିନି ନଗଦ ନେଣଦେଣ
ନୂଆଦିଲ୍ଲୀ,୨୬-୧୧: ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏପଟେ ନଗଦ ପ୍ରତି ଭାରତୀୟଙ୍କ ଭଲ ପାଇବେ ଏବେ ମଧ୍ୟ ଗଭୀର ଥିବା ବଜାର ବିଣେଷଜ୍ଞ ମାନେ କୁହନ୍ତି। ଏହି କ୍ରମରେ ଯଦି ରିୟଲ ଇଷ୍ଟେଟ କଥା ବିଚାରକୁ...
ଗୁପ୍ତା ଡିଷ୍ଟ୍ରବ୍ୟୁଟର୍ସରେ ଓ୍ବାନ ପ୍ଲସ ମୋବାଇଲର ବିକ୍ରି ଆରମ୍ଭ
ଭୁବନେଶ୍ୱର,୨୬-୧୧: ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଓ୍ବାନପ୍ଲସ ମୋବାଇଲର ବିକ୍ରି ଆରମ୍ଭ ହୋଇଛି। ଅନଲାଇନର ପ୍ରଡକ୍ଟ ଏବଂ ପ୍ରାଇସ ଅଫଲାଇନରେ ଉପଲବ୍ଧ କରାଇଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକଙ୍କ ଚାହିଦାକୁ ଗୁରୁତ୍ୱ ଦେଇ ଏଭଳି ବିଭିନ୍ନ ବିଭିନ୍ନ ପଦକ୍ଷେପ...
ଭିକି କୌଶଲ ରେଡ୍ ଚିଫ୍ର ବ୍ରାଣ୍ଡ ଆମ୍ବାସାଡର
ନୂଆଦିଲ୍ଲୀ,୨୬-୧୧: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ ରେଡ ଚିଫର ବ୍ରାଣ୍ଡ ଆମ୍ବାସାଡର ଭାବେ ବଲିଉଡ ଅଭିନେତା ଭିକି କୌଶଲଙ୍କୁ ନିଯୁକ୍ତ କରାଯାଇଛି। ଗତ ୨୧ ବର୍ଷ ଧରି ଗ୍ରାହକଙ୍କୁ ଗୁଣବତ୍ତା ପ୍ରଡକ୍ଟ ଯୋଗାଣ ଦିଗରେ...
୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍ଟି ଆଦାୟ
ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍ଟି ବା କେନ୍ଦ୍ରୀୟ ଜିଏସ୍ଟି କରିବାକୁ ସରକାର ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୬.୬୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି...
ନୂ୍ୟନତମ ବାଲାନ୍ସ ଜରିମାନା ବାବଦ ୧୯୯୬ କୋଟି ଟଙ୍କା ଆଦାୟ
ନୂଆଦିଲ୍ଲୀ,୨୬-୧୧: ବ୍ୟାଙ୍କ ଖାତାରେ ନୂ୍ୟନତମ ମାସିକ ବାଲାନ୍ସ ନ ରଖିବା ଯୋଗୁ ଜରିମାନା ବାବଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୦୧୮-୧୯ରେ ଗ୍ରାହକଙ୍କଠାରୁ ୧୯୯୬.୪୬ କୋଟି ଟଙ୍କା ଆଦାୟ କରିଛନ୍ତି। ୨୦୧୭-୧୮ରେ ୧୮ ବ୍ୟାଙ୍କ ଏହି ବାବଦରେ ୩,୩୬୮.୪୨ କୋଟି ଟଙ୍କା ଆଦାୟ...
କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ
ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଚେନ୍ନାଇଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ,...
ପୁଞ୍ଜି ବଜାରରେ ୧୭,୨୨୨ କୋଟିର ବିଦେଶ ନିବେଶ
ନୂଆଦିଲ୍ଲୀ,୨୫-୧୧: ଚଳିତ ମାସ ବର୍ତ୍ତମାନ ସୁଦ୍ଧା ଦେଶର ପୁଞ୍ଜି ବଜାରରେ ବିଦେଶୀ ନିବେଶକମାନେ ୧୭,୨୨୨ କୋଟି ଟଙ୍କା ନିବେଶ କରିଛନ୍ତି। ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସ୍ଥିତି ଭଲ ଥିବାରୁ ନିବେଶକଙ୍କ ମନୋଭାବ ଭଲ ରହିଛି। ଡିପୋଜିଟୋରୀ ତଥ୍ୟ ମୁତାବକ...
ଅନିଲଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକଙ୍କ ଇସ୍ତଫାପତ୍ର ନାମଞ୍ଜୁର
ନୂଆଦିଲ୍ଲୀ,୨୫-୧୧: ରିଲାଏନ୍ସ କମ୍ୟୁନିକେଶନରେ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ପଦବୀରୁ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୪ ନିର୍ଦ୍ଦେଶକ ନିକଟରେ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଇନସଲଭେନ୍ସି ପ୍ରକ୍ରିୟା ଦେଇ ଚାଲୁଥିବା ଏହି କମ୍ପାନୀର ଋଣଦାତାମାନେ ସେମାନଙ୍କ ଇସ୍ତଫା ପତ୍ରକୁ ନାମଞ୍ଜୁର କରି...
ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ
ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ ୭ ଗୁଣ ଅଧିକ ବୋଲି ନ୍ୟାଶନାଲ ସାମ୍ପଲ ସର୍ଭେ (ଏନ୍ଏସ୍ଏସ୍) ପକ୍ଷରୁ ପ୍ରକାଶ...
ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ଲକ୍ଷ୍ୟ: ଗୋୟଲ
ନୂଆଦିଲ୍ଲୀ,୨୫-୧୧: ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଲଓ୍ବେର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର କହିଛନ୍ତି। ପ୍ରଦୂଷଣ ମୁକ୍ତ ଭବିଷ୍ୟତକୁ ଧ୍ୟାନରେ ରଖି ରେଲଓ୍ବେ ନିରନ୍ତର ଭିତ୍ତିରେ ବିଦ୍ୟୁତୀକରଣ କାର୍ଯ୍ୟ ହାତକୁ...
ବିଏସ୍ଏନ୍ଏଲ୍ କର୍ମଚାରୀ ସଂଘର ଆମରଣ ଅନଶନ ଆଜି
ନୂଆଦିଲ୍ଲୀ,୨୫-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) କର୍ମଚାରୀ ସଂଘ ଦେଶବ୍ୟାପୀ ନଭେମ୍ବର ୨୫(ସୋମବାର)ରେ ଆମରଣ ଅନଶନ କରିବେ। ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ଏସ୍) ନେବାକୁ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ କର୍ମଚାରିଙ୍କୁ ବାଧ୍ୟ କରାଉଥିବା ସଂଘ ପକ୍ଷରୁ କୁହାଯାଇଛି। ଭିଆର୍ଏସ୍ ନ...
ଜାନୁୟାରୀରୁ ମହଙ୍ଗା ହେବ ଏସି, ଫ୍ରିଜ୍
ନୂଆଦିଲ୍ଲୀ,୨୪-୧୧: ଆଗାମୀ ଦିନରେ ୫ ଷ୍ଟାର ବିଶିଷ୍ଟ ରେଫ୍ରିଜରେଟର ମୂଲ୍ୟ ବୃଦ୍ଧି ହେବାର ବିଶେଷ ସମ୍ଭାବନା ରହିଛି। ନୂଆ ଏନର୍ଜି ଲେବଲିଂ ନିୟମ ଜାନୁୟାରୀ ପହିଲାରୁ ଲାଗୁ ହେବାକୁ ଥିବା ବେଳେ ୫ ଷ୍ଟାର ରେଫ୍ରିଜରେଟର ପ୍ରସ୍ତୁତି ପ୍ରାୟ ୬...
Archives


