ଅପରିବର୍ତ୍ତିିତ ରହିଲା ରେପୋ ରେଟ୍
ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଗୁରୁବାର ଏହାର ରେପୋ ରେଟ ବା ସୁଧହାରକୁ ଅପରିବର୍ତ୍ତିତ ରଖିଛି। କେନ୍ଦ୍ରୀୟ ବ୍ୟାଙ୍କ ଏହା ପୂର୍ବରୁ ଲଗାତର ଭାବେ ସୁଧହାର ହ୍ରାସ କରି ଆସୁଥିଲା। ଚଳିତ ଥର ମଧ୍ୟ ସୁଧ ହାର ହ୍ରାସ...
ଜିଏସ୍ଟି କ୍ଷତିପୂରଣ ବିଳମ୍ବକୁ ନେଇ ଉଦ୍ବେଗ
ନୂଆଦିଲ୍ଲୀ, ୫।୧୨: କେନ୍ଦ୍ର ସରକାର ଜିଏସ୍ଟି କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିରୋଧୀ ଦଳରେ ଥିବା ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...
ଏୟାର ଇଣ୍ଡିଆ ବିକ୍ରି: ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ ଉପରେ ବିଚାର
ନୂଆଦିଲ୍ଲୀ, ୪-୧୨: ଏୟାର ଇଣ୍ଡିଆ ବିକ୍ରି ନେଇ ସରକାର ବର୍ତ୍ତମାନ ଯୋଜନା ରଖିଥିବା ବେଳେ ଏକ୍ଷେତ୍ରରେ ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ କରିବା ଉପରେ ବିଚାର କରାଯାଉଛି। ବର୍ତ୍ତମାନର ନିୟମ ମୁତାବକ ଉକ୍ତ ବିମାନ କମ୍ପାନୀର ପରିଚାଳନା ନିୟନ୍ତ୍ରଣ କେବଳ...
ସ୍ପଷ୍ଟ କଲା ଡିଆଇସିଜିସି;ଲକ୍ଷେ ଟଙ୍କାର ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି
ନୂଆଦିଲ୍ଲୀ, ୪-୧୨: ଯଦି କୌଣସି ବ୍ୟାଙ୍କ ଏହାର କାରବାରରେ ବିଫଳତା ଲାଗି ବନ୍ଦ ହୋଇଯାଏ ତେବେ ଗ୍ରାହକଙ୍କ ମୋଟ ଜମାର କେବଳ ଲକ୍ଷେ ଟଙ୍କା ଉପରେ ହିଁ ଗ୍ୟାରେଣ୍ଟି ରହିଛି। ଅର୍ଥାତ ଲୋକମାନେ ଯେତେ ଟଙ୍କା ବ୍ୟାଙ୍କରେ ଜମା କରିଥିଲେ...
ଆର୍ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ
ମୁମ୍ବାଇ, ୪-୧୨: ରିଜର୍ଭ ବ୍ୟାଙ୍କର ୩ ଦିନିଆ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାସ୍ଥିତିରେ ରହିଥିବାବେଳେ କମିଟି ବିଭିନ୍ନ ଦିଗ ଉପରେ ପର୍ଯ୍ୟାଲୋଚନା କରିବ। ଚଳିତ...
୫୧ ପଳାତକ ବ୍ୟାଙ୍କକୁ ଠକିଛନ୍ତି ୧୭,୯୦୦ କୋଟି
ନୂଆଦିଲ୍ଲୀ, ୪-୧୨: ପଳାତକ ଘୋଷିତ ହୋଇ ଦେଶ ଛାଡିଥିବା ୫୧ ଜଣ ବ୍ୟକ୍ତି ବିଶେଷ ବ୍ୟାଙ୍କଗୁଡିକୁ ୧୭,୯୦୦ କୋଟି ଟଙ୍କାର ଋଣ ଠକେଇ କରିଛନ୍ତି। ରାଜ୍ୟ ସଭାରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି...
ଅକ୍ଟୋବର-ନଭେମ୍ବରରେ ୪.୯ ଲକ୍ଷ କୋଟି ଋଣ ଦେଲେ ବ୍ୟାଙ୍କ
ନୂଆଦିଲ୍ଲୀ, ୪-୧୨: ପାର୍ବଣ ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪.୯ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଅର୍ଥନୀତିରେ ସ୍ଥିତାବସ୍ଥା ଏବଂ ଚାହିଦା ବଢାଇବା ଲାଗି ବ୍ୟାଙ୍କଗୁଡିକ ଏଭଳି ପଦକ୍ଷେପ ନେଇଛନ୍ତି। ଦେଶର...
ଏନ୍ପିଏ ହୋଇଛି ମୁଦ୍ରାର ୩% ଋଣ
ନୂଆଦିଲ୍ଲୀ, ୪-୧୨: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଇଥିବା ମୋଟ ୬ ଲକ୍ଷ କୋଟି ଋଣ ମଧ୍ୟରୁ ୩% ଋଣ ଅନାଦାୟ ଋଣ(ଏନ୍ପିଏ) ହୋଇଥିବା ସରକାର ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି। ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ଲିଖିତ ଉତ୍ତରରେ କହିଛନ୍ତି...
ପେଟ୍ରୋଲ ଡିଜେଲ ଉପରୁ ଟିକସ କମାଇବା ପ୍ରସ୍ତାବ ନାହିଁ
ନୂଆଦିଲ୍ଲୀ, ୩-୧୨ : ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ହେଉଥିବା ଟିକସ ହ୍ରାସ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ସରକାର ସୋମବାର ସ୍ପଷ୍ଟ କରିଛନ୍ତି। ବିଶ୍ୱର କୌଣସି ବି ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଇନ୍ଧନ ଦର...
୩.୩୮ ଲକ୍ଷରୁ ଉର୍ଦ୍ଧ୍ୱ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ
ନୂଆଦିଲ୍ଲୀ, ୩-୧୨: ଗତ ୨ ଆର୍ଥତ୍କ ବର୍ଷରେ ସରକାର ୩.୩୮ ଲକ୍ଷ କମ୍ପାନୀଙ୍କ ପଞ୍ଜୀକରଣ ରଦ୍ଦ କରିବା ସହ ସରକାରୀ ରେକର୍ଡରୁ ହଟାଇଛନ୍ତି। ଏହି କମ୍ପାନୀଗୁଡିକ ୨ ଆର୍ଥତ୍କ ବର୍ଷଧରି ବାର୍ଷିକ ରିଟର୍ନ ଫାଇଲ କରିବାକୁ ସକ୍ଷମ ନ ହେବା...
ମାନୁଫାକ୍ଚରିଂ କାର୍ଯ୍ୟକଳାପରେ ଉନ୍ନତି
ନୂଆଦିଲ୍ଲୀ, ୩-୧୨: ଚଳିତ ବର୍ଷ ନଭେମ୍ବରରେ ଦେଶର ମାନୁଫାକଚରିଂ କ୍ଷେତ୍ରରେ କାର୍ଯ୍ୟକଳାପ ସାମାନ୍ୟ ଉନ୍ନତି ଆସିଛି। ଦେଶର ଅଭିବୃଦ୍ଧି ହ୍ରାସ, ନୂଆ ଅର୍ଡର କମିବା ଏବଂ ଉତ୍ପାଦନ ଏବେ ଯାଏ ପୂର୍ବ ସ୍ଥିତିକୁ ଫେରି ନ ଥିବା ଏକ ମାସିକ...
ଗାଡି ବିକ୍ରି ହ୍ରାସ ଧାରା ଜାରି
ନୂଆଦିଲ୍ଲୀ, ୩-୧୨: ନଭେମ୍ବର ମାସରେ ଘରୋଇ ବଜାରରେ କମ୍ପାନୀଙ୍କ ଯାନ ବିକ୍ରି ହ୍ରାସ ଧାରା ଜାରି ରଖିଛି। ଏହି ସମୟରେ ଟୟୋଟା କିର୍ଲୋସ୍କାର ମୋଟର୍ସ ବିକ୍ରି ୧୯% ହ୍ରାସ ଘଟି ୯୨୪୧ ୟୁନିଟ ରହିଛି। ସେହିଭଳି ହିରୋ ମୋଟୋକର୍ପର ବିକ୍ରିରେ...
Archives


