Jio-Starlink Deal: ଏଲନ ମସ୍କଙ୍କ କମ୍ପାନୀ SpaceX ସହ ହାତ ମିଳାଇଲା Jio, ଏଣିକି ମିଳିବ ସୁପର୍-ଫାଷ୍ଟ ଡାଟା
ନୂଆଦିଲ୍ଲୀ,୧୨।୩: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ...
EPFOର ବଡ଼ ଘୋଷଣା! PF ସଦସ୍ୟଙ୍କୁ ମାଗଣାରେ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ ନୂଆ ନିୟମ…
ନୂଆଦିଲ୍ଲୀ,୧୧।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ର ୨୩୭ତମ ବୈଠକରେ Employees’ Deposit Linked Insurance (EDLI) ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଚାକିରି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ...
କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି
ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା ଭାରତ ଉପରେ କୌଣସି ପାରସ୍ପରିକ ଶୁଳ୍କ ଟିକସ ଲାଗୁ କରିନାହିଁ। ଲୋକ ସଭାରେ...
ଆମେରିକା ବଜାରରେ ମାନ୍ଦାବସ୍ଥା ଭୟ: ୪୦୦ ପଏଣ୍ଟରୁ ଅଧିକ ଖସିଗଲା ସେନସେକ୍ସ
ମୁମ୍ବାଇ,୧୧।୩: ଆମେରିକାର ମାନ୍ଦାବସ୍ଥା ଭୟ ମଧ୍ୟରେ ୱାଲ ଷ୍ଟ୍ରିଟ୍ ରାତାରାତି ହ୍ରାସ ପାଇବା ପରେ ଏହାର ପ୍ରଭାବ ଏସୀୟ ବଜାର ଉପରେ ଦେଖିବାକୁ ମିଳିଛି। ମଙ୍ଗଳବାର ବଜାର ଖୋଲିବା ମାତ୍ରେ ବେଞ୍ଚମାର୍କ ଇକ୍ୱିଟି ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ହ୍ରାସ...
ରାଜ୍ୟରେ ବଢୁଛି ତମାଖୁ-ପାନ ମସଲା ବିକ୍ରୟରୁ ଟିକସ ଆଦାୟ: ୧୦ ବର୍ଷରେ ପୁରିଲାଣି ସରକାରଙ୍କ ପକେଟ
ଭୁବନେଶ୍ୱର,୧୦୩: ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ...
ଲଳିତ ମୋଦିଙ୍କୁ ଲାଗିବ ବଡ଼ ଝଟକା, ପାସପୋର୍ଟ ରଦ୍ଦ କରିବ ଏହି ଦେଶ
ନୂଆଦିଲ୍ଲୀ,୧୦।୩: ନିଜ ଦେଶ କବଳରୁ ରକ୍ଷା ପାଇବା ପାଇଁ, ପଳାତକ ବ୍ୟବସାୟୀ ଲଳିତ ମୋଦି ଭାନୁଆଟୁ ନାଗରିକତା ହାସଲ କରିଥିଲେ। ଏବେ କିନ୍ତୁ ଲଳିତ ମୋଦିଙ୍କୁ ଏକ ବଡ଼ ଝଟକା ଲାଗିଛି। ସେଠାକାର ପ୍ରଧାନମନ୍ତ୍ରୀ ଜୋଥାମ ନାପାଟ ଲଳିତ ମୋଦିଙ୍କୁ...
ମାର୍ଚ୍ଚ ୧୯ରୁ ଲାଗୁ ହେବ YouTubeର ନୂଆ ନିୟମ:କଣ୍ଟେଣ୍ଟ କ୍ରିଏଟର୍ର୍ସ ହୋଇଯାନ୍ତୁ ସାବଧାନ, ନଚେତ୍ ଆକାଉଣ୍ଟ ହୋଇଯିବ ବ୍ଲକ
ନୂଆଦିଲ୍ଲୀ,୧୦।୩:YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ...
ଦୀପକଙ୍କୁ ଉଦୀୟମାନ ସାଇବର ସୁରକ୍ଷା ଉଦ୍ୟୋଗୀ ସମ୍ମାନ
ନୂଆଦିଲ୍ଲୀ,୯।୩: ଦେଶର ପ୍ରମୁଖ ଷ୍ଟାର୍ଟଅପ ତଥା ସାଇବର ସୁରକ୍ଷା ସମାଧାନ ସଂସ୍ଥା ଥ୍ରେଟସିସ୍ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ସିଇଓ ଦୀପକ କୁମାର ନାଥଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ମିଳିଛି। ଏପରିକି ସାଇବର ସୁରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ...
ଧମାକାଦାର ଅଫର୍, iPhone 14,15 ଓ 16ରେ ମିଳୁଛି ୧୦ହଜାର ଟଙ୍କାର ରିହାତି
ଯଦି ଆପଣ ବହୁତ ଦିନ ଧରି ଆପଲର ଆଇଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବଡ଼ ସୁଯୋଗ। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ସେଲ ଆରମ୍ଭ ହୋଇଛି। ଯେଉଁଥିରେ ଆପଣ କେବଳ ଆପଲ ସ୍ମାର୍ଟଫୋନ ନୁହେଁ...
IND vs NZ: ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ପାଇଁ ଲାଗିଛି 5000 କୋଟି ଟଙ୍କାର ବେଟିଂ! ଜାଣନ୍ତୁ କାହାକୁ ଜିତେଇବ ସଟ୍ଟାବଜାର
ନୂଆଦିଲ୍ଲୀ,୯।୩:ଆରମ୍ଭ ହୋଇଯାଇଛି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେଗା ମ୍ୟାଚ ପାଇଁ ଏପର୍ଯ୍ୟନ୍ତ 5000 କୋଟି ଟଙ୍କାର ବେଟିଂ ହୋଇସାରିଛି। ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ଅତି କମରେ...
ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓର ଶୁଭାରମ୍ଭ
ନୂଆଦିଲ୍ଲୀ,୮।୩: ବିର୍ଲା ଓପସ ପେଣ୍ଟସର ବହୁ ପ୍ରତୀକ୍ଷିତ ତଥା ପ୍ରଥମ ଧରଣର ସୁବିଧା କେନ୍ଦ୍ର ‘ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ’ର ଶୁଭାରମ୍ଭ ଶୁକ୍ରବାର ଗୁରୁଗ୍ରାମଠାରେ ହୋଇଯାଇଛି। ଏପରିକି ଏହି କେନ୍ଦ୍ରରେ ୧୭୦ରୁ ଅଧିକ ଉତ୍ପାଦ ଉପଲବ୍ଧ ହେଉଥିଲାବେଳେ ଗ୍ରାହକଙ୍କ ପାଇଁ...
ନାଗପୁରରେ ଏସିଆର ସର୍ବବୃହତ୍ କମଳା ପ୍ରକ୍ରିୟାକରଣ ପ୍ଲାଣ୍ଟ- ବାଲକ୍ରିଷ୍ଣା
ନୂଆଦିଲ୍ଲୀ,୮।୩ (ଅଭୟ ଦାଶ): ପତଞ୍ଜଳିର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ନାଗପୁର ମିହାନ୍ (ନାଗପୁରରେ ମଲ୍ଟି-ମୋଡାଲ୍ ଇଣ୍ଟରନ୍ୟାଶନାଲ କାର୍ଗୋ ହବ୍ ଏବଂ ବିମାନବନ୍ଦର) ଅଞ୍ଚଳରେ ପତଞ୍ଜଳି ମେଗା ଫୁଡ୍ ଆଣ୍ଡ୍ ହର୍ବାଲ୍ ପାର୍କ ୨୦୨୫ ମାର୍ଚ୍ଚ ୯ ରେ ଉଦ୍ଘାଟନ...
Archives


