ବାଣିଜ୍ୟ

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର, ଏବେ ହେବ ୫ କାର୍ଯ୍ୟଦିବସ, ବଢ଼ିବ ଏତିକି ଦରମା..

ନୂଆଦିଲ୍ଲୀ,୯।୩: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଲାଗୁଛି ସେତିକି ସମସ୍ତ ସରକାରୀ କର୍ମଚାରୀଙ୍କ ଆଶା ପୂରଣ ହେବା ପରି ମନେ ହେଉଛି। ଏହି କ୍ରମରେ ଏବେ ସରକାରୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ ଖୁସି…

ମୁଁ ନିଜ ସହ ପ୍ରତିଯୋଗିତା କରେ

ଏକ ଛୋଟ ଫାଷ୍ଟଫୁଡ୍‌ ଦୋକାନରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିବା ଅନୁପ କୁମାର ବଗାଇ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ ଭାବେ ଘରେ ଘରେ ପରିଚିତ। ୩୦ ବର୍ଷର ବ୍ୟବସାୟିକ ଅଭିଜ୍ଞତା ସହ ବର୍ତ୍ତମାନ ସେ ଭୁବନେଶ୍ୱରର କ୍ୟାଟରିଂ ସଂସ୍ଥା ‘ଖଟାମିଠା’ର…

ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍‌ର ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘ ବର୍ଷ ହେବ ଭାରତର ଅଗ୍ରଣୀ ଅଙ୍କୋଲୋଜି…

ବ୍ରହ୍ମପୁରରେ ଅଜନ୍ତା ଶୁଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୯।୩ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ(ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ ବା ଅଜନ୍ତା ଫୁଟ୍‌କେୟାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଟ ନିକଟସ୍ଥ ଅନ୍ନପୂର୍ଣ୍ଣା ମାକେର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କ ସମେତ ବିଧାୟକ ବିକ୍ରମ ପଣ୍ଡା,…

କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର

ଭୁବନେଶ୍ୱର,୯।୩: ଦି କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭେଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆର୍‌ଇଡିଏଆଇ ବା କେଡ୍ରାଇ)ର ଓଡ଼ିଶା ଶାଖା ବା କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର ‘କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ କ୍ରେଡାଇ ଓଡ଼ିଶାର…

ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଷ୍ଟିଲ୍‌ର ଅଗ୍ରଣୀ ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟିଏସ୍‌କେକୁ ଲାର୍ଜ ସ୍କେଲ୍‌ ମାନ୍ୟୁଫାକ୍‌ଚରିଂ ସେକ୍ଟର ବର୍ଗରେ ସମ୍ମାନଜନକ…

ଏପ୍ରିଲ୍-ଜୁନ୍ ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନା ପାଇଁ ସୁଧହାର ଘୋଷଣା

ନୂଆଦିଲ୍ଲୀ,୮।୩: ଏପ୍ରିଲ-ଜୁନ୍ ୨୦୨୪ ତ୍ରୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାର ସରକାର ଘୋଷଣା କରିଛନ୍ତି। ପୂର୍ବ ସୁଧହାରକୁ ସରକାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନେଇଛନ୍ତି। ଆର୍ଥିକ ବର୍ଷ ୨୦୨୪-୨୫ ର ପ୍ରଥମ ତ୍ରୈମାସିକ ପାଇଁ ବିଭିନ୍ନ କ୍ଷୁଦ୍ର ସଞ୍ଚୟ…

ଉନ୍ନତ ଭାରତ ଅଭିଯାନ ସହ ଏଲ୍‌ଏମ୍‌ଆଇର ସହଭାଗିତା

ନୂଆଦିଲ୍ଲୀ,୮।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଭିଡି ଉତ୍ପାଦର ନିର୍ମାତା ଲର୍ଡସ ମାର୍କ ଇଣ୍ଡଷ୍ଟ୍ରିଜ (ଏଲ୍‌ଏମ୍‌ଆଇ) ଏବଂ ଭାରତ ସରକାରଙ୍କର ଜାତୀୟ ପ୍ରୋଗ୍ରାମ ଉନ୍ନତ ଭାରତ ଅଭିଯାନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଇଣ୍ଡିଆନ…

୯୨ ବର୍ଷରେ ୫ମ ବିବାହ କରିବାକୁ ଯାଉଛନ୍ତି ଏହି ବିଖ୍ୟାତ ଶିଳ୍ପପତି, ଜାଣନ୍ତୁ ପ୍ରେମିକାଜଣଙ୍କ କିଏ…

ନୂଆଦିଲ୍ଲୀ,୮।୩: ବିଖ୍ୟାତ ଶିଳ୍ପପତି ତଥା କିଙ୍ଗ ଅଫ୍‌ ମିଡିଆ ରୁପର୍ଟ ମୁର୍ଡୋକ ପୁଣି ବିବାହ କରିବାକୁ ଯାଉଛନ୍ତି। ୯୨ ବର୍ଷ ବୟସରେ ସେ ଏଲିନା ଜୁକୋଭାଙ୍କୁ ୫ମ ବିବାହ ପରିବେ। ନିର୍ବନ୍ଧ ଦୃଷ୍ଟିରୁ ଦେଖାଗଲେ ଏଲିନାଙ୍କ ସହ ସେ ୬ଷ୍ଠ ନିର୍ବନ୍ଧ…

ଆଗ୍ରହରୁ ଅଗ୍ରଣୀ ବ୍ୟବସାୟୀ

ବାଣିଜ୍ୟ ବିଭାଗର ଛାତ୍ର ହୋଇ ମଧ୍ୟ ବ୍ୟବସାୟ ପ୍ରତି ମନରେ ବେଶ୍‌ ଦୁର୍ବଳତା ଥିଲା। ଫଳରେ ଉଚ୍ଚଶିକ୍ଷା ଏବଂ ଦିଲ୍ଲୀରୁ ମ୍ୟାନେଜ୍‌ମେଣ୍ଟରେ ଉଚ୍ଚତର ଶିକ୍ଷା ଶେଷ ପରେ ସେ ରାଜ୍ୟରେ କର୍ମନିଯୁକ୍ତି ପାଇଥିଲେ। ହେଲେ ଆଗ୍ରହକ୍ରମେ ସେ ନିଜସ୍ବ ବ୍ୟବସାୟ ଆରମ୍ଭ…

ପିଏନ୍‌ବିର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୮।୩:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ହେଲେନ୍‌ କେଲର ରେଡ୍‌କ୍ରସ୍‌ ସ୍କୁଲ ଫର୍‌ ଦି ଡେଫ୍‌ ବିଦ୍ୟାଳୟକୁ ଏକ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପିଏନ୍‌ବିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ…

ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ

ଭୁବନେଶ୍ୱର,୮।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ ଯାନ ନିର୍ମାତା ଟାଟା ମୋଟର୍ସର ବାଣିଜ୍ୟକ ଯାନ (କମର୍ସିଆଲ ଭେହିକଲ ବା ସିଭି)ର ଦର ପ୍ରାୟ ୨% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଏପ୍ରିଲ ୧ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri