ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା
ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର ଶେୟାର ଗୁଡ଼ିକରେ ବ୍ୟାପକ ହ୍ରାସ ପାଇଛି। ଫଳରେ ନିବେଶକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି…
ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା
ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି ପରେ ସରକାର ଏବଂ RBI ମିଳିତ ଭାବରେ ବିମୁଦ୍ରାକରଣ 2.0 ପାଇଁ ପ୍ରସ୍ତୁତି କରୁଛନ୍ତି…
ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା
ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଡିଜିଟାଲ ମୁଦ୍ରା ମାଧ୍ୟମରେ କାରବାର କରିବା ପାଇଁ RBI ଏକ…
ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର
ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬ ଅନୁଯାୟୀ, ବିଶ୍ୱର ୧୫୪ଟି ଦେଶ ମଧ୍ୟରେ ଭାରତ ୧୬ତମ ସ୍ଥାନ ଅଧିକାର କରିଛି। ଏହି…
IMF ଦେଲା ଉତ୍ସାହଜନକ ଖବର: ୨୦୨୬ ଆର୍ଥିକ ବର୍ଷ ପାଇଁ ବଢ଼ାଇଲା ଅଭିବୃଦ୍ଧି ପୂର୍ବାନୁମାନ
ନୂଆଦିଲ୍ଲୀ,୧୯।୧: ବିଶ୍ୱରେ ଲାଗି ରହିଥିବା ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ ଅଭିବୃଦ୍ଧି ଜାରି ରହିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୦.୭ ପ୍ରତିଶତ ବୃଦ୍ଧି କରି ୭.୩% କୁ ବଢ଼ାଇଛି।…
ଖୁସି ଖବର! ଆବଶ୍ୟକ ବେଳେ ଆକାଉଣ୍ଟକୁ ଆସିଯିବ ଟଙ୍କା, ୧ ଏପ୍ରିଲରୁ EPFO…
ନୂଆଦିଲ୍ଲୀ,୧୯।୧: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସଦସ୍ୟମାନଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ, ୨୦୨୬ ଠାରୁ, EPFO ସଦସ୍ୟମାନେ UPI ପେମେଣ୍ଟ ଗେଟୱେ ମାଧ୍ୟମରେ ସେମାନଙ୍କର PF ପାଣ୍ଠି ଉଠାଇପାରିବେ ଏବଂ ଏହି ରାଶି…
Gold-Silver Price:ରେକର୍ଡ ଭାଙ୍ଗିଲା ସୁନା, ଚାନ୍ଦି ବି ୩ ଲକ୍ଷ ଉପରେ, କ’ଣ ରହିଛି ଗ୍ରୀନଲାଣ୍ଡ ସହ ସମ୍ପର୍କ? ଜାଣନ୍ତୁ
ନୂଆଦିଲ୍ଲୀ,୧୯।୧: ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ଉଭୟ ମୂଲ୍ୟବାନ ଧାତୁ ନିରନ୍ତର ନୂତନ ରେକର୍ଡ ସ୍ଥାପନ କରୁଛନ୍ତି। ସପ୍ତାହର ପ୍ରଥମ ବ୍ୟବସାୟ ଦିନ ସୋମବାର, ବଜାର ଖୋଲିବା…
Budget 2026 Expectations: ଏଥର ବଜେଟରେ ମହିଳା, ଯୁବପିଢ଼ି ଏବଂ ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଆଯିବ, ବଜେଟରୁ କ’ଣ ଆଶା ରହିଛି ଜାଣନ୍ତୁ
ନୂଆଦିଲ୍ଲୀ,୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ରବିବାର, ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ ହେବ। ଏହି ବଜେଟ ସମସ୍ତ କ୍ଷେତ୍ରରୁ ଉଚ୍ଚ ଆଶା ରଖିଛି, କାରଣ ଏହା ମୋଦି…
SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଅନଲାଇନ୍ ପେମେଣ୍ଟ ଉପରେ ଲାଗିବ ଚାର୍ଜ, ଜାଣନ୍ତୁ କେବେଠାରୁ ଲାଗୁ ହେବ
ମୁମ୍ବାଇ,୧୮ା୧: ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଏବେ ଅନଲାଇନ ପେମେଣ୍ଟ ସୁବିଧା ଦେଖିବାକୁ ମିଳୁଛି। ଦେଶରେ ଯେତେ ସଂଖ୍ୟକ ବ୍ୟାଙ୍କ ଉପଭୋକ୍ତା ରହିଛନ୍ତି ସେଠି ମଧ୍ୟରୁ ସିଂହଭାଗ ରହିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI) ର। ଏବେ ଏସବିଆଇ ନିଜର ଟ୍ରାଞ୍ଜାକ୍ସନ ଚାର୍ଜରେ…
କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ
ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ସୁବିଧା ପଛରେ ଲୁଚି ରହିଥିବା ‘ସୁଧାର ଚକ୍ରବ୍ୟୁହ’କୁ ନ ବୁଝିଲେ…
ଗ୍ୟାସ ଡିଲରଙ୍କ ମନମାନି? ଡେଲିଭରି ପାଇଁ ନେଉଛନ୍ତି ଅତିରିକ୍ତ ଟଙ୍କା? ଏଭଳି ଅଭିଯୋଗ କଲେ ଫସିବେ…
ନୂଆଦିଲ୍ଲୀ,୧୮।୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ ନିଜର ମନମାନି କରନ୍ତି। ଘରକୁ ସିଲିଣ୍ଡର ପହଞ୍ଚାଇବା ନାଁରେ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ…
BSNLର ଜବରଦସ୍ତ ପ୍ଲାନ, ୪୦୦ରୁ କମ୍ ଟଙ୍କାରେ ମିଳିବ…
ନୂଆଦିଲ୍ଲୀ,୧୮ା୧: ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ତାର ଗ୍ରାହକମାନଙ୍କୁ ଏକ ଖୁସି ଖବର ଦେଇଛି । BSNL X ରେ ତାର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହି ଅପଡେଟ୍ ଘୋଷଣା କରିଛି । ରାଷ୍ଟ୍ରାୟତ୍ତ ଟେଲିକମ୍ ସେବା…
Archives


