ବାଣିଜ୍ୟ

ନଭେମ୍ବର ମାସରେ ହ୍ରାସ ପାଇଲା ଦରଦାମ୍: ୬% ତଳକୁ ଖସିଲା ଖୁଚୁରା ମୁଦ୍ରାସ୍ଫିତି

ନୂଆଦିଲ୍ଲୀ,୧୨।୧୨: ନଭେମ୍ବର ମାସରେ ହ୍ରାସ ପାଇଲା ମୁଦ୍ରାସ୍ଫିତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ୬% ତଳେ ଦରଦାମ୍। ଗୁରୁବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫିତି ୫.୪୮% ରହିଛି। ଯାହା ଅକ୍ଟୋବର ମାସରେ…

ଜିଓର ନୂଆବର୍ଷ ଭେଟି, ପ୍ରତିଦିନ ହାଇସ୍ପିଡ୍‌ ୨.୫ଜିବି ଇଣ୍ଟନନେଟ୍‌ ମାତ୍ର ଏତିକି ଟଙ୍କାରେ…

ନୂଆଦିଲ୍ଲୀ,୧୨।୧୨: ଆଉ କିଛି ଦିନ ପରେ ଆସିବ ନୂଆବର୍ଷ । ଏତିପାଇଁ ଜିଓ ଆଣିଛି ଦମଦାର ଅଫର୍‌। ନିଜ କୋଟି କୋଟି ୟୁଜର୍ସଙ୍କୁ ଖୁସି ଖବର ଦେଇଛି ଜିଓ। ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ନୂଆ ହାପି ନ୍ୟୁ ଇୟର…

ଏଆଇଏସ୍‌ ଉଇଣ୍ଡୋଜର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୧୨।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଗ୍ଲାସ ନିର୍ମାତା ‘ଏଆଇଏସ୍‌ ଉଇଣ୍ଡୋଜ’ର ଏକ୍ସକ୍ଲୁସିଭ ଆଉଟଲେଟ ବୁଧବାର ଭୁବନେଶ୍ୱରର ପୁରୀ ବାଇପାସ ରୋଡର ଏସଆର ଭ୍ୟାଲିରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜର) ଭାରତ…

୧୯୨ ମେଗାୱାଟ୍‌ ଅକ୍ଷୟଶକ୍ତି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୨ା୧୨(ଅନୁରାଧା ମହାରଣା): ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ ୱିଣ୍ଡୋ କମିଟି (ଏସ୍‌ଡବ୍ଲ୍ୟୁସି) ବୈଠକରେ ୧୯୨.୪୧ ମେଗାୱାଟ୍‌ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୧୩୮୬.୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ…

ମୁଥୁଟ ଫାଇନାନ୍ସର ଅତ୍ୟାଧୁନିକ ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମୁଥୁଟ ଗ୍ରୁପର ପ୍ରମୁଖ କମ୍ପାନୀ ‘ମୁଥୁଟ ଫାଇନାନ୍ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ମୁଥୁଟ ସ୍ମାର୍ଟ ଅଙ୍ଗନଓ୍ବାଡି ସେଣ୍ଟର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ହରିୟାଣାର ରଓ୍ବୋରୀସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘଟାଲ…

ଇତିହାସ ରଚିଲେ ଏଲନ ମସ୍କ: ପ୍ରଥମ ବ୍ୟକ୍ତି ଭାବେ ୪୦୦ ବିଲିୟନ ଡଲାର ପାର କଲା ସମ୍ପତ୍ତି

ନୂଆଦିଲ୍ଲୀ,୧୧।୧୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି ବଢ଼ିବାରେ ଲାଗିଛି। ପ୍ରଥମ ବ୍ୟକ୍ତି ଭାବେ ଏଲନଙ୍କ ସମ୍ପତ୍ତି ୪୦୦ ବିଲିୟନ ଡଲାର ଅତିକ୍ରମ କରିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, କିଛି ସ୍ପେସ୍ ଏକ୍ସ ସେୟାର ବିକ୍ରି କରିବା…

ପହିଲାରୁ ନୂଆ କାର୍‌ ଦର

ନୂଆଦିଲ୍ଲୀ,୧୧।୧୨: ନୂଆ ବର୍ଷ ଆରମ୍ଭରୁ ନୂଆ ଦର ଲାଗୁହେବ ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଏସ୍‌ୟୁଭି ଏବଂ ସିଭି ମଡେଲଗୁଡ଼ିକ ଉପରେ ନୂଆ ଦର ୨୦୨୫ ଜାନୁଆରୀ ୧ରୁ ଲାଗୁହେବ।

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା, ବଢିଲା ଆଉ ଦୁଇଟା ଭତ୍ତା ଟଙ୍କା

ନୂଆଦିଲ୍ଲୀ,୧୧।୧୨: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା। କେନ୍ଦ୍ର ସରକାର ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) କୁ ୩% ବୃଦ୍ଧି କରିଥିଲେ। ଯାହା ୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସରକାର ଆଉ ଦୁଇଟି ଭତ୍ତା ବୃଦ୍ଧି କରିଛନ୍ତି।…

ସବୁ ନୋଟ୍‌ରେ ଥାଏ ଆରବିଆଇ ଗର୍ଭନରଙ୍କ ଦସ୍ତଖତ, କିନ୍ତୁ ଏଥିରେ ନ’ଥାଏ…

ନୂଆଦିଲ୍ଲୀ,୧୧।୧୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏପରି କୌଣସି ନୋଟ ଜାରି କରେ ନାହିଁ ଯେଉଁଥିରେ ଗର୍ଭନରଙ୍କ ଦସ୍ତଖତ ରହେନାହିଁ। ପ୍ରତ୍ୟେକ ନୋଟ ମଝିିରେ ଗର୍ଭନରଙ୍କ ଦସ୍ତଖତ ରହିଥାଏ। ଆରବିଆଇର କାମ କେବଳ ନୋଟ ଛାପିବା ନୁହେଁ ବରଂ ବ୍ୟାଙ୍କଗୁଡିକ…

ପ୍ରଥମ ଦେଶ ଭାବେ ସିଙ୍ଗାପୁର ହେବ ଓଡ଼ିଶାର ପାର୍ଟନର, ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧୨: ଆସନ୍ତା ବର୍ଷ ଜାନୁଆରୀ ୨୮ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫’ ପାଇଁ ପ୍ରଥମ ଭାବେ ପାର୍ଟନର ହେବ ସିଙ୍ଗାପୁର। ସିଙ୍ଗାପୁରର ହାଇ କମିଶନର, ସାଇମନ୍ ୱଙ୍ଗ…

ମୋଦିଙ୍କ ଠାରୁ ଏତେ ଲକ୍ଷ ଟଙ୍କା ଅଧିକ ଦରମା ପାଇବେ ଆରବିଆଇର ନୂଆ ଗଭର୍ନର, ଅନ୍ୟ ସୁବିଧା ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୦।୧୨: ସଞ୍ଜୟ ମାଲହୋତ୍ରାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଗଭର୍ନର ଭାବେ ନିଯୁକ୍ତି କରାଯାଇଛି । ବର୍ତ୍ତମାନ ସେ ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ସେ ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ IAS ଅଧିକାରୀ ଅଟନ୍ତି। ସଞ୍ଜୟ ମାଲହୋତ୍ରା ୧୧ ଡିସେମ୍ବର…

ବଜାରରେ ଟିଭିଏସ୍‌ ରୋନିନ୍‌

ନୂଆଦିଲ୍ଲୀ,୧୦।୧୨: ଟିଭିଏସ୍‌ ମୋଟର କମ୍ପାନିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦ ୨୦୨୫ ଟିଭିଏସ୍‌ ରୋନିନ୍‌ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହି ମଡେଲରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ସର୍ବୋତ୍ତମ ଫିଚର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri