ବାଣିଜ୍ୟ

ମେସର୍ସ ଉତ୍କଳ ଅଟୋମୋବାଇଲ୍‌ସର ବାର୍ଷିକ ଉତ୍ସବ

ଫୁଲନଖରା,୨୬ା୮ (ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ବର ପାହାଳସ୍ଥିତ ମହିନ୍ଦ୍ରା ୱାର୍କଶପ୍‌ରେ ମେସର୍ସ ଉତ୍କଳ ଅଟୋ ମୋବାଇଲ୍‌ସର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଉତ୍କଳ ଅଟୋ ମୋବାଇଲସ୍‌ର ନିର୍ଦ୍ଦେଶକ ସୌନକ ଆର. ପାରିଖ୍‌, ନିର୍ଦ୍ଦେଶିକା ସୁଦୀପ୍ତା ପାରିଖ୍‌ ଓ ଆର୍‌ଏସ୍‌ଏମ୍‌…

ଆରୋହଣ ଜରିଆରେ ନେଟ୍‌ୱର୍କ ବିସ୍ତାର

ନୂଆଦିଲ୍ଲୀ,୨୬।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ମ୍ୟାକ୍ସ ଲାଇଫ୍‌ର ନୂତନ ଅଭିଯାନ ବା ପଦକ୍ଷେପ ‘ଆରୋହଣ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ଜରିଆରେ କମ୍ପାନୀ ପୂର୍ବ ଭାରତର ଟିୟର ୩ ଓ ୪…

ଏକ୍ସପ୍ଲାନେଡ୍‌ ମଲ୍‌ରେ ‘କେ ସେ କୁଲ୍‌ଚା’ଆଉଟଲେଟ୍‌

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଉତ୍ତର ଭାରତର ଲୋକପ୍ରିୟ ଫୁଡ୍‌ ପ୍ଲାଟଫର୍ମ ‘କେ ସେ କୁଲ୍‌ଚା’ର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ନେକ୍ସସ୍‌ ଏକ୍ସପ୍ଲାନେଡ୍‌ ମଲରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ…

୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ ପୁରସ୍କୃତ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ପୂର୍ବାଞ୍ଚଳ ଶାଖା ପକ୍ଷରୁ କୋଲକାତାଠାରେ ଆୟୋଜିତ ୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ ପୁରସ୍କୃତ ହୋଇଛି। ଏପରିକି କମ୍ପାନୀର ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍‌ ଡିଭିଜନ (ଏଫ୍‌ଏଏମ୍‌ଡି) କୁ ତିନୋଟି ପୁରସ୍କାର…

ଅନିଲ ଏନ୍‌ଟିପିସିର ଏଚ୍‌ଆର୍‌ ଡାଇରେକ୍ଟର

କଣିହାଁ,୨୬।୮: (ସଚ୍ଚିଦାନନ୍ଦ ପ୍ରଧାନ): ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ବା ଏଚ୍‌ଆର୍‌ ଡାଇରେକ୍ଟର ଭାବେ ଅନିଲ କୁମାର ଜଦ୍‌ଲି ନିକଟରେ ଯୋଗ (ଦାୟିତ୍ୱ ଗ୍ରହଣ) ଦେଇଛନ୍ତି। ଏହା ପୂର୍ବରୁ ସେ କମ୍ପାନୀର…

ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ,୨୬।୮ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ଦୁଇଟି ନୂତନ ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଞ୍ଚୟ ଖାତା ‘ଅବ୍‌ନି’ର ଶୁଭାରମ୍ଭ କରାଯାଇଥିବା ବେଳେ…

ଅଭିବୃଦ୍ଧି କରାଇବ ବାଣିଜି୍ୟକ କାରବାର

ଭୁବନେଶ୍ୱର,୨୬।୮(ଅନୁରାଧା ମହାରଣା) ଏକ ବ୍ୟାପକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଭାରତ ଏବଂ ଅଷ୍ଟ୍ରେଲିଆର ଅଧିକାରୀମାନେ ନଭେମ୍ବରରେ ଆଲୋଚନା କରିବାର ସମ୍ଭାବନା ରହିଛି। ବାଣିଜ୍ୟ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛିି। ୨୦୨୨ ଡିସେମ୍ବରରେ ଦୁଇ ଦେଶ ମଧ୍ୟରେ ମଧ୍ୟବର୍ତ୍ତୀ ବାଣିଜ୍ୟ…

ସମର୍ଥ ଅଭିଯାନ ମାଧ୍ୟମରେ ସଶକ୍ତ ପ୍ରୟାସ

ନୂଆଦିଲ୍ଲୀ,୨୫।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇ-କମର୍ସ ମାର୍କେଟପ୍ଲେସ୍‌ ଫ୍ଲିପ୍‌କାର୍ଟ ତା’ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ସମର୍ଥ’କୁ ଉତ୍ସାହର ସହ ପାଳନ କରିଛି। କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର କାରିଗର, ବୁଣାକାର, ଏସ୍‌ଏଚ୍‌ଜି ମହିଳା…

ଦେଶରେ ଆରମ୍ଭ ହେବ ୬ଜି ସେବା

ଭୁବନେଶ୍ୱର,୨୫।୮(ଅନୁରାଧା ମହାରଣା): ଦେଶରେ ୫ଜି ପରେ ୬ଜି ସେବା ପାଇଁ କେନ୍ଦ୍ର ଟେଲିକମ୍‌ ମନ୍ତ୍ରଣାଳୟ ପ୍ରସ୍ତୁତ ହେଉଛି। ଶନିବାର ଏଭଳି ଏକ ଖବର ସାମ୍‌ନାକୁ ଆସିଛି। ଭାରତୀୟ ଟେଲିକମ୍‌ କମ୍ପାନୀଗୁଡ଼ିକ ସମସ୍ତ ୬ଜି ପେଟେଣ୍ଟରେ ୧୦ ପ୍ରତିଶତ ଅଂଶଧନ ହାସଲ କରିବାକୁ…

ଆଦାନୀ ପରିବାର ଗୋଟିଏ ଦିନରେ ରୋଜଗାର କଲେ ଏତିକି ଟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୮: ଆଦାନୀ ଗ୍ରୁପ୍‌ର ମାଲିକ ଥିବା ଆଦାନୀ ପରିବାର ଶୁକ୍ରବାର ୪,୨୫୧ କୋଟି ଟଙ୍କା ରୋଜଗାର କରିଛନ୍ତି। ସେ ଅମ୍ବୁଜା ସିମେଣ୍ଟର ଶେୟାର ବିକ୍ରି କରି ଏହି ଟଙ୍କା ପାଇଥିଲେ। ବର୍ତ୍ତମାନ ଏହି ଅର୍ଥର ନିବେଶ ଆଦାନୀ ଫ୍ୟାମିଲି ଗ୍ରୁପ୍‌ର ବିଭିନ୍ନ…

ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ…

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଚେତନତା ଶିବିର

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ପ୍ରୋତ୍ସାହନ ଦେବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ତଥା ଏହି ଯୋଜନାର ପ୍ରଚାର ପାଇଁ ୟୁକୋ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri