ଖରାଦିନେ ବଢିଯିବ ପିଆଜ ଦର! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ
ନୂଆଦିଲ୍ଲୀ,୨୩।୩: ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏବେ ସରକାର ଦେଶରୁ ପିଆଜ ରପ୍ତାନି କରିବା ସହଜ...
Post Officeର ଏହି ଦମଦାର ସ୍କିମ୍ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ
ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା। ଏହି ପୋଷ୍ଟ ଅଫିସ ଯୋଜନାରେ ନିବେଶ ସମୟ ସୀମା ୩୧ ମାର୍ଚ୍ଚ,...
ଓଡ଼ିଶା ବଜାର ସମ୍ଭାବନାରେ ପରିପୂର୍ଣ୍ଣ
ଫର୍ନିଚର ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜିଥିବା ବ୍ୟକ୍ତିତ୍ୱ ଜଣକ ହେଲେ ଦେବାଶିଷ ପଟ୍ଟନାୟକ। ପ୍ରଥମେ ଏୟାରକ୍ରାଫ୍ଟ ଇଞ୍ଜିନିୟର ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ମାତ୍ର କାଠ ଏବଂ ମଡ୍ୟୁଲାର ଫର୍ନିଚର ପ୍ରତି ତାଙ୍କର ଖୁବ୍ ଆଗ୍ରହ ରହୁଥିଲା। ୟୁରୋପର...
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢିଲା DA, ଏପ୍ରିଲ ୧ରୁ ଖାତାକୁ ଆସିବ…
ନୂଆଦିଲ୍ଲୀ,୨୨।୩: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର। ଶୁକ୍ରବାର ତ୍ରିପୁରା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାକୁ...
ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍
ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ...
30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’
ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ...
ଉତ୍ସର୍ଗୀକୃତ ମନୋଭାବ ସଫଳତା ଆଣିଦେବ
୧୯୭୯ ମସିହାରେ ବଲାଙ୍ଗୀରରେ ଯୁବୋଦ୍ୟୋଗୀ ବ୍ରିଜେଶ ମେହେରଙ୍କ ଜନ୍ମ। ବ୍ୟବସାୟ କ୍ଷେତ୍ରରେ ଏକାଗ୍ରତା ଓ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଉଥିବା ବ୍ରିଜେଶ ମିନରବା ଜୁଏଲର୍ସରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ କରିଥିଲେ । ପରେ ମିନରବା ଅଟୋମୋବାଇଲ୍ସ ନାଁରେ...
ଆଉ ୧୦ଦିନ ପରେ ଆରମ୍ଭ ହେବାକୁ ଯାଉଛି ୟୁନିଫାଏଡ ପେନସନ ଯୋଜନା, ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ,୨୧।୩: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ ପ୍ରଦାନ କରିବା ପାଇଁ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲ, ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୧ ୨୦୨୫ କିମ୍ବା ତା’ପରେ କେନ୍ଦ୍ର ସରକାରୀ ଚାକିରି କରୁଥିବା କର୍ମଚାରୀମାନେ...
ଏସବୁ ମୁସଲିମ ଦେଶରେ ଭରି ରହିଛି ସୁନାଖଣି, ନାଁ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୨୧।୩: ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 90 ହଜାର ଟଙ୍କା ଅତିକ୍ରମ କରିଛି। ସୁନା ମୂଲ୍ୟ ପୂର୍ବରୁ କେବେ 90,000 ଟଙ୍କା ଅତିକ୍ରମ କରିନାହିଁ। ସୁନା ମୂଲ୍ୟ ନିଶ୍ଚିତ ଭାବରେ ଶେୟାର ବଜାରକୁ ପ୍ରଭାବିତ କରୁଛି। ଏହା...
ଏପ୍ରିଲ ୧’ରୁ ଏହି ମୋବାଇଲ ନମ୍ବରରେ ଆଉ ଚାଲିବନି UPI, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା
ନୂଆଦିଲ୍ଲୀ,୨୧।୩: ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) କହିଛି ଯେ ୧ ଏପ୍ରିଲ, ୨୦୨୫ ରୁ, ଏହା ନିଷ୍କ୍ରିୟ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ହୋଇଥିବା UPI ID ଗୁଡ଼ିକୁ ଡିଲିଙ୍କ୍ କରିବା ଆରମ୍ଭ କରିବ। ଏହା Google Pay,...
ସେବାରେ ନିଜର ସ୍ବତନ୍ତ୍ରତା ପ୍ରତିଫଳିତହେବା ଦରକାର
ଦେଶିଆ ଇକୋ ରିସୋର୍ଟର ଫାଉଣ୍ଡର ତଥା ସଫଳ ଉଦ୍ୟୋଗୀ ହେଉଛନ୍ତି ଯୁଗବ୍ରତ କର। ପୁରୀରେ ତାଙ୍କର ଜନ୍ମ, ସେଇଠି ସେ ଛୋଟରୁ ବଡ଼ ହୋଇଛନ୍ତି। ପୁରୀ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ କାହାଣୀ ଜାଣିବାକୁ ତାଙ୍କୁ ଭଲ ଲାଗେ। ସେମାନେ ଯେପରି...
ଖୁବ୍ଶୀଘ୍ର Pi Coinରୁ କରିପାରିବେ ଶପିଂ! ଆମାଜନ୍, Ebay ଏବଂ Apple Pay ଉପରେ କରିପାରିବେ ଖର୍ଚ୍ଚ
ନୂଆଦିଲ୍ଲୀ,୨୦।୩: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି Pi Networkର Pi Coin। ଏହି କଏନ ସମ୍ପର୍କରେ ନୂତନ ଅପଡେଟ୍ ସାମ୍ନାକୁ ଆସୁଛି। ଏହି ସମୟରେ ପିଆଇ କଏନ୍ ମାଧ୍ୟମରେ ପେମେଣ୍ଟ ଉପରେ ଏକ ନୂତନ ରିପୋର୍ଟ ମଧ୍ୟ...
Archives


