ବାଣିଜ୍ୟ

Maha Kumbh 2025: ୪୫ଦିନ, ୬୫କୋଟି ଶ୍ରଦ୍ଧାଳୁ, ୩ଲକ୍ଷ କୋଟି ରାଜସ୍ବ ଆୟ

ନୂଆଦିଲ୍ଲୀ,୨୬।୨:ଐତିହାସିକ ମହାକୁମ୍ଭ 2025 ଆଜି ଶେଷ ହେବାକୁ ଯାଉଛି । ଆଜି ମହାଶିବରାତ୍ରିରେ ଏହାର ଅନ୍ତିମ “ସ୍ନାନ” (ପବିତ୍ର ବୁଡ଼)। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୪୫ ଦିନ ଧରି ଚାଲିଛି। ଯେଉଁଥିରେ ୬୫ କୋଟିରୁ ଅଧିକ…

Googleର ବଡ଼ ନିଷ୍ପତ୍ତି! Gmailରେ ଲଗ୍‌ଇନ୍‌ ଲାଗି ଆସିବ QR-Code ବ୍ୟବସ୍ଥା, SMS ଜରିଆରେ ଭେରିଫିକେଶନ୍‌ ବନ୍ଦ

ନୂଆଦିଲ୍ଲୀ,୨୬।୨: ଗୁଗୁଲ୍‌ ଏହାର ଇମେଲ୍‌ ସେବା Gmailକୁ ଅଧିକ ସୁରକ୍ଷିତ କରିବା ଲାଗି ଲଗାତାର ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ କମ୍ପାନୀ Text Based password ବଦଳରେ ଏକ ନୂଆ ଭେରିଫିକେଶନ ସିଷ୍ଟମ ଆଣିପାରେ। Google ଏବେ ଜିମେଲ୍‌ରେ QR…

ବେଦାନ୍ତ ପକ୍ଷରୁ ଜେଡିଏଏକୁ ଆର୍ଥିକ ସହାୟତା

ଭୁବନେଶ୍ୱର,୨୬।୨: ଝାରସୁଗୁଡ଼ା ଜିଲା ଆଥ୍‌ଲେଟିକ୍‌ ଆସୋସିଏସନ (ଜେଡିଏଏ) କୁ ବେଦାନ୍ତ ଆଲୁମିନିୟମ ଆର୍ଥିକ ସହାୟତା ପ୍ରଦାନ କରିଛି। ଏପରିକି ଜେଡିଏଏର ଏକ ଆଧୁନିକ ପ୍ରଶାସନିକ ବିଲ୍‌ଡିଂ ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ବିଶେଷକରି ସମ୍ପୃକ୍ତ…

ଓଡ଼ିଶାରେ ମାଲାବାରର ବ୍ୟବସାୟ ସମ୍ପ୍ରସାରଣ

ଭୁବନେଶ୍ୱର,୨୬।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ (ମାଲାବାର)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଚଳିତ ମାସରେ ଆଉ ୨ଟି ନୂଆ ଶୋ’ରୁମ୍‌ ସହ ବ୍ୟବସାୟ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା…

ଟିକସ ବଞ୍ଚାଇବା ସହ ହେବ ମୋଟା ଅଙ୍କର ରୋଜଗାର, Post Officeର ଏହି ୫ ଯୋଜନାରେ କରନ୍ତୁ ନିବେଶ…

ନୂଆଦିଲ୍ଲୀ,୨୫।୨: ୨୦୨୪-୨୦୨୫ ଆର୍ଥିକ ବର୍ଷ ଏବେ ଶେଷ ହେବାକୁ ଯାଉଛି। ଏହାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏପରି ପରିସ୍ଥିତିରେ ଅନେକ ଲୋକ ଟିକସ ସଞ୍ଚୟ କରିବା ପାଇଁ ବିଭିନ୍ନ ନିବେଶ ବିକଳ୍ପ ଖୋଜୁଛନ୍ତି, ଯାହା କେବଳ ତାଙ୍କର…

EPFO UPI withdrawal: ଏଣିକି UPI ଦ୍ୱାରା ଉଠାଇପାରିବେ PF ଟଙ୍କା! EPFO ଆଣୁଛି ନୂଆ ସୁବିଧା

ନୂଆଦିଲ୍ଲୀ,୨୫।୨: EPFO (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ) ଖୁବ ଶୀଘ୍ର ଏହାର ଗ୍ରାହକମାନଙ୍କ ପାଇଁ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ କରିବାକୁ ଯାଉଛି। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଏହି ନୂତନ ବୈଶିଷ୍ଟ୍ୟ PhonePe, Google Pay,…

Gold Price: ଆମେରିକାର ବାଣିଜ୍ୟ ଯୁଦ୍ଧ ସୁନାକୁ କରିଦେଲା ମହଙ୍ଗା, ୧୦ ଗ୍ରାମ କିଣିବା ପାଇଁ ଏବେ ଦେବାକୁ ପଡ଼ିବ ଏତେ…

ନୂଆଦିଲ୍ଲୀ,୨୫।୨: ଗତ କିଛି ମାସ ଧରି ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। କିଛି ମାସ ପୂର୍ବେ ଯେଉଁ ସୁନା ପ୍ରତି ୧୦ ଗ୍ରାମ ୬୩ ରୁ ୬୫ ହଜାର ଟଙ୍କାରେ ମିଳୁଥିଲା, ଏବେ ଭାରତୀୟ କ୍ରେତାମାନଙ୍କୁ ଏହାକୁ କିଣିବା…

ଆପଣଙ୍କ ନାଁରେ ନକଲି ସିମ୍‌ କାର୍ଡ ଥିଲେ ତୁରନ୍ତ କରନ୍ତୁ ଏହି କାମ, କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ସତର୍କ କଲା DoT

ନୂଆଦିଲ୍ଲୀ,୨୫।୨: ଦୂରସଂଚାର ବିଭାଗ (DoT) କୋଟି କୋଟି ମୋବାଇଲ ବ୍ୟବହାରକାରୀଙ୍କୁ ସତର୍କ କରିଛି। DoT କହିଛି ଯେ ସାଇବର ଅପରାଧୀମାନେ ଆପଣଙ୍କ ନାମରେ ନକଲି ସିମ୍‌ କାର୍ଡ ଜାରି କରିପାରନ୍ତି। ନକଲି ଡକ୍ୟୁମେଣ୍ଟ ଆଧାରରେ ଜାରି କରାଯାଇଥିବା ସିମ୍‌ କାର୍ଡଗୁଡ଼ିକୁ ସାଇବର…

Sim Card ବିକ୍ରି କରିବାକୁ ହେଲେ କରିବାକୁ ପଡ଼ିବ ଏହି କାମ, ନଚେତ୍‌ ଦେବାକୁ ପଡ଼ିବ ମୋଟାଅଙ୍କର ଜରିମାନା

ନୂଆଦିଲ୍ଲୀ,୨୪।୨: ଦେଶରେ ସିମ କାର୍ଡ ବିକ୍ରି କରିବାର ନିୟମ ୧ ଏପ୍ରିଲରୁ ପରିବର୍ତ୍ତନ ହେବାକୁ ଯାଉଛି। ୧ ଏପ୍ରିଲ ପରେ ଅଣପଞ୍ଜିକୃତ ଡିଲରମାନେ ସିମ କାର୍ଡ ବିକ୍ରି କରିପାରିବେ ନାହିଁ। ଯଦି ସେମାନେ ଏପରି କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କୁ କଳାତାଲିକାଭୁକ୍ତ…

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ନୂଆଦିଲ୍ଲୀ,୨୪।୨: ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସଫ୍ଟୱେର୍ ଆଣ୍ଡ୍ ସର୍ଭିସ୍ କମ୍ପାନୀଜ୍ (ନାସକମ୍) ଦ୍ୱାରା ଫେବୃଆରୀ ୨୪ ତାରିଖରେ ପ୍ରକାଶିତ ବାର୍ଷିକ ରଣନୀତିକ ସମୀକ୍ଷା ରିପୋର୍ଟ ଅନୁଯାୟୀ, ଟେକ୍ ଶିଳ୍ପ ୨୦୨୪-୨୫ ଆର୍ଥିକ ବର୍ଷରେ କର୍ମଚାରୀ ସଂଖ୍ୟା ବୃଦ୍ଧିକୁ ଦ୍ୱିଗୁଣିତ କରି ୧.୨୫…

ଏହି ଦେଶରେ ସବୁଠାରୁ ଅଧିକ ଥର ହୋଇଛି ଇଣ୍ଟରନେଟ ବନ୍ଦ, ଦ୍ୱିତୀୟ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ,୨୪।୨: ଗତ ବର୍ଷ, ୨୦୧୮ ପରେ ପ୍ରଥମ ଥର ପାଇଁ ଭାରତ ଇଣ୍ଟରନେଟ ବନ୍ଦ କ୍ଷେତ୍ରରେ ସବୁଠାରୁ ଆଗରେ ନାହିଁ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୪ରେ ମିଆଁମାରରେ ସବୁଠାରୁ ଅଧିକ ଇଣ୍ଟରନେଟ ଶଟଡାଉନ୍‌ ହୋଇଛି। ଏଠାରେ ୮୫ ଥର ଇଣ୍ଟରନେଟ…

EPFOକୁ ନେଇ ବଡ଼ ଖବର: UAN, ଆଧାର ଲିଙ୍କ କରିବାର ତାରିଖ ବଢିଲା, ଏବେ ଏହି ତାରିଖ ଯାଏ….

ନୂଆଦିଲ୍ଲୀ,୨୪।୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ନିଯୁକ୍ତି-ସଂଯୋଜିତ ପ୍ରୋତ୍ସାହନ (ELI) ଯୋଜନା ଅଧୀନରେ ଲାଭ ପାଇବା ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ କରିବା ଏବଂ ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?