ବାଣିଜ୍ୟ

ଆଜି ସରିବ ‘ହାଟ୍‌’ ଫ୍ୟାଶନ ଆଣ୍ଡ ଲାଇଫ୍‌ ଷ୍ଟାଇଲ ପ୍ରଦର୍ଶନୀ

ଭୁବନେଶ୍ୱର,୧୦।୮ (ଅନୁରାଧା ମହାରଣା): ପ୍ରତିବର୍ଷ ଭଳି ବର୍ଷ ଚଳିତ ବର୍ଷ ମଧ୍ୟ ଫ୍ୟାଶନ ଆଣ୍ଡ ଲାଇଫ୍‌ ଷ୍ଟାଇଲ ଏକ୍‌ଜିବିଶନ(ପ୍ରଦର୍ଶନୀ) ‘ହାଟ୍‌’ ଶୁକ୍ରବାର ଭୁବନେଶ୍ୱରର ଜୟଦେବବିହାର ନିକଟସ୍ଥ ହୋଟେଲ ପାଲ ହାଇଟ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ୨ଦିନିଆ ପ୍ରଦର୍ଶନୀ ୨୦୨୪ ଅଗଷ୍ଟ ୯…

ମିଲ୍କ ମନ୍ତ୍ରା ପରିଦର୍ଶନ କଲେ ଆମେରିକା କନ୍‌ସଲ୍‌ ଜେନେରାଲ

ଭୁବନେଶ୍ୱର, ୯।୮: ରାଜ୍ୟର ପ୍ରମୁଖ ଘରୋଇ କମ୍ପାନୀ ତଥା ମିଲ୍କ ବ୍ରାଣ୍ଡ୍‌ ‘ମିଲ୍କ ମନ୍ତ୍ରା’ର ମୁଖ୍ୟାଳୟକୁ ଆମେରିକା କନ୍‌ସଲ୍‌ ଜେନେରାଲ ଜେନିଫର୍‌ ଲାର୍ସନ ତାଙ୍କ ଟିମ୍‌ ଗୁରୁବାର ପରିଦର୍ଶନ କରିଛନ୍ତି। ଏପରିକି ସେ ଏହାର ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏବଂ ସହପ୍ରତିଷ୍ଠାତା ରଶିମା…

‘ଏକ ଷ୍ଟେଶନ ଏକ ଉପତ୍ାଦ’ ଜରିଆରେ ଆର୍ଥିକ ଅଭିବୃଦ୍ଧି

ଭୁବନେଶ୍ୱର, ୯।୮: ଭାରତୀୟ ରେଳପଥର ବହୁ ପ୍ରତୀକ୍ଷିତ ‘ଏକ ଷ୍ଟେଶନ ଏକ ଉପତ୍ାଦ’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଥିବା ଆକର୍ଷଣୀୟ ଷ୍ଟଲ୍‌ଗୁଡିକ ପ୍ରତିଦିନ ଭଲ ରୋଜାଗାର କରୁଛନ୍ତି। ଏପରିକି ଉଭୟ ଖୋର୍ଦ୍ଧା ରୋଡ୍‌ ଓ ଭୁବନେଶ୍ୱର ରେଳ ଷ୍ଟେଶନଠାରେ ପ୍ରତିଦିନ ୪୦୦୦ରୁ ୬୦୦୦ଟଙ୍କା…

ଜିଓ ଭାରତ ୪ଜି ଜରିଆରେ ବୈପ୍ଳବିକ ପରିବର୍ତ୍ତନ

ମୁମ୍ବାଇ,୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ (ଜିଓ)ର ବହୁ ପ୍ରତୀକ୍ଷିତ କିପ୍ୟାଡ୍‌ ସ୍ମାର୍ଟଫୋନ୍‌ ଜିଓ ଭାରତ ୪ଜି ଘରୋଇ ବଜାରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟ-୨୦୨୪ ରେ…

ଚେକ୍‌ କ୍ଲିଅରାନ୍ସ ପାଇଁ ଲାଗିବନି ୨ଦିନ

ଭୁବନେଶ୍ୱର,୯।୮ (ଅନୁରାଧା ମହାରଣା): ଚେକ୍‌ କ୍ଲିଅରାନ୍ସ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବଡ଼ ନିଷ୍ପତ୍ତି ନେଇଛି। ଏଣିକି ମାତ୍ର କିଛି ଘଣ୍ଟା ମଧ୍ୟରେ ଚେକ୍‌ କ୍ଲିଅର ହୋଇପାରିବ। ଚେକ୍‌ କ୍ଲିଅରାନ୍ସ ସମୟକୁ କିଛି ଘଣ୍ଟାକୁ ହ୍ରାସ କରିବା ଏବଂ ଏହା…

ମୁକେଶ ଅମ୍ବାନୀଙ୍କ ନୂଆ ରେକର୍ଡ; ସରକାରଙ୍କୁ ଦେଲେ ୧.୮୬ ଲକ୍ଷ କୋଟି ଟଙ୍କା ଟ୍ୟାକ୍ସ

ନୂଆଦିଲ୍ଲୀ, ୮ା୮: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଉ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛି। କମ୍ପାନୀ କର୍ପୋରେଟ୍ ଆୟକର ଆକାରରେ ସରକାରୀ ରାଜକୋଷକୁ ୧.୮୬ ଲକ୍ଷ କୋଟି ଟଙ୍କା ଯୋଗଦାନ ଦେଇଛି, ଯାହା…

ଥରକେ ଏତିକି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ୟୁପିଆଇ ପେମେଣ୍ଟ

ମୁମ୍ବାଇ, ୮ା୮: ୟୁପିଆଇ ମାଧ୍ୟମରେ ଏଣିକି ଗୋଟିଏ ଥରରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଯାଏ ଥିଲା ବେଳେ ଏଥିରେ ବୃଦ୍ଧି କାରାଯାଇଛି। ଏନେଇ ଗୁରୁବାର ଆରବିଆଇର ମୁଦ୍ରା ନୀତି…

ରେପୋ ରେଟ୍ ସମ୍ପର୍କରେ ବଡ଼ ଘୋଷଣା କଲା ଆରବିଆଇ… ଜାଣନ୍ତୁ ଜାଣନ୍ତୁ ଆପଣଙ୍କ EMI ବଢ଼ିଲା କି କମିଲା

ମୁମ୍ବାଇ, ୮ା୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ…

ବଜାରରେ ଏଲ୍‌ଆଇସିର ନୂତନ ଉତ୍ପାଦ

ମୁମ୍ବାଇ,୭।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି ଇଣ୍ଡିଆ)ର ନୂତନ ଉତ୍ପାଦ ରେଞ୍ଜ ଯଥା ଏଲ୍‌ଆଇସି ୟୁବା ଟର୍ମ (ପ୍ଲାନ୍‌ ୮୭୫)/ ଡିଜି ଟର୍ମ (ପ୍ଲାନ ୮୭୬) ଏବଂ ଏଲ୍‌ଆଇସି ଯୁବା କ୍ରେଡିଟ…

ଡ. ସାରଦା ୟୁକୋ ବ୍ୟାଙ୍କ ବୋର୍ଡର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୭।୮: ଭାରତ ସରକାର ୨୦୨୪ ଅଗଷ୍ଟ ୫ ରେ ପ୍ରକାଶିତ ଗାଜେଟ ଅଫ୍‌ ଇଣ୍ଡିଆ ଅନୁସାରେ ଡ. ସାରଦା ପ୍ରସନ୍ନ ମହାନ୍ତିଙ୍କୁ ୟୁକୋ ବ୍ୟାଙ୍କ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି। ବର୍ତ୍ତମାନ ଡ. ସାରଦା ଓଡ଼ିଶା ରାଜ୍ୟ ପାଇଁ ଭାରତୀୟ…

ଓଡ଼ିଶାରେ ଗାଡ଼ି ବିକ୍ରି ୨୧.୮୫% ବୃଦ୍ଧି

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ଓଡ଼ିଶାରେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାନବାହନ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ଯାନବାହନ କ୍ରୟରେ ୨୧.୮୫% ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri