ୟୁପିଆଇ ମାଧ୍ୟମରେ ଏଟିଏମ୍ରୁ ଉଠିବ ଟଙ୍କା
ଭୁବନେଶ୍ୱର,୯।୪(ଅନୁରାଧା ମହାରଣା): ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ) ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିଥିଲେ। ତାଙ୍କ କହିବାନୁସାରେ, ଖୁବ ଶୀଘ୍ର ୟୁପିଆଇ ବ୍ୟବହାରକାରୀମାନେ ନିଜ ଫୋନରେ ୟୁପି ଆପ…
ଦୀପକ ଏଇଏସ୍ଏଲ୍ର ନୂଆ ଏମ୍ଡି ତଥା ସିଇଓ
ନୂଆଦିଲ୍ଲୀ,୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ପରୀକ୍ଷା ପ୍ରସ୍ତୁତିକାରୀ ସଂସ୍ଥା (ଟେଷ୍ଟ ପ୍ରିପାରେଟୋରି ସର୍ଭିସେସ) ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ(ଏଇଏସ୍ଏଲ୍)ର ନୂଆ ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦୀପକ ମେହରୋତ୍ରା…
ଘରୋଇ ବଜାରରେ ଇନ୍ଧନ ଚାହିଦା ବୃଦ୍ଧି
ନୂଆଦିଲ୍ଲୀ,୯।୪: ଘରୋଇ ବଜାରରେ କ୍ରମାଗତ ଭାବେ ଇନ୍ଧନ ଚାହିଦା ବୃଦ୍ଧି ଘଟିବା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରି କି ୨୦୨୩-୨୪ ଆର୍ଥିକବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ଇନ୍ଧନ ଚାହିଦା ୫% ବୃଦ୍ଧି ପାଇଥିଲାବେଳେ ବ୍ୟବହାରରେ ୦.୬% ବାର୍ଷିକ ଭିତ୍ତିରେ…
ରିୟୁଟୋ ଶିମିଜୁ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ
ଭୁବନେଶ୍ୱର,୮।୪:ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍)ର ନିର୍ଦ୍ଦେଶକ (ବିକ୍ରୟ ଓ ବିପଣନ/ମାର୍କେଟିଂ ଆଣ୍ଡ ସେଲ୍ସ) ଭାବେ ରିୟୁଟୋ ଶିମିଜୁ ନିକଟରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ୟୁଇଚି ମୁରାଟାଙ୍କ ସ୍ଥାନରେ ରିୟୁଟୋ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରିକି…
ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
ଭୁବନେଶ୍ୱର,୮।୪ (ଅଭୟ ଦାଶ):ସନ୍ଧ୍ୟା ହେଲେ ସହରବାସୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ…
‘ନନ୍ଦଘର’ ଜରିଆରେ ଗୋଷ୍ଠୀ ସଶକ୍ତୀକରଣ
ଭୁବନେଶ୍ୱର,୭।୪: ବେଦାନ୍ତ ଗ୍ରୁପ୍ର ସାମାଜିକ ପ୍ରତିଷ୍ଠାନ ତଥା ଅନୀଲ ଅଗ୍ରୱାଲ ଫାଉଣ୍ଡେଶନର ଫ୍ଲାଗ୍ଶିପ ପ୍ରୋଗ୍ରାମ ବା ମହିଳା ଏବଂ ଶିଶୁ କଲ୍ୟାଣ ପ୍ରକଳ୍ପ ‘ନନ୍ଦଘର’ ଜରିଆରେ ଗୋଷ୍ଠୀ ସଶକ୍ତୀକରଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା ଓ ଶିଶୁ ଯତ୍ନ କ୍ଷେତ୍ରରେ ନନ୍ଦଘରକୁ…
ମହଙ୍ଗା ହେଉଛି ଡ଼ାଲି
ଭୁବନେଶ୍ୱର,୭।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ପିଆଜ, ଆଳୁ, ଟମାଟୋ, ଖାଇବା ତେଲ ଆଦି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେଉଥିବାବେଳେ ଡାଲି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଡାଲି କଳାବଜାର ଏବଂ ବେଆଇନ ମହଜୁଦ ଆଶଙ୍କା…
୭୧ ହଜାର ଡେଇଁଲା ସୁନା ଦର
ଭୁବନେଶ୍ୱର,୬।୪: ବଢ଼ିବାରେ ଲାଗିଛି ସୁନା ଦର। ଶନିବାର ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କାରେ ପହଞ୍ଚିଛି। ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୫ ହଜାର…
ଇସ୍ତଫା ଦେଲେ ୱିପ୍ରୋ ସିଇଓ ଥିଏରି ଡେଲାପୋର୍ଟ, ଶ୍ରୀନିବାସ ପାଲିଆ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ,୬।୪: ୱିପ୍ରୋ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଜରେ ଜଣାଇଛି। ଏଥିସହିତ ୱିପ୍ରୋ ଶ୍ରୀନିବାସ ପାଲିଆଙ୍କୁ କମାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରିଛି। ସେ ଥିଏରି…
ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହେଲେ ଜୁକରବର୍ଗ
ନୂଆଦିଲ୍ଲୀ,୬।୪: ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ସେ ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। ନଭେମ୍ବର ୨୦୨୦ ପରେ ପ୍ରଥମ ଥର ମାର୍କ…
ୟୁବିଆଇ ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୬।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ରାୟଗଡ଼ା କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ କୁନ୍ଦନ କୁମାର ସିହ୍ନା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବିଶାଖାପାଟଣାର ଜୋନାଲ ଅଡିଟ୍ କାର୍ଯ୍ୟାଳୟଠାରେ ଜୋନାଲ ଅଡିଟ୍ ମୁଖ୍ୟ ଭାବେ…
ଗ୍ରାହକ ଚାହିଦାକୁ ଗୁରୁତ୍ୱ
ଭୁବନେଶ୍ୱର,୬।୪: କ୍ରମାଗତ ୧୫ବର୍ଷ ଧରି ୧ ନମ୍ବର ତଥା ସର୍ବଭାରତୀୟସ୍ତରରେ ପ୍ରମୁଖ ଉପକରଣ ବ୍ରାଣ୍ଡ୍ ଭାବେ ହାୟର ବଜାରରେ ତା’ର ସ୍ଥିତି ସୁଦୃଢ଼ କରିଆସିଛି। ହେକ୍ଜା ଇନ୍ଭର୍ଟର ପ୍ରଯୁକ୍ତି ସହ ସୁପର ହେଭି ଡ୍ୟୁଟି ରେଞ୍ଜର ଉପତ୍ାଦ ବଜାରକୁ ଆଣିଛି। ଏହି…
Archives


