ବାଣିଜ୍ୟ

ଜଣେ ଭୋଟର ୨ଟି ଭୋଟର ଆଇଡି କାର୍ଡ ରଖିଥିଲେ ଯିବେ ଜେଲ, ଜାଣନ୍ତୁ EPIC କ’ଣ, ଆଇନ୍‌ ଅନୁଯାୟୀ…

ନୂଆଦିଲ୍ଲୀ,୧୫।୮: ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ସ୍ବତନ୍ତ୍ର ଗହନ ପୁନରୀକ୍ଷଣ (SIR) ଅଭିଯାନ ସହ ଦୁଇଟି ଭୋଟର ଆଇଡି କାର୍ଡ ରଖିବା ବିବାଦ ଜୋର ଧରିଛି। ପ୍ରଥମେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଏ ସମ୍ପର୍କରେ ନିର୍ବାଚନ କମିଶନ ନୋଟିସ…

କୋରନା ସମୟରେ ରୋକା ଯାଇଥିବା ମହଙ୍ଗା ଭତ୍ତା କେବେ ମିଳିବ? ସରକାର କଲେ ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୫।୮: କୋଭିଡ-୧୯ ମହାମାରୀ ସମୟରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ୧୮ ମାସର ବକେୟା DA (ମହାଙ୍ଗା ଭତ୍ତା) ଏବଂ DR (ମହାଙ୍ଗା ରିଲିଫ) ସମ୍ପର୍କରେ ବହୁତ ଦିନ ଧରି ପ୍ରଶ୍ନ ଉଠାଯାଉଥିଲା ଯେ ଏହା କେବେ ମିଳିବ। ଏବେ କେନ୍ଦ୍ର…

FASTag: ଏବେ ଟୋଲ ପାର କରିବାକୁ ଲାଗିବ ମାତ୍ର ୧୫ ଟଙ୍କା, ଆଜିଠୁ ବାର୍ଷିକ ଫାଷ୍ଟାଗ୍‌ ପାସ ଲାଗୁ, ଏଭଳି କିଣନ୍ତୁ…

ନୂଆଦିଲ୍ଲୀ,୧୫।୮: ଦେଶରେ ବାର୍ଷିକ ଟୋଲ ପାସ ବ୍ୟବସ୍ଥା ଆରମ୍ଭ ହୋଇଛି। ସରକାରଙ୍କ ଏହି ପାସ ସହାୟତାରେ ବର୍ଷକ ଯାଏ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଏହାକୁ ନେଇ ଘୋଷଣା କରିଥିଲେ ଯେ…

ଜୁଲାଇରେ ହ୍ରାସ ପାଇଲା ହୋଲସେଲ ମୂଲ୍ୟବୃଦ୍ଧି: ବିଯୁକ୍ତ ୦.୫୮%ରେ ପହଞ୍ଚିଲା ଦରଦାମ୍

ନୂଆଦିଲ୍ଲୀ,୧୪।୮: ଭାରତର ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୂଲ୍ୟବୃଦ୍ଧି ହାର ଜୁଲାଇ ୨୦୨୫ରେ ହ୍ରାସ ପାଇ ଦୁଇ ବର୍ଷର ନିମ୍ନତମ ସ୍ତର -୦.୫୮%ରେ ପହଞ୍ଚିଛି। ଜୁନ ମାସରେ ଏହା -୦.୧୩% ଥିଲା। ଖାଦ୍ୟ ପଦାର୍ଥ, ମିନେରାଲ ଅଏଲ, ଅଶୋଧିତ ପେଟ୍ରୋଲିୟମ,…

ଅନିଲ ଅମ୍ବାନୀଙ୍କ ପାଇଁ ‘ଖୁସି ଖବର’, ରିଲଏନ୍ସ ଇନଫ୍ରାକୁ ମିଳିଲା ୫୨୬ କୋଟିର ପୁରସ୍କାର

ମୁମ୍ବାଇ,୧୪।୮: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରା (ଆରଇନଫ୍ରା) ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ବୁଧବାର ସୂଚନା ଦେଇଛି ଯେ ଏହା ଆରାବଲି ପ୍ରାଇଭେଟ ଲିମିଟେଡ ବିରୁଦ୍ଧରେ ୫୨୬କୋଟି ଟଙ୍କାର ମଧ୍ୟସ୍ଥତା ପୁରସ୍କାର ପାଇଛି। କମ୍ପାନୀ ଏକ୍ସଚେଞ୍ଜ ଫାଇଲିଂରେ…

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI,ଏବେ ଅନଲାଇନ୍‌ ଟଙ୍କା ଟ୍ରାନ୍ସଫର କଲେ…

ନୂଆଦିଲ୍ଲୀ,୧୩।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଇମିଡିଏଟ ପେମେଣ୍ଟ ସର୍ଭିସ (ଆଇଏମ୍‌ପିଏସ୍‌) ଟ୍ରାନଜାକସନ ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନଲାଇନ ଓ ଶାଖା (ବ୍ରାଞ୍ଚ) ଚ୍ୟାନେଲରେ…

ସରକାରୀରୁ ନେଇ ପ୍ରାଇଭେଟ୍‌.. କେଉଁ ବ୍ୟାଙ୍କରେ କେତେ ମିନିମମ୍‌ ବାଲାନ୍ସ ଜରୁରୀ, ଜାଣି ରଖନ୍ତୁ ନଚେତ…

ନୂଆଦିଲ୍ଲୀ,୧୩।୮: ଭାରତର ଦୁଇ ପ୍ରମୁଖ ଘରୋଇ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ନିକଟରେ ସେଭିଙ୍ଗ୍ସ ଆକାଉଣ୍ଟ ପାଇଁ ମିନିମମ ଏଭରେଜ ବାଲାନ୍ସ (MAB) ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଏବେ ମେଟ୍ରୋ ଓ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କୁ ଆକାଉଣ୍ଟରେ…

ସାଧାରଣ ଲୋକଙ୍କୁ ମିଳିଲା ଆଶ୍ୱସ୍ତି: ୮ ବର୍ଷ ମଧ୍ୟରେ କମିଲା…

ନୂଆଦିଲ୍ଲୀ,୧୩।୮: ଦେଶରେ ମୁଦ୍ରାସ୍ଫୀତି ମୋର୍ଚ୍ଚାରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଜୁଲାଇ ମାସରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ, ଏହି ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୧.୫୫ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗତ ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ।…

ଅଲ୍‌ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର୍‌ର ଅନାବରଣ, ଯୁବବର୍ଗଙ୍କୁ କରିବ ଆକୃଷ୍ଟ

ଭୁବନେଶ୍ୱର,୧୨ା୮: କ୍ଲାସିକ୍‌ ଲିଜେଣ୍ଡସ ପ୍ରାଇଭେଟ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ ତଥା ଜାଓ୍ବା ୟେଜ୍‌ଦି ମୋଟରସାଇକେଲର ବହୁ ପ୍ରତୀକ୍ଷିତ ମଡେଲ ‘ଅଲ ନ୍ୟୁ ୟେଜ୍‌ଦି ରୋଡ୍‌ଷ୍ଟର (୨୦୨୫ ୟେଜ୍‌ଦି ରୋଡ୍‌ଷ୍ଟର)’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁମ୍ବାଇଠାରେ ମଙ୍ଗଳବାର କମ୍ପାନୀ ପକ୍ଷରୁ…

ବିନା ରିଚାର୍ଜରେ କେତେ ଦିନରେ ବନ୍ଦ ହୋଇଯାଏ SIM Card? ଜାଣନ୍ତୁ Jio, Airtel, Vi ପାଇଁ TRAI ନିୟମ… 

ନୂଆଦିଲ୍ଲୀ,୧୨।୮: ଆଜିକାଲି ଅଧିକାଂଶ ମୋବାଇଲ ଉପଭୋକ୍ତା ଦୁଇଟି ସିମ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ଦୁଇଟି ସିମ୍‌କୁ ଏକାସହିତ ରିଚାର୍ଜ କରିବା କଷ୍ଟକର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଯେଉଁ ସିମ୍‌ରୁ ଅଧିକ କଥାବାର୍ତ୍ତା…

ଗୋଟିଏ ଦିନରେ ବଢିଗଲା ଗୌତମ ଆଦାନିଙ୍କ ଏତିକି କୋଟି ଟଙ୍କାର ସମ୍ପତ୍ତି, ବିଶ୍ୱର ଶ୍ରେଷ୍ଠ-୨୦ରେ କଲେ ପ୍ରବେଶ

ମୁମ୍ବାଇ,୧୨।୮: ଶେୟାର ବଜାରରେ ଲଗାତାର ଛଅ ସପ୍ତାହର ହ୍ରାସ ପରେ ସୋମବାର ତା ୮ ଅଗଷ୍ଟରେ ଏକ ବୃହତ୍ ଉଛାଳ ଦେଖିବାକୁ ମିଳିଛି। ସେନସେକ୍ସ ୭୪୬.୨୯ ପଏଣ୍ଟ ବୃଦ୍ଧି ପାଇ ୮୦,୬୦୪.୦୮ ପଏଣ୍ଟରେ ବନ୍ଦ ହୋଇଛି, ସେହିପରି ନିଫ୍ଟି ୨୨୧.୭୫ ପଏଣ୍ଟ…

ଟ୍ରମ୍ପଙ୍କ ଘୋଷଣା ପରେ ଏତେ ଖସିଲା ସୁନାଦର, ଭୁବନେଶ୍ୱରରେ କେତେ ଅଛି ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୧୨।୮: ଗତ ଗୋଟିଏ ସପ୍ତାହ ଧରି ସୁନା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା। କିନ୍ତୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରୁଥ୍‌ ସୋସିଆଲ ମିଡିଆରେ କେବଳ ଗୋଟିଏ ଘୋଷଣା ସହିତ, ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri