ବେଦାନ୍ତରେ ଯୋଗଦେଲେ ରବି ପାଲିୱାଲ
ନୂଆଦିଲ୍ଲୀ,୭।୮: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ରବି ପାଲିୱାଲଙ୍କୁ ଆଶ୍ ମ୍ୟାନେଜମେଣ୍ଟଟର ସିଇଓ ଭାବେ ନିଯୁକ୍ତି ଘୋଷଣା କରିଛି। ରବି ମୁଖ୍ୟତଃ ପାଊଁଶ ପରିଚାଳନା କାର୍ଯ୍ୟର ତଦାରଖ କରିବେ,ଉତ୍ସ ଦକ୍ଷତା ବୃଦ୍ଧି ପାଇଁ ଟେକ୍ନୋଲୋଜି ଏବଂ ପ୍ରକ୍ରିୟା ଉପରେ…
୧୫ରେ ଇଣ୍ଡିଆନ ବ୍ୟାଙ୍କର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୭।୮: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୫ରେ ଇଣ୍ଡିଆନ ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ଚାରାରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ…
୫ ବର୍ଷରେ ୯.୯୦ ଟ୍ରିଲିଅନ ବ୍ୟାଙ୍କ ଋଣ ଛାଡ଼
ଭୁବନେଶ୍ୱର, ୭।୮(ଅନୁରାଧା ମହାରଣା): ଗତ ୫ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ୯.୯୦ ଟ୍ରିଲିଅନ ଟଙ୍କା ମୂଲ୍ୟର ଋଣ ଛାଡ଼ କରିଛନ୍ତି। ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୨୩-୨୪ ମଧ୍ୟରେ ବ୍ୟାଙ୍କଗୁଡିକ ଦ୍ୱାରା ଋଣ ଛାଡ଼…
ଶସ୍ତା ହୋଇ ଚାଲିଛି ଭାରତୀୟ ଟଙ୍କା; ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ, ୦୬।୦୮: ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪.୦୯ ସ୍ତରକୁ ହ୍ରାସ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ରକୁ ନିନ୍ଦା କରି ଏହା ସରକାରଙ୍କ “ଅର୍ଥନୈତିକ ଅଜ୍ଞତା” ଏବଂ “ଅବ୍ୟବସ୍ଥା” ର ଏକ ସ୍ପଷ୍ଟ ସୂଚକ ବୋଲି କଂଗ୍ରେସ କହିଛି। ମଧ୍ୟ…
ସେବି ନିକଟରେ ହିରୋ ଫିନ୍କର୍ପର ଡିଆର୍ଏଚ୍ପି ଦାଖଲ
ନୂଆଦିଲ୍ଲୀ,୬।୮: ହିରୋ ଫିନକର୍ପ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ବା ଆଇପିଓ ଘୋଷଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କମ୍ପାନୀ ପକ୍ଷରୁ ଡ୍ରାଫ୍ଟ ରେଡ୍ ହାୟରିଂ ପ୍ରସପେକ୍ଟସ (ଡିଆରଏଚ୍ପି) ଦାଖଲ…
ଆଇଜିକେସିରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ
ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ…
ସହାୟତାର ହାତ ବଢ଼ାଇଲା ଏଲ୍ଆଇସି
ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର ଏମ୍ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି…
ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ
ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ବା ଆର୍ଆଇଏଲ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦିଆଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ରେଟିଂ ଏଜେନ୍ସି ତଥା ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ତାଲିକାରେ ଆର୍ଆଇଏଲ ଆଉ ୨ଟି ସ୍ଥାନ ଉପରକୁ ଉଠି…
ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି
ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି ।…
ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍ ଫାବ୍
ଭୁବନେଶ୍ୱର,୬।୮: ଦୀର୍ଘ ୬୬ ଦିନର ସଫଳ କାରବାର ଓ ଉତ୍ସାହଜନକ ଭିଡ ପରେ ମଧ୍ୟ ନ୍ୟୁ ରାଜସ୍ଥାନ କଟନ ଫାବ ପ୍ରଦର୍ଶନୀ ଆଜି (ମଙ୍ଗଳବାର) ଶେଷ ହେବାକୁ ଯାଉଛି ବୋଲି ମେଳାର ଆୟୋଜକ ହରିୟାଣାର କାମଧେନୁ ଖଦୀ ଉଲ ପାନିପଥ ପକ୍ଷରୁ…
ଦିନକରେ ନିବେଶକ ହରାଇଲେ ୧୫ଲକ୍ଷ କୋଟି
ମୁମ୍ବାଇ,୬ା୮:ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ଏବଂ ଦରବୃଦ୍ଧି ଯୋଗୁ ଭାରତୀୟ ଷ୍ଟକ୍ ମାକେର୍ଟରେ ସୋମବାର ଏକ ବଡ଼ଧରଣର ହ୍ରାସ ଘଟିଛି। ଏପରିକି ଘରୋଇ ଶେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ ୧୫ ଲକ୍ଷ କୋଟିରୁ ଅଧିକ…
ଶେୟାର ବଜାରରେ ହାହାକାର: ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୫।୮: ଭାରତୀୟ ଶେୟାର ବଜାରରେ ସୋମବାର ହାହାକାର ଦେଖାଯାଇଛି। ସପ୍ତାହର ପ୍ରଥମ କାରବାର ଦିନରେ ସେନସେକ୍ସ ୧,୬୦୦ ପଏଣ୍ଟରୁ ଖସି ଆସିଛି। ଅନ୍ୟ ପଟେ, ନିଫ୍ଟି ଦୁର୍ବଳ ହୋଇ ୨୪୨୦୦ ତଳେ ପହଞ୍ଚିଥିଲା। ପରିସ୍ଥିତି ଏପରି ହୋଇଛି ଯେ,ନିବେଶକ ଗୋଟିଏ ମିନିଟ୍ରେ…

