ଆଇଜିକେସିରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ
ଭୁବନେଶ୍ୱର,୬।୮: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଜିକେସି ମଲଟିସ୍ପେଶାଲିଟି ହସ୍ପିଟାଲ ପରିସରରେ ଜାତୀୟ ବୋନ୍ ଆଣ୍ଡ୍ ଜଏଣ୍ଟ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଅସ୍ଥିଶଲ୍ୟ ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ...
ସହାୟତାର ହାତ ବଢ଼ାଇଲା ଏଲ୍ଆଇସି
ନୂଆଦିଲ୍ଲୀ,୬।୮: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି)ର ଏମ୍ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କେରଳର ଓ୍ବାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଶେଷ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ଏହି...
ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ
ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ବା ଆର୍ଆଇଏଲ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ମାନ୍ୟତା ଦିଆଯାଇଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ରେଟିଂ ଏଜେନ୍ସି ତଥା ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ତାଲିକାରେ ଆର୍ଆଇଏଲ ଆଉ ୨ଟି ସ୍ଥାନ ଉପରକୁ ଉଠି...
ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି
ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି ।...
ଆଜି ସରିବ ନ୍ୟୁ ରାଜସ୍ଥାନ କଟନ୍ ଫାବ୍
ଭୁବନେଶ୍ୱର,୬।୮: ଦୀର୍ଘ ୬୬ ଦିନର ସଫଳ କାରବାର ଓ ଉତ୍ସାହଜନକ ଭିଡ ପରେ ମଧ୍ୟ ନ୍ୟୁ ରାଜସ୍ଥାନ କଟନ ଫାବ ପ୍ରଦର୍ଶନୀ ଆଜି (ମଙ୍ଗଳବାର) ଶେଷ ହେବାକୁ ଯାଉଛି ବୋଲି ମେଳାର ଆୟୋଜକ ହରିୟାଣାର କାମଧେନୁ ଖଦୀ ଉଲ ପାନିପଥ...
ଦିନକରେ ନିବେଶକ ହରାଇଲେ ୧୫ଲକ୍ଷ କୋଟି
ମୁମ୍ବାଇ,୬ା୮:ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ଏବଂ ଦରବୃଦ୍ଧି ଯୋଗୁ ଭାରତୀୟ ଷ୍ଟକ୍ ମାକେର୍ଟରେ ସୋମବାର ଏକ ବଡ଼ଧରଣର ହ୍ରାସ ଘଟିଛି। ଏପରିକି ଘରୋଇ ଶେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ ୧୫ ଲକ୍ଷ କୋଟିରୁ...
ଶେୟାର ବଜାରରେ ହାହାକାର: ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୫।୮: ଭାରତୀୟ ଶେୟାର ବଜାରରେ ସୋମବାର ହାହାକାର ଦେଖାଯାଇଛି। ସପ୍ତାହର ପ୍ରଥମ କାରବାର ଦିନରେ ସେନସେକ୍ସ ୧,୬୦୦ ପଏଣ୍ଟରୁ ଖସି ଆସିଛି। ଅନ୍ୟ ପଟେ, ନିଫ୍ଟି ଦୁର୍ବଳ ହୋଇ ୨୪୨୦୦ ତଳେ ପହଞ୍ଚିଥିଲା। ପରିସ୍ଥିତି ଏପରି ହୋଇଛି ଯେ,ନିବେଶକ ଗୋଟିଏ...
ଆଉ ମାତ୍ର କିଛି ବର୍ଷ ରାଜ କରିବେ ଗୌତମ ଆଦାନୀ, ଜାଣନ୍ତୁ କିଏ ସମ୍ଭାଳିବ ତାଙ୍କ କମ୍ପାନୀ
ନୂଆଦିଲ୍ଲୀ,୫।୮: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସେ ଆଉ ୮ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦରେ ରହିବେ ଏବଂ ଏହା ପରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ...
ଗ୍ରାମାଞ୍ଚଳରେ ଜିଓର ଡିଜିଟାଲ୍ କ୍ରାନ୍ତି
ମୁମ୍ବାଇ, ୫।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓ ବ୍ରାଣ୍ଡ୍ର ଡିଜିଟାଲ୍ କ୍ରାନ୍ତି ଆଣିଛି। ଏପରିକି ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଞ୍ଚଳରେ ଡିଜିଟାଲ୍ କ୍ରାନ୍ତି ସ୍ବରୂପ ରିଲାଏନ୍ସ ଜିଓ...
ବଜାରରେ ନିକନର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୫।୮: ନିକନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ନିକନ)ର ନୂତନ ଉତ୍ପାଦ ‘ଜେଡ ୬ଆଇଆଇଆଇ’ର ଅନାବରଣ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏପରି କି ନିକନର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ନୂତନ...
ଜେଏସ୍ପିକୁ ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର୍ ଆଓ୍ବାର୍ଡ
ଭୁବନେଶ୍ୱର, ୫।୮: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ତଥା ଅଗ୍ରଣୀ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି) କୁ ନିକଟରେ ଆଉ ଏକ ଜାତୀୟସ୍ତରର ପୁରସ୍କାର ପ୍ରଦାନ କରାଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ/ଉତ୍ତରଦାୟିତ୍ୱ (ସିଏସ୍ଆର୍)...
ଏସ୍ବିଆଇ ତ୍ରୈମାସିକରେ ଲାଭ କଲା ୧୭ହଜାର କୋଟି
ଭୁବନେଶ୍ୱର,୪।୮(ଅନୁରାଧା ମହାରଣା): ଷ୍ଟେଟ ବ୍ୟାଙ୍କ ଅ୍ଫ ଇଣ୍ଡିଆ (ଏସ୍ବିଆଇ)ର ନେଟ୍ ଲାଭ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ତ୍ରୈମାସିକ ପାଇଁ ପ୍ରାୟ ୧୭,୦୩୫ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ବ୍ୟାଙ୍କର ନେଟ୍ ଲାଭ ୧୬,୮୮୪...
Archives


