ସରକାରଙ୍କ ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କର ବଢିଯିବ ଏତେ ଦରମା
ନୂଆଦିଲ୍ଲୀ,୩୦।୧୦: କେନ୍ଦ୍ର ସରକାର ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ (CPSEs) ରେ କାର୍ଯ୍ୟରତ ଅଧିକାରୀ ଏବଂ ଅଣ-ସଂଘୀୟ ପର୍ଯ୍ୟବେକ୍ଷକଙ୍କ ପାଇଁ ଶିଳ୍ପ ମହଙ୍ଗା ଭତ୍ତା (IDA) ପାଇଁ ନୂତନ ହାର ପ୍ରକାଶ କରିଛନ୍ତି। ଏହି ସଂଶୋଧିତ ହାର ୧ ନଭେମ୍ବର, ୨୦୨୫ ରୁ…
ଇତିହାସ ରଚିଲା Nvidia: ପ୍ରଥମ କମ୍ପାନୀ ଭାବେ ବଜାର ମୂଲ୍ୟ ଛୁଇଁଲା ୫ ଟ୍ରିଲିୟନ୍ ଡଲାର୍
ନୂଆଦିଲ୍ଲୀ,୨୯।୧୦: କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ବିପ୍ଳବ ଆଣିଥିବା ଚିପ୍ ନିର୍ମାତା କମ୍ପାନୀ Nvidia ବୁଧବାର ଇତିହାସ ସୃଷ୍ଟି କରି ବିଶ୍ୱର ପ୍ରଥମ କମ୍ପାନୀ ଭାବରେ ୫ ଟ୍ରିଲିୟନ୍ ଡଲାର୍ (ପାଖାପାଖି ୪୨୦ ଲକ୍ଷ କୋଟି ଟଙ୍କା) ର ବଜାର ମୂଲ୍ୟରେ…
ନଭେମ୍ବର ୧ରୁ ବଦଳିଯିବ ଏସବୁ ନିୟମ, ଗ୍ରାହକଙ୍କୁ ଲାଗିବ ବଡ଼ ଝଟ୍କା!
ନୂଆଦିଲ୍ଲୀ,୨୯।୧୦:୧ ନଭେମ୍ବର, ୨୦୨୫ ଠାରୁ, ବ୍ୟାଙ୍କିଂ ଏବଂ ଆର୍ଥିକ କ୍ଷେତ୍ର ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେଉଛି, ଯାହା ବ୍ୟାଙ୍କ ଗ୍ରାହକ, ସରକାରୀ କର୍ମଚାରୀ ଏବଂ ଆର୍ଥିକ ସେବା ବ୍ୟବହାର କରୁଥିବା ଲୋକଙ୍କ ଉପରେ ପ୍ରଭାବ ପକାଇବ। ଭାରତରେ ପ୍ରାୟ ସମସ୍ତେ…
ବଡ଼ ଖବର: ୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଏହି ଦିନଠୁ ଲାଗୁ ହେବ…
ନୂଆଦିଲ୍ଲୀ,୨୮।୧୦: ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ…
iPhone ୟୁଜର୍ସଙ୍କ ପାଇଁ ଖୁସିଖବର! ଏଣିକି ବିନା ସିମ୍ କାର୍ଡରେ ଚାଲିବ ଇଣ୍ଟରନେଟ୍, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୮।୧୦: କଳ୍ପନା କରନ୍ତୁ ଯଦି ଆପଣ ଆପଣଙ୍କ iPhoneରେ SIM କାର୍ଡ ନ ଲଗାଇ ହାଇ-ସ୍ପିଡ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ତେବେ ଏହା କିପରି ହେବ? ଏହି କଳ୍ପନା ଖୁବ ଶୀଘ୍ର ବାସ୍ତବତାରେ ପରିଣତ ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ, Apple…
ଖସୁଛି ସୁନା, ରୂପା ଦର: କାରଣ କ’ଣ?
ଭୁବନେଶ୍ୱର,୨୭।୧୦: ଅନେକ ସପ୍ତାହ ଧରି ବୃଦ୍ଧି ପାଇବା ପରେ ଏବେ ସୁନା ଏବଂ ରୂପା ଦର କମିବାରେ ଲାଗିଛି। ବିଶେଷଜ୍ଞମାନଙ୍କ ମତରେ ଏହାର ମୁଖ୍ୟ କାରଣ ଅର୍ଥନୀତି ଓ ବୈଶ୍ଵିକ ଭୁ-ରାଜନୀତି ସହ ଜଡ଼ିତ। ଆମେରିକୀୟ ଡଲାରର ମୂଲ୍ୟ ବୃଦ୍ଧି ପାଇବା…
୮୩ ପିଲାଙ୍କୁ ଜନ୍ମଦେବ ବିଶ୍ୱର ପ୍ରଥମ AI ମନ୍ତ୍ରୀ: ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା
ଟିରାନେ,୨୭।୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଦେଶର ପ୍ରଥମ ଏଆଇ ମନ୍ତ୍ରୀ ଡିଏଲା ଗର୍ଭବତୀ ଅଛି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା…
ପ୍ଲଟ୍ କିଣିବାକୁ ଯୋଜନା କରୁଛନ୍ତି କି? ନିଶ୍ଚିତ ଯାଞ୍ଚ କରିନିଅନ୍ତୁ ଏହି ୭ କାଗଜପତ୍ର, ନଚେତ ପରେ କରିବେ ପଶ୍ଚାତାପ
ନୂଆଦିଲ୍ଲୀ,୨୬।୧୦: ଯଦି ଆପଣ ସହରରେ ଏକ ପ୍ଲଟ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ପ୍ଲଟ କିଣିବା ପାଇଁ ଫ୍ଲାଟ କିଣିବା ଅପେକ୍ଷା ଅଧିକ ସତର୍କତା ଆବଶ୍ୟକ। ତେଣୁ ଜଣେ ଚାଷୀ କିମ୍ବା ବିଲ୍ଡରଙ୍କଠାରୁ ପ୍ଲଟ କିଣିବା…
ଭାରତର ଅର୍ଥନୀତି ୬.୬% ବଢ଼ିବା ନେଇ ଆକଳନ
ଭୁବନେଶ୍ୱର,୨୬।୧୦: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ନୂଆ ବିଶ୍ୱ ଅର୍ଥନୀତି ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ସକାରାତ୍ମକ ଅନୁମାନ କରାଯାଇଛି। ୨୦୨୫-୨୬ରେ ଭାରତର ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ, ଯାହା ବିଶ୍ୱର ସବୁଠାରୁ ଦ୍ରୁତ ବଢ଼ୁଥିବା ବଡ଼ ଅର୍ଥନୀତି ହେବ। ଆଇଏମଏଫ…
ଗୋଟିଏ ଦିନରେ ୧୭ହଜାର କମିଗଲା ରୂପା, ସୁନା ହେଲା ଆହୁରି ଶସ୍ତା!
ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପରେ ପ୍ରଥମ ଥର ପାଇଁ ରାଜଧାନୀରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନା ମୂଲ୍ୟ 6,800 ହ୍ରାସ ପାଇଛି। ଅନ୍ୟପକ୍ଷରେ ରୂପା ମୂଲ୍ୟ 17,000 ରୁ ଅଧିକ ହ୍ରାସ ପାଇଛି।…
Google Chrome ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ଆସୁଛି ଏମିତି ବିପଦ
ନୂଆଦିଲ୍ଲୀ,୨୪।୧୦: ଯଦି ଆପଣ Google Chrome ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଏହି ବ୍ରାଉଜରରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ସାଇବର ଆକ୍ରମଣକାରୀଙ୍କୁ ସିଷ୍ଟମକୁ ଟାର୍ଗେଟ, ଡାଟା ଚୋରି ଏବଂ ମାଲୱେର ସଂସ୍ଥାପନ କରିବାକୁ…
EPFO ଆକାଉଣ୍ଟରେ ଟଙ୍କା ଜମା କରିଛି କି ନାହିଁ ଆପଣଙ୍କ କମ୍ପାନୀ? ଏମିତି କରନ୍ତୁ ଯାଞ୍ଚ…
ନୂଆଦିଲ୍ଲୀ,୨୪।୧୦: ପ୍ରତି ମାସରେ ଆପଣଙ୍କର ଦରମା ଏବଂ କମ୍ପାନୀ ଅବଦାନର ଏକ ଅଂଶ EPFO ଅର୍ଥାତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଜମା କରାଯାଏ। ଏହା ବେତନଭୋଗୀ ବ୍ୟକ୍ତିମାନଙ୍କ ପାଇଁ ଏକ ସଞ୍ଚୟ ଯୋଜନା, ଯାହା ସେମାନଙ୍କର ଜରୁରୀକାଳୀନ ପାଣ୍ଠି ଭାବରେ କାର୍ଯ୍ୟ…
Archives


