ଖାତାରେ ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ
ନୂଆଦିଲ୍ଲୀ,୨ା୮: ସର୍ବନିମ୍ନ ବାଲାନ୍ସ ନ ରଖିବାରୁ ବିଭିନ୍ନ ସରକାରୀ ବ୍ୟାଙ୍କ ସାଧାରଣ ଲୋକମାନଙ୍କ ଠାରୁ ଗତ ପାଞ୍ଚ ବର୍ଷରେ ୮.୫୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ଏହି ଜୋରିମାନା ନ ରଖିବାକୁ ଘୋଷଣା କରିବା ସତ୍ତ୍ୱେ…
ପୁଣି ବିଶ୍ୱକୁ ଘାରିଲା ମାନ୍ଦାବସ୍ଥା ଚିନ୍ତା; ଶେୟାର ବଜାରରେ ୪.୫ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୨ା୮: ଆମେରିକା ତଥା ବିଶ୍ୱକୁ ପୁଣିଥରେ ଘାରିଛି ମାନ୍ଦାବସ୍ଥା ଚିନ୍ତା। ଦୁଇ ଦିନ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରେଲ ରିଜର୍ଭ ସୁଧହାର କମାଇବା ସଙ୍କେତ ଦେବା ପରେ ବିଶ୍ଵବ୍ୟାପୀ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଶୁକ୍ରବାର ଏହାର…
ଭାରତରେ ପଡ଼ିଲା ଆମେରିକା ପ୍ରଭାବ, ଖସିଲା ସେୟାର ବଜାର
ମୁମ଼୍ବାଇ, ୦୨।୦୮: ଆମେରିକାରେ ଚିନ୍ତାଜନକ ଦର ବୃଦ୍ଧି ଏବଂ ଏସୀୟ ବଜାରରେ ହ୍ରାସର ପ୍ରଭାବ ଭାରତରେ ପଡ଼ିଛି । ଫଳରେ ନିଫ୍ଟି ଏବଂ ସେନ୍ସେକ୍ସ ଶୁକ୍ରବାର ଅହେତୁକ ହ୍ରାସର ସହ ଖୋଲିଛି । ବ୍ୟାଙ୍କିଂ, ଅଟୋ, ଆଇଟି ଏବଂ ଶକ୍ତି କ୍ଷେତ୍ରରେ…
୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଟେଲ
ନୂଆଦିଲ୍ଲୀ,୨ା୮: ଆମେରିକାର ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ ଖର୍ଚ୍ଚକାଟ କରିବା ଲାଗି ଏହାର ୧୫% କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏହି ଛଟେଇ ପରେ କମ୍ପାନୀ ପ୍ରାୟ ୨୦ ବିଲିୟନ ଡଲାର ଟଙ୍କା ସଂଚୟ କରିବ। ନିକଟରେ ପ୍ରକାଶ ପାଇଥିବା…
ଓଜିଏସ୍ରେ ଇନ୍ଭେଷ୍ଟିଚର ସେରିମନି
ଭୁବନେଶ୍ୱର,୨।୮: ଓଡିଏମ୍ ଗ୍ଲୋବାଲ ସ୍କୁଲ (ଓଜିଏସ୍)ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଇନ୍ଭେଷ୍ଟିଚର ସେରିମନି ଗୁରୁବାର ସ୍କୁଲ ପରିସରରେ ପାଳିତ ହୋଇଯାଇଛି। ଚଳିତ ବର୍ଷ ପେଣ୍ଟାଗନ ଅଞ୍ଚଳରେ ଆୟୋଜିତ ହୋଇଥିବା ଇନ୍ଭେଷ୍ଟିଚର ସେରିମନି ଏକ ବଡ ସଫଳତା ଥିଲା,ଯେଉଁଠାରେ ଛାତ୍ରୀଛାତ୍ରଙ୍କୁ ନେତୃତ୍ୱ ଭୂମିକା ଓ ଦାୟିତ୍ୱ…
ନିଜର ଘରୋଇ ସମସ୍ୟାକୁ ଭାରତ ଉପରେ ଲଦୁଛି ଚାଇନା, ଜାଣନ୍ତୁ କିପରି
ନୂଆଦିଲ୍ଲୀ,୧ା୮: ଚାଇନା ବର୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି। ଚାଇନା ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଜିନିଷର ଅତ୍ୟଧିକ ଉତ୍ପାଦନ କରୁଛି। ତେବେ ଚାହିଦା ହ୍ରାସ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ସଙ୍କଟ ଯୋଗୁଁ ଏହା ଅତ୍ୟଧିକ…
ଅଗଷ୍ଟ ଆରମ୍ଭରୁ ଶେୟାର ବଜାରରେ ନୂଆ ରେକର୍ଡ; ସର୍ବକାଳୀନ ଉଚ୍ଚରେ ସେନସେକ୍ସ, ନିଫ୍ଟି
ନୂଆଦିଲ୍ଲୀ,୧।୮: ଘରୋଇ ଶେୟାର ବଜାରରେ ଅଗଷ୍ଟ ମାସର ପ୍ରଥମ ଦିନରୁ ଉତ୍ସାହ ଦେଖିବାକୁ ମିଳିଛି। ପ୍ରମୁଖ ଘରୋଇ ସୂଚକାଙ୍କ ମଧ୍ୟରୁ ନିଫ୍ଟି ୫୦ ଆଜି ପ୍ରାରମ୍ଭିକ କାରବାରରେ ୨୫ ହଜାର ମାର୍କ ଅତିକ୍ରମ କରିଛି। ଏହିପରି, ବଜାରରେ ଏକ ନୂତନ ଇତିହାସ…
ଶସ୍ତା ହେବ ଜୀବନ ବୀମା, ଚିଠି ଲେଖିଲେ ଗଡକରୀ, ହୋଇପାରେ ବଡ଼ ଘୋଷଣା
ନୂଆଦିଲ୍ଲୀ,୩୧।୭:ଶସ୍ତା ହେବ ଜୀବନ ବୀମା। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ଯଦି ଗଡକରୀଙ୍କ ଚିଠିକୁ ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ଜୀବନ ଏବଂ ଚିକିତ୍ସା ବୀମା ପ୍ରିମିୟମ…
‘ଦେଶରେ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ’
ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା): ବର୍ତ୍ତମାନ ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ…
ବଜେଟରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଆବଣ୍ଟନ ରାଶି ବୃଦ୍ଧି:ସର୍ବାନନ୍ଦ
ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ବନ୍ଦର,ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଙ୍ଗଳବାର ସିଲୋଙ୍ଗ ଅଞ୍ଚଳର ବ୍ୟବସାୟ ସମୁଦାୟର ଲିଡର, ଯୁବପିଢ଼ି ଓ ମହିଳାମାନଙ୍କ ସହ କେନ୍ଦ୍ରୀୟ ବଜେଟ ୨୦୨୪ ଉପରେ ଆୟୋଜିତ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା କେନ୍ଦ୍ରୀୟ…
ଅଙ୍କୁରାରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍ ମାଷ୍ଟରକ୍ଲାସ୍
ଭୁବନେଶ୍ୱର,୩୧।୭: ଦେଶର ପ୍ରମୁଖ ଘରୋଇ ମେଡିକାଲ ଚେନ୍ (ଓମେନ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ) ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍ ଏବଂ ଭାରତୀୟ ଏଣ୍ଡୋମେଟ୍ରିଓସିସ୍ ଫାଉଣ୍ଡେଶନର ମିଳିତ ସହଯୋଗରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍ ମାଷ୍ଟରକ୍ଲାସ୍ ଆୟୋଜିତ ହୋଇଯାଇଛି। ଏପରିକି ଏହି ସମସ୍ୟା ପାଇଁ…
ଫ୍ଲିପ୍କାର୍ଟ ପେ’ର ଶୁଭାରମ୍ଭ
ନୂଆଦିଲ୍ଲୀ,୩୧।୭: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍ ଫ୍ଲିପ୍କାର୍ଟ ର ନୂତନ ଅଭିଯାନ ‘ଫ୍ଲିପ୍କାର୍ଟ ପେ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ପାର୍ବଣ ଋତୁ ପୂର୍ବରୁ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ପେ ଅଧୀନ ଆପ୍ ଜରିଆରେ ବ୍ରାଣ୍ଡ୍ର ସମସ୍ତ…
Archives


