ବାଣିଜ୍ୟ

ରୁଚି-ଫାର୍ମ ବି’କୁ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର

ଭୁବନେଶ୍ୱର ,୩୦।୧୨ (ଅଭୟ ଦାଶ): ପୂର୍ବ ଭାରତର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱେଶ୍ୱର ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଫାର୍ମ-ବି ବ୍ରାଣ୍ଡ୍‌ (ରୁଚି-ଫାର୍ମ ବି)କୁ ଇଣ୍ଡିଆ-୫୦୦ ଶ୍ରେଷ୍ଠ ବ୍ରାଣ୍ଡ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏମ୍‌ଏସ୍‌ଏମ୍‌ଇ ପକ୍ଷରୁ ନଭି ମୁମ୍ବାଇର ସିଡ୍‌କୋ…

ଅଦରକାରୀ ଫାଇଲ ବିକି ୧୨୦୦କୋଟି ଆୟ କଲେ ମୋଦି ସରକାର

ନୂଆଦିଲ୍ଲୀ,୨୯।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଅଧିନରେ ଥିବା ମନ୍ତ୍ରଣାଳୟ ଅଦକାରୀ ଫାଇଲ୍‌, ଖରାପ ହୋଇଯାଇଥିବା ଅଫିସ ଉପକରଣ ଓ ପୁରୁଣା ଗାଡି ଇତ୍ୟାଦି କବାଡି ବାଲାକୁ ବିକ୍ରି କରି ମାଲମାଲ ହୋଇଛନ୍ତି। ଏହି ଅଦରକାରୀ ଜିନିଷ ବିକି ସରକାର ଚନ୍ଦ୍ରାୟାନ-୩ ବଜେଟ…

ସରକାରଙ୍କ ନୂଆ ନିୟମ: ଏହି ୟୁଜର୍ସଙ୍କର ଫେସ୍‌ବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ କରାଯିବ ଡିଲିଟ୍‌

ନୂଆଦିଲ୍ଲୀ,୨୯।୧୨: ସୋସିଆଲ ମିଡିଆ ସମ୍ବନ୍ଧରେ ସରକାର ନୂଆ ନିୟମ ଆଣିଛନ୍ତି। ବର୍ତ୍ତମାନ ସରକାର ସ୍ଥାୟୀ ବ୍ୟକ୍ତିଗତ ଆକାଉଣ୍ଟକୁ ଅନିବାର୍ଯ୍ୟ କରିପାରନ୍ତି। ବିଶେଷ କରି ଏପରି ବ୍ୟବହାରକାରୀଙ୍କ ପାଇଁ ଯେଉଁମାନେ ଦୀର୍ଘ ସମୟ ଧରି ସୋସିଆଲ ମିଡିଆ ଏବଂ ଅନ୍ୟ ଇଣ୍ଟରନେଟ ପ୍ଲାଟଫର୍ମରୁ…

ଜାନୁୟାରୀ ୧ରୁ ଏହି ୟୁଜର୍ସଙ୍କ ୟୁପିଆଇ ଆକାଉଣ୍ଟ ହୋଇଯିବ ବନ୍ଦ; ହୋଇଯାନ୍ତୁ ସାବଧାନ

ୟୁପିଆଇ ଆପ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(NPCI) ଗୁଗଲ୍‌ ପେ, ପେଟିଏମ, ଫୋନେପେ ଏବଂ ଭାରତପେ ଭଳି ସମସ୍ତ ୟୁପିଆଇ ଆପ୍‌ର ଇନ୍‌ଆକ୍ଟିଭ୍‌ ୟୁପିଆଇ ଆକାଉଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ…

ଖଦିମେଳା ଆୟୋଜନ କରିବ କେଭିଆଇସି

ଭୁବନେଶ୍ୱର,୨୯।୧୨:ଦେଶର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ତଥା କେନ୍ଦ୍ର ସରକାରଙ୍କ ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଗୁରୁବାର ଏକ ସମୀକ୍ଷା…

ବଜାରରେ ହିରୋର ନ୍ୟୁ କରିଜ୍ମା ଏକ୍ସଏମ୍‌ଆର୍‌

ଭୁବନେଶ୍ୱର,୨୯।୧୨:ହିରୋ ମୋଟକର୍ପର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ବାଇକ ‘କରିଜ୍ମା ଏକ୍ସଏମ୍‌ଆର୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଅରୁନ୍ଧତୀ ମୋଟୋବାଇକ୍ସ ଲୁଇସ୍‌ରୋଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ…

ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯।୧୨:ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ନୂତନ ଉତ୍ପାଦ ‘ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ରୂପେ ନେଟ୍‌ୱର୍କରେ ଭାରତର ପ୍ରଥମ କର୍ପୋରେଟ୍‌ କ୍ରେଡିଟ୍‌ କାର୍ଡ ‘ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଇ-ସ୍ବର୍ଣ୍ଣ’ ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏପରିକି କର୍ପୋରେଟ୍‌ କ୍ରେଡିଟ୍‌ କାର୍ଡ ସହ…

ଟିପିସିଓଡିଏଲ୍‌ ପକ୍ଷରୁ ନୂତନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର,୨୯।୧୨:ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ର ନୂତନ ପ୍ରକଳ୍ପ କଟକ ୪୨ମୌଜାସ୍ଥିତ ବରାଳଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ବିଶେଷ କରି କଟକ ୪୨ ମୌଜାସ୍ଥିତ ବରାଳଠାରେ…

ବିଶ୍ୱର ବଡ଼ ଇନୋଭେଶନ କେନ୍ଦ୍ର ପାଲଟିବ ଭାରତ

ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ସର୍ବବୃହତ୍‌ ଟେଲିକମ୍‌ କମ୍ପାନୀ ଜିଓ ଆଇଆଇଟି,ବମ୍ବେ ସହ ମିଶି ‘ଭାରତ ଜିପିଟି’ ପ୍ରୋଗାମ ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି ବୋଲି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଆଇଆଇଟି,ବମ୍ବେର ବାର୍ଷିକ ଟେକ୍‌ ଫେଷ୍ଟ କାର୍ଯ୍ୟକ୍ରମରେ…

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର, ୨୯।୧୨:କ୍ରମାଗତ ୫ମ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର…

ରସୁଲଗଡ଼ରେ ଶ୍ରୀଲେଦର୍ସର ସର୍ବବୃହତ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୯।୧୨ (ଅଭୟ ଦାଶ):ଦେଶର ଅଗ୍ରଣୀ ଫୁଟ୍‌ୱେର୍‌ ବ୍ରାଣ୍ଡ ‘ଶ୍ରୀଲେଦର୍ସ’ର ସର୍ବବୃହତ୍‌ ଆଉଟ୍‌ଲେଟ୍‌ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଓଡ଼ିଶା ବିଜ୍‌ନେସ୍‌ ସେଣ୍ଟରର ତଳ ମହଲାରେ ଉଦ୍‌ଘାଟିତ ହୋଇଯାଇଛି। ୮୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ବିଶ୍ୱସ୍ତରୀୟ ଫୁଟ୍‌ୱେର୍‌, ବିଭିନ୍ନ…

ବିନା ସ୍କାନରେ ହେବ ୟୁପିଆଇ ପେମେଣ୍ଟ, ଜାଣନ୍ତୁ କେଉଁମାନେ ପାଇବେ ଏହାର ସୁବିଧା

ନୂଆଦିଲ୍ଲୀ,୨୮।୧୨: ୟୁପିଆଇ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇପାରିଛି । ଛୋଟ କ୍ରୟ ଠାରୁ ବଡ ଦେୟ ପର୍ଯ୍ୟନ୍ତ, ଲୋକମାନେ ୟୁପିଆଇ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହା କେବଳ ନଗଦ ଉପରେ ଲୋକଙ୍କ ନିର୍ଭରଶୀଳତାକୁ ହ୍ରାସ କରିନାହିଁ ବରଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri