ବାଣିଜ୍ୟ

ଏଭଳି ଥିଲା ଅମ୍ବାନୀ ପରିବାରର ସଂଘର୍ଷମୟ ଜୀବନ, ଦିନେ ବିକୁଥିଲେ…

ମୁମ୍ବାଇ୧୬।୭: ଭାରତୀୟ ବ୍ୟବସାୟଙ୍କ ମଧ୍ୟରେ ଧିରୁଭାଇ ଅମ୍ବାନୀ ଗୋଟିଏ ନାମ ଯିଏ ନିଜ ଶକ୍ତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଛିଡା କରିଛନ୍ତି। ଧିରୁଭାଇଙ୍କ କାହାଣୀ ହେଉଛି ଏକ ଛୋଟ ବ୍ୟବସାୟୀଙ୍କଠାରୁ ଏକ ବିରାଟ ବ୍ୟବସାୟରେ ରୂପାନ୍ତରର କାହାଣୀ। ସେ ଭାରତର ଜଣେ...

ଜିପ୍‌ ଇଣ୍ଡିଆର ଅଲ୍‌ ନ୍ୟୁ ବ୍ରାଣ୍ଡ୍‌ କ୍ୟାମ୍ପେନିଂ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଅନ୍ତଃରାଷ୍ଟ୍ରୀୟ ବ୍ରାଣ୍ଡ୍‌ ‘ଜିପ’ର ବହୁ ପ୍ରତୀକ୍ଷିତ ତଥା ଅଲ୍‌ ନ୍ୟୁ ବ୍ରାଣ୍ଡ୍‌ କ୍ୟାମ୍ପେନିଂର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ପ୍ରିମିୟମ ମଡେଲ ‘ଅଲ୍‌ ନ୍ୟୁ ୨୦୨୪ ଓ୍ବାରଙ୍ଗଲର ଟିଭି କମର୍ସିଆଲ...

ଡିଲ କରୁଛନ୍ତି ଟାଟା-ବିଏସଏନଏଲ, ଉଭେଇଯିବ ଏୟାରଟେଲ, ଜିଓ!

ନୂଆଦିଲ୍ଲୀ,୧୬।୭: ପ୍ରାଇବେଟ ଟେଲିକମ କମ୍ପାନୀ ଏୟାରଟେଲ ଓ ଜିଓ ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାରୁ ଲୋକେ ବିଏସଏନଏଲ ଆଡକୁ ମୁହାଁଉଛନ୍ତି। ଏପରିକି ବିଏସଏନଏଲ ମଧ୍ୟ ଏହି ସମୟରେ ଏକ ଶସ୍ତା ଯୋଜନା ଆରମ୍ଭ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଆଶ୍ୱସ୍ତି...

ବୈଦେଶିକ ରପ୍ତାନିରେ ଅଭିବୃଦ୍ଧି

ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ଜୁନ ୨୦୨୪ ରେ ଭାରତର ବୈଦେଶିକ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ୨୦୨୪ ଜୁନ ମାସରେ ମୋଟ ରପ୍ତାନି ୫.୪୦% ବୃଦ୍ଧି ପାଇବ ଏବଂ...

ଭୁବନେଶ୍ୱରରେ ବିର୍ଲା ଓପସର ଇଣ୍ଟରାକ୍ଟିଭ ଏକ୍ସପୋ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବିର୍ଲା ଗ୍ରୁପର ସହଭାଗୀ କମ୍ପାନୀ ‘ବିର୍ଲା ଓପସ’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଇଣ୍ଟରାକ୍ଟିଭ ଏକ୍ସପୋ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଦେଶର ପ୍ରମୁଖ ବଜାରଗୁଡ଼ିକରେ ଏହି ଏକ୍ସପୋର...

କୋଇଲା ଖଣି ପାଇଁ ଚୁକ୍ତିନାମା

ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ସପ୍ତମ ରାଉଣ୍ଡର ଦ୍ୱିତୀୟ ପର୍ଯ୍ୟାୟରେ ନିଲାମ ହୋଇଥିବା ତିନୋଟି କୋଇଲା ଖଣି ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମା ସ୍ବାକ୍ଷରିତ କରିଛି। ଚୁକ୍ତିନାମା ହୋଇଥିବା ଖଣିଗୁଡ଼ିକ ମଧ୍ୟରେ ମାଖାକାଟା କୋଇଲା ଖଣି,...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୬।୭ (ଅଭୟ ଦାଶ): କ୍ରମାଗତ ଭାବେ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି।...

କୁଶଳୀ କାରିଗରଙ୍କୁ ଡିଏସ୍‌ପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ

ଭୁବନେଶ୍ୱର, ୧୬।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର ବହୁ ପ୍ରତୀକ୍ଷିତ ‘ସାଲ୍ୟୁଟିଂ ଦି ଏକ୍ସପର୍ଟ’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ ‘ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର’...

ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୫।୭: ଜୁଲାଇ ୨୨ରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ ଉପସ୍ଥାପନ କରିବେ। ମୋଦି ୩.୦ର ଏହି ପ୍ରଥମ ବଜେଟକୁ ଜନସାଧାରଣ ଅପେକ୍ଷା...

ବିଏସ୍‌ଏନ୍‌ଏଲ୍‌ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ମାତ୍ର ଏତିକି ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏ ସବୁକିଛି ମାଗଣା…

ନୂଆଦିଲ୍ଲୀ,୧୫।୭: ଘରୋଇ ଟେଲିକମ କମ୍ପାନୀଗୁଡିକ ନିକଟରେ ସେମାନଙ୍କର ରିଚାର୍ଜ ପ୍ଲାନ୍‌ଗୁଡ଼ିକୁ ୫ ପ୍ରତିଶତ ମହଙ୍ଗା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବିଏସ୍‌ଏନ୍‌ଏଲ୍‌କୁ ମନେ ପକାଇଛନ୍ତି। ବେସରକାରୀ କମ୍ପାନୀଗୁଡିକର ଯୋଜନା ମହଙ୍ଗା ହେବା ପରେ ବିଏସଏନଏଲ ମଧ୍ୟ ଜାଗ୍ରତ ହୋଇଛି।...

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ...

ଏସ୍‌ବିଆଇ ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ସେବା ‘ଡିଜିଟାଲ୍‌ ଇନ୍‌ଭଏସ୍‌ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଇନ୍‌ଭଏସ୍‌ ଫାଇନାନ୍ସ...

Advertisement
Mettle Meet 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri