ବାଣିଜ୍ୟ

ଆଉ ମାତ୍ର କିଛି ବର୍ଷ ରାଜ କରିବେ ଗୌତମ ଆଦାନୀ, ଜାଣନ୍ତୁ କିଏ ସମ୍ଭାଳିବ ତାଙ୍କ କମ୍ପାନୀ

ନୂଆଦିଲ୍ଲୀ,୫।୮: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସେ ଆଉ ୮ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦରେ ରହିବେ ଏବଂ ଏହା ପରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ ୬୨…

ଗ୍ରାମାଞ୍ଚଳରେ ଜିଓର ଡିଜିଟାଲ୍‌ କ୍ରାନ୍ତି

ମୁମ୍ବାଇ, ୫।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓ ବ୍ରାଣ୍ଡ୍‌ର ଡିଜିଟାଲ୍‌ କ୍ରାନ୍ତି ଆଣିଛି। ଏପରିକି ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳରେ ଡିଜିଟାଲ୍‌ କ୍ରାନ୍ତି ସ୍ବରୂପ ରିଲାଏନ୍ସ ଜିଓ ରାଜ୍ୟର…

ବଜାରରେ ନିକନର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୫।୮: ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ନିକନ)ର ନୂତନ ଉତ୍ପାଦ ‘ଜେଡ ୬ଆଇଆଇଆଇ’ର ଅନାବରଣ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏପରି କି ନିକନର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ନୂତନ ମଡେଲର…

ଜେଏସ୍‌ପିକୁ ସମ୍ମାନଜନକ ଏକ୍ସିଡ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ

ଭୁବନେଶ୍ୱର, ୫।୮: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଅଗ୍ରଣୀ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ/ଉତ୍ତରଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ…

ଏସ୍‌ବିଆଇ ତ୍ରୈମାସିକରେ ଲାଭ କଲା ୧୭ହଜାର କୋଟି

ଭୁବନେଶ୍ୱର,୪।୮(ଅନୁରାଧା ମହାରଣା): ଷ୍ଟେଟ ବ୍ୟାଙ୍କ ଅ୍‌ଫ ଇଣ୍ଡିଆ (ଏସ୍‌ବିଆଇ)ର ନେଟ୍‌ ଲାଭ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ ତ୍ରୈମାସିକ ପାଇଁ ପ୍ରାୟ ୧୭,୦୩୫ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ବ୍ୟାଙ୍କର ନେଟ୍‌ ଲାଭ ୧୬,୮୮୪ କୋଟି…

ବର୍ଷକରେ ୧୫ହଜାର କୋଟି ସରକାରଙ୍କୁ ଦେଇଛି ଏନ୍‌ସିଏଲ୍‌

ଭୁବନେଶ୍ୱର,୪।୮ (ଅନୁରାଧା ମହାରଣା): କୋଲ୍‌ ଇଣ୍ଡିଆର ଏକ ଶାଖା ଉତ୍ତର କୋଲ୍‌ଫିଲ୍ଡ ଲିମିଟେଡ୍‌(ଏନ୍‌ସିଏଲ୍‌)ର ସିଏମ୍‌ଡି ବି. ସାଇରାମ ଶନିବାର କହିଛନ୍ତି, କମ୍ପାନୀ କେନ୍ଦ୍ରୀୟ ତଥା ରାଜ୍ୟ ଖନନ କ୍ଷେତ୍ରରେ ରୟାଲ୍‌ଟି ଏବଂ ଜିଏସ୍‌ଟି ଆକାରରେ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୫ ହଜାର…

ଅକ୍ଟୋବର ୧ରୁ ଫିଜିକ୍ସ ୱାଲାର ସ୍କଲାରଶିପ ପରୀକ୍ଷା

ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ (କୋଚିଂ ସେଣ୍ଟର) ଫିଜିକ୍ସ ୱାଲାର ସର୍ବବୃହତ୍‌ ସ୍କଲାରଶିପ ପରୀକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୧ରୁ ଫିଜିକ୍ସ ୱାଲା ନ୍ୟାଶନାଲ ସ୍କଲାରଶିପ୍‌ କମ (କମନ) ଆଡମିସନ୍‌ ଟେଷ୍ଟ-୨୦୨୪ର ୩ୟ…

ଭୁବନେଶ୍ୱରରେ ବିଆଇଏସ୍‌ର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୪।୮: ଭାରତୀୟ ମାନକ ବ୍ୟୁରୋ (ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଟାର୍ଡ ବା ବିଆଇଏସ୍‌)ର ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌) ଠାରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଲେବର ଆଣ୍ଡ…

ବିଏସ୍‌ଏନ୍‌ଏଲର ବଡ଼ ଘୋଷଣା, ଆରମ୍ଭ କରିବ ୪ଜି ସେବା

ଭୁବନେଶ୍ୱର,୪।୮(ଅନୁରାଧା ମହାରଣା): ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍‌ ଏବଂ ଭୋଡାଫୋନ ଆଇଡିଆର ଶୁଳ୍କ ବୃଦ୍ଧି ପରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର ଗ୍ରାହକ ସଂଖ୍ୟା ବୃଦ୍ଧିପାଉଛି। ଅନ୍ୟପଟେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଘରୋଇ ୪ଜି…

ଯୁବପିଢିଙ୍କୁ ଉପଭୋଗର ପ୍ରଲୋଭନ ଦେଖାଇ ଲୁଟିବା ଉଦ୍ୟମ

ନୂଆଦିଲ୍ଲୀ,୩।୮: ଗ୍ରାହକମାନଙ୍କୁ ତତକ୍ଷଣାତ ସନ୍ତୁଷ୍ଟି ଯୋଗାଇବା ଅନେକ ଉପାଦାନ ଉପରେ ନିର୍ଭର କରେ। ଯାହା ବର୍ତମାନ ଭାରତୀୟ ବଜାରରେ ଉପଲବ୍ଧ ରହିଛି। ଯେପରିକି ଅନଲାଇନରେ ଆବେଦନ କଲେ ତତକ୍ଷଣାତ ଋଣ ମିଳିବା, କିଛି ଜିନିଷ ଅର୍ଡର କଲେ କେଇଟା ମିନିଟରେ ଆସି…

ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଡିଜିଟାଲ ଅର୍ଥନୀତିର ବିକାଶରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ…

ମିଆଁ ବାଇ ତନିସ୍କର ନୂତନ ଷ୍ଟୋର

ସମ୍ବଲପୁର,୩ା୮(ବି.ଶଙ୍କର): ମିଆଁ ବାଇ ତନିସ୍କର ନୂତନ ଷ୍ଟୋର ସମ୍ବଲପୁର ସହର ବୁଢ଼ାରଜା-ଅଇଁଠାପାଲି ରାସ୍ତାରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ତନିସ୍କ ଫାଇନାନ୍ସ ମୁଖ୍ୟ ବିକ୍ରମ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ସ୍ବତନ୍ତ୍ର ଷ୍ଟୋର୍‌କୁ ଶୁଭାରମ୍ଭ କରିଥିଲେ। ବ୍ୟବସାୟ ସହଯୋଗୀ ମଞ୍ଜିତ୍‌ ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?