ବାଣିଜ୍ୟ

ଜୀବନ ବୀମା ଗ୍ରାହକଙ୍କ ପାଇଁ ଖୁସି ଖବର: ବୀମା ପଲିସିରେ ୨ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ବଦଳିବ ‘ଫ୍ରି ଲୁକ ପିରିୟଡ’ ନିୟମ…

ପ୍ରୟାଗରାଜ,୧୫।୨ : ଜୀବନ ବୀମା ନେଉଥିବା କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି। ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏହି ପଲିସି ପ୍ରତ୍ୟାହାର ପାଇଁ ୧୫ ଦିନରୁ ୩୦ ଦିନ ବୃଦ୍ଧି କରିବାକୁ ଏବଂ…

Surya Ghar Yojna Apply Online: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍‌ ଯୋଜନା କ’ଣ?  ଜାଣନ୍ତୁ କିଭଳି କରିବେ ଆବେଦନ, ମାଗଣା ପାଇବେ ୩୦୦ ୟୁନିଟ୍‌

ନୂଆଦିଲ୍ଲୀ,୧୫।୨: ପ୍ରାୟତଃ ଲୋକେ ନିଜର ବିଜୁଳି ବିଲ୍‌କୁ ନେଇ ଚିନ୍ତିତ ଥାନ୍ତି। ଏଣୁ ବିଦ୍ୟୁତ୍‌ ମିଟର ରିଡିଂ ଉପରେ ଲଗାମ ଲଗାଇବାକୁ ଉପାୟ ଖୋଜୁଥାନ୍ତି। ତେବେ ଏହି ଖବର ଆପଣଙ୍କ ଲାଗି ଜରୁରୀ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM ସୂର୍ଯ୍ୟ…

ରିଲାଏନ୍ସ ନିବେଶକ ମାଲାମାଲ: ପ୍ରଥମ ଭାରତୀୟ କମ୍ପାନୀ ହାସଲ କଲା ଏହି ଉପଲବ୍ଧି

ନୂଆଦିଲ୍ଲୀ, ୧୫।୨: ଭାରତୀୟ ଷ୍ଟକ ମାର୍କେଟର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମରେ ଆଉ ଏକ ନୂଆ ରେକର୍ଡ ହାସଲ କରିଛି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ବଜାର କ୍ୟାପ(MCAP) ୨୦ ଲକ୍ଷ କୋଟି…

୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ଉଦ୍‌ଯାପିତ

ଭୁବନେଶ୍ୱର,୧୫।୨: ଏସିଆନ୍‌-ଆଫ୍ରିକାନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ୩ ଦିନିଆ ଗ୍ରୀନ୍‌ କନ୍‌କ୍ଲେଭ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। ଏପରିକି ବିଶ୍ୱସ୍ତରୀୟ ବ୍ୟବସାୟିକ ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅନୁଷ୍ଠିତ…

ସ୍କୋଡାର ସାଲ୍‌ଭିଆ ଷ୍ଟାଇଲ ଏଡିଶନ

ନୂଆଦିଲ୍ଲୀ,୧୫।୨ (ଅଭୟ ଦାଶ): ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍କୋଡା ସାଲ୍‌ଭିଆ ଷ୍ଟାଇଲ ଏଡିଶନ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ସ୍କୋଡା ସାଲ୍‌ଭିଆ ଷ୍ଟାଇଲ ଏଡିଶନ ମଡେଲରେ ଅନେକ ଅତ୍ୟାଧୁନିକ…

ହୋଣ୍ଡା କଲେକ୍ସନର ଏକ୍ସକ୍ଲୁସିଭ ରେଞ୍ଜ

ନୂଆଦିଲ୍ଲୀ,୧୫।୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା କମ୍ପାନୀର ଅଫିସିଆଲ ମର୍ଚ୍ଚାଣ୍ଡାଇଜ ‘ହୋଣ୍ଡା କଲେକ୍ସନ’କୁ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଡିଜାଇନ ଓ ଆକର୍ଷଣୀୟ କଲରରେ ଉକ୍ତ କଲେକ୍ସନ ଯଥା ଟି-ଶାର୍ଟ, ଜାକେଟ ଏବଂ କ୍ୟାପ୍‌…

Virtual ATM: ଆଉ ଯିବାକୁ ପଡିବନି ATM, ଗୋଟିଏ ଓଟିପିରେ ମିଳିଯିବ ନଗଦ ଟଙ୍କା

ନୂଆଦିଲ୍ଲୀ,୧୪।୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ବା UPI ଦେଶରେ ସବୁଠାରୁ ଲୋକପ୍ରିୟ ପେମେଣ୍ଟ ଅପ୍ସନ। ଅନଲାଇନ ଟ୍ରାଞ୍ଜାକ୍ସନ ବିପ୍ଲବ ଆସିବା ପରଠାରୁ ମୋବାଇଲ ଓ ଇଣ୍ଟରନେଟ ସାହାଯ୍ୟରେ ଉପଭୋକ୍ତାମାନେ ଅନଲାଇନ ପେମେଣ୍ଟ କରୁଛନ୍ତି। ସବୁଠି ଅନଲାଇନ ସୁବିଧା ଉପଲବ୍ଧ ହେଉଥିବାରୁ ଲୋକଙ୍କୁ…

ବିମାନ ଯାତ୍ରୀଙ୍କୁ ବଡ଼ ଝଟକା: ମୁମ୍ବାଇ ବନ୍ଦରରୁ ଉଡ଼ାଣ ବନ୍ଦ ! କାହିଁକି ଗ୍ରହଣ କରାଗଲା ଏଭଳି ନିଷ୍ପତ୍ତି ?…

ମୁମ୍ବାଇ,୧୪।୨ : ସାରା ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖରାପ ଖବର ଅଛି। ଦେଶର ସର୍ବବୃହତ ତଥା ଅନ୍ତର୍ଜାତୀୟ ବିମାନବନ୍ଦର ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ବିମାନ ଉଡ଼ାଣ…

ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇ କର୍ମସ ପ୍ଲାଟ୍‌ଫର୍ମ ‘ମେଟାଲ ବଜାର’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) ହୋଇଯାଇଛି। ଏପରିକି ଏହା ଏକ…

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି ଟାଟା ଷ୍ଟିଲ୍‌ର କଳିଙ୍ଗନଗର ଏବଂ ମେରାମଣ୍ଡଳୀ କାରଖାନା ରେସ୍‌ପନ୍‌ସିବଲ୍‌ ଷ୍ଟିଲ୍‌ ସାର୍ଟିଫିକେଶନ ସହ ନୂତନ…

ନାଲ୍‌କୋର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୪।୨:ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ବେର୍ଡସ୍ତରୀୟ ବୈଠକ ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩ ଡିସେମ୍ବରରେ ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଆର୍ଥିକ ଫଳାଫଳ ଅନୁଯାୟୀ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୨:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri