ବାଣିଜ୍ୟ

ପୁରୁଣା ପେନସନ ଯୋଜନାର ଲାଭ ପାଇବେ ୧୩ ହଜାର କର୍ମଚାରୀ, ସରକାର ନେଲେ ନିଷ୍ପତ୍ତି

ବେଙ୍ଗାଲୁରୁ,୨୫।୧: ଦେଶରେ ପୁରୁଣା ପେନସନ ସ୍କିମ ଏବଂ ନୂତନ ପେନସନ ସ୍କିମ କାର୍ଯ୍ୟକାରୀ କରିବା ନେଇ ବିବାଦର ଖବର ସାମ୍ନାକୁ ଆସୁଛି। ଦେଶର ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ କହୁଛନ୍ତି ଏବଂ ଏହା ସହ...

ଜୋମାଟୋ ପାଇଲା ଆରବିଆଇ ଅନୁମତି, ଏବେ phonepe, paytm ଭଳି ସଂସ୍ଥାଙ୍କୁ ଦେବ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫ା୧: ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ଜୋମାଟୋ ଗୁରୁବାର ଦିନ ଘୋଷଣା କରିଛି ଯେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଠାରୁ ‘ଅନଲାଇନ୍ ପେମେଣ୍ଟ ଏଗ୍ରିଗେଟର୍’ ଭାବରେ କାର୍ଯ୍ୟ କରିବା ପାଇଁ ଅନୁମତି ପାଇଛି। ଆରବିଆଇ ଗାଇଡଲାଇନ ଅନୁଯାୟୀ...

ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…

ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ...

Indian Railways: କବଚ ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ, ୧୬୦ କିମି ବେଗରେ ଯାଉଥିବା ଟ୍ରେନ ରେଡ ସିଗନାଲରେ ଆପେଆପେ ଅଟକି ଗଲା…

ଆଗ୍ରା,୨୫।୧ : ଉତ୍ତର କେନ୍ଦ୍ରୀୟ ରେଳବାଇର ଆଗ୍ରା ଡିଭିଜନ ସୂଚନା ଦେଇଛି ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ‘କବଚ’ର ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ଏକ ସେମି ହାଇ ସ୍ପିଡ ଟ୍ରେନରେ କରାଯାଇଥିଲା। ଯେଉଁଥିରେ ଘଣ୍ଟା...

ରିଲାଏନ୍ସ ଡିଜିଟାଲରେ ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୨୫।୧: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ (ରିପବ୍ଲିକ୍‌ ଡେ) ଉପଲକ୍ଷେ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ କରାଯାଇଛି। ଏହି ସେଲ୍‌ ୨୦୨୪ ଜାନୁଆରୀ ୨୮ ପର୍ଯ୍ୟନ୍ତ ଦେଶର ସମସ୍ତ ରିଲାଏନ୍ସ...

ବରୁଣେଶ୍ୱର ମେଳାରେ ଅମିୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫।୧ : ଫ୍ରିଡମ୍‌ ଅଏଲ୍‌ର ଓଡ଼ିଶା ହେଡ୍‌ ଅମିୟ କୁମାର ଧଳଙ୍କୁ ନିକଟରେ ବରୁଣେଶ୍ୱର କ୍ଲବ୍‌ ଯାତ୍ରା କମିଟି ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ବିଞ୍ଝାରପୁର...

ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ ସର୍ଜରି

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ଭୁବନେଶ୍ୱର ଶହୀଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ୍‌ ସର୍ଜରି ସଫଳ ହୋଇଛି। ଏହା ସଫଳ ହେବାରୁ ଢେଙ୍କାନାଳ ଅଞ୍ଚଳର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ଜୀବନରକ୍ଷା ହୋଇପାରିଛି। ବ୍ୟକ୍ତି ଜଣକ ଓଜନିଆ ଜିନିଷ ଉଠାଉଥିବାବେଳେ ଟ୍ରାକ୍ଟର...

ନିବେଶ ବଜାରକୁ ଡିପ୍‌ଫେକ୍‌ ଭିଡିଓ ବିପଦ

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ମନୋରଞ୍ଜନ ଜଗତ ପରେ ଡିପ୍‌ଫେକ୍‌ ଭିଡିଓର ପ୍ରାଦୁର୍ଭାବ ନିବେଶ ବଜାରରେ ଦେଖିତ୍ବାକୁ ମିଳୁଛି। ଷ୍ଟକ୍‌ ନିବେଶ ଟିପ୍ସ ଦେଉଥିବା ଏହି ନକଲି ଭିଡିଓଗୁଡିକ ନିବେଶକାରୀଙ୍କୁ ପୁଞ୍ଜି ବିପଦରେ ପକାଇପାରେ। ଏହି ଡିପ୍‌ଫେକ୍‌ ଭିଡିଓ ନିବେଶ ବଜାରରେ ଚିନ୍ତାର...

GIFT IFSC ରେ ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ପ୍ରତ୍ୟକ୍ଷ ତାଲିକାଭୁକ୍ତ ହେବା ପାଇଁ ଭାରତୀୟ କମ୍ପାନୀକୁ ଅନୁମତି

ନୂଆଦିଲ୍ଲୀ,୨୪।୧: ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT IFSC) ର ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ଭାରତୀୟ କମ୍ପାନୀଗୁଡିକ ଦ୍ୱାରା ସିକ୍ୟୁରିଟିର ସିଧାସଳଖ ତାଲିକାକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବା ସହ ଭାରତୀୟ...

PM Kisan: ଆଧାର ଦେଇ ଜାଣିପାରିବେ ଆକାଉଣ୍ଟକୁ ଆସିଛି କି ନାହିଁ ପିଏମ୍‌ କିଷାନ ଟଙ୍କା; ଜାଣନ୍ତୁ ପୂରା ପ୍ରକିୟା…

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୬ତମ  କିସ୍ତି କେନ୍ଦ୍ର ସରକାର ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ। ଏହି ସ୍କିମ୍‌ରେ ପଞ୍ଜିକୃତ କୃଷକମାନଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିଥାଏ। ଏଯାବତ ସାରା ଦେଶରେ ୧୧ କୋଟି...

ୟୁପିରେ ଧନବର୍ଷା: ଦୁଇ ଦିନ ଭିତରେ ରାମ ମନ୍ଦିରକୁ ଦାନ ହେଲାଣି ୩.୧୭କୋଟି ଟଙ୍କା

ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ...

କର୍ମଚାରୀଙ୍କ ଉପରେ ଝୁଲୁଛି ଖଣ୍ଡା: ଅଫିସରେ ଲୋପ ପାଇବ ୮ ହଜାର ପଦବୀ, AIର ସହାୟତା ନେବାକୁ ଯାଉଛି ଏହି ବଡ଼ କମ୍ପାନୀ…

ବର୍ଲିନ,୨୪।୧ : ଜର୍ମାନ ସଫ୍ଟୱେର୍‌ କମ୍ପାନୀ SAP SE ଏହାର ବ୍ୟବସାୟ ପଦ୍ଧତିକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। କମ୍ପାନୀ ବର୍ତ୍ତମାନ ଏଥିପାଇଁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ। ଏହା କମ୍ପାନୀର ବ୍ୟବସାୟରେ କାର୍ଯ୍ୟ କରିବାର ପଦ୍ଧତିକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri