ରାଜ୍ୟଗୁଡିକୁ ଚିଠି ଲେଖିଲା ଶିଶୁ ଅଧିକାର ସଂସ୍ଥା: ଜନସନ ଆଣ୍ଡ ଜନସନର ବେବି ଶାମ୍ପୁ ବିକ୍ରି ବନ୍ଦ କର
ନୂଆଦିଲ୍ଲୀ,୨୮-୪: ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ଜନସନ ଆଣ୍ଡ ଜନସନର ଭାରତରେ ଅଡୁଆ ବଢ଼ିବାରେ ଲାଗିଛି। କମ୍ପାନୀ ଦ୍ୱାରା ପ୍ରସ୍ତୁତ ବେବି ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ ପଦାର୍ଥ ରହିଥିବା ରିପୋର୍ଟ ମିଳିବା ପରେ ଶିଶୁ ଅଧିକାର…
ଆକ୍ସିସ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କକୁ ଏନ୍ସିଏଲ୍ଟି ନୋଟିସ
ମୁମ୍ବାଇ,୨୭।୪: ପୂର୍ବତନ ଆଇଏଲ୍ଆଣ୍ଡଏଫ୍ଏସ୍ ଏକଜିକ୍ୟୁଟିଭ ରମେଶ ବାଓ୍ବାଙ୍କ ଆକାଉଣ୍ଟକୁ ନେଇ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)ର ମୁମ୍ବାଇ ଖଣ୍ଡପୀଠ ଆକ୍ସିସ ବ୍ୟାଙ୍କ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ସିଇଓ ଏବଂ ବାଓ୍ବାଙ୍କ ପରିବାର ସଦସ୍ୟଙ୍କୁ ନୋଟିସ ଜାରି କରିଛନ୍ତି। କର୍ପୋରେଟ ମନ୍ତ୍ରଣାଳୟ ପକ୍ଷରୁ…
ଇପିଏଫ୍ରେ ମିଳିବ ୮.୬୫%ସୁଧ
ନୂଆଦିଲ୍ଲୀ,୨୭-୪: କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍) ଉପରେ ୮.୬୫% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ) ଏହି ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଥିଲା ଏବଂ ଅନୁମୋଦନ ପାଇଁ ଅର୍ଥ…
ମିଳିଲାନି ଜାମିନ;ମେ ୨୪ ଯାଏ ଜେଲ୍ରେ ରହିବେ ନୀରବ
ଲଣ୍ଡନ,୨୭-୪: ପିଏନ୍ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ତୃତୀୟ ଥର ଲାଗି ଜାମିନ ମିଳିଲାନି। ତାଙ୍କର ଜାମିନ ଆବେଦନକୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ସେ ଆହୁରି ୨୮ ଦିନ ଅର୍ଥାତ ମେ ୨୪…
୭୦ ହଜାର କୋଟିର ଦାବିଦାର ନାହାନ୍ତି
ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି ଦାବିଦାର ନାହାନ୍ତି। ଶେୟାର କିଣି, ପୋଷ୍ଟ ଅଫିସ ଅଥବା ବ୍ୟାଙ୍କର ବିଭିନ୍ନ ସ୍କିମ୍ରେ ଜମା…
ଆର୍ଟିଆଇ ଅଧୀନରେ ବ୍ୟାଙ୍କ ଯାଞ୍ଚ ରିପୋର୍ଟ;ଆର୍ବିଆଇକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୭ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଆର୍ଟିଆଇ ଅଧୀନରେ ବ୍ୟାଙ୍କର ବାର୍ଷିକ ଯାଞ୍ଚ ରିପୋର୍ଟ ପ୍ରଦାନ କରୁ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ତୀବ୍ର ଭର୍ତ୍ସନା କରିଛନ୍ତି। ଏଥିସହ କୋର୍ଟ ଆଦେଶ ପାଳନ ଲାଗି ସର୍ବୋଚ୍ଚ ଅଦାଲତ ଆର୍ବିଆଇକୁ ଶେଷ ସୁଯୋଗ ଦେଇଛନ୍ତି।…
ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି
ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଚାଲିବା ନେଇ ଯୁକ୍ତି ଦର୍ଶାଯିବ। ବିଚାରପତି ଏହାକୁ ଗ୍ରହଣ କଲେ ତଳ କୋର୍ଟର ରାୟ…
ଭି-ଗାର୍ଡର ଆଣିଲା ନୂଆ ରାଇସ୍ କୁକର
ନୂଆଦିଲ୍ଲୀ,୨୬-୪: ଭିଗାର୍ଡ ପକ୍ଷରୁ ନୂଆ ରାଇସ୍ କୁକର ବଜାର ପ୍ରବେଶ କରାଯାଇଛି। କମ୍ପାନୀ ଏହାର ୩ଟି ମଡେଲ ଆଣିଛି। ଏଗୁଡିକ ୧ଲିଟର, ୨.୨ ଲିଟର ଏବଂ ୨.୮ ଲିଟର ବିଶିଷ୍ଟ। ଗ୍ରାହକଙ୍କ ପକ୍ଷରୁ ଏହି ପ୍ରଡକ୍ଟକୁ ଭଲ ରେସପନ୍ସ ମିଳିବ ବୋଲି…
ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି
ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ଗତ ମାସରେ ଗିରଫ ହେବା ପରେ ତାଙ୍କୁ ଦକ୍ଷିଣ ପଶ୍ଚିମ…
ମାରୁତି ଆସନ୍ତାବର୍ଷ ଏପ୍ରିଲରୁ ବିକିବନି ଡିଜେଲ କାର୍
ନୂଆଦିଲ୍ଲୀ,୨୫-୪: ଦେଶର ସର୍ବବୃହତ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଡିଜେଲ ଇଞ୍ଜିନ କାର୍ ଉତ୍ପାଦନ ବନ୍ଦ କରିଦେବ। ବର୍ତ୍ତମାନ କମ୍ପାନୀ ୨୩% ଡିଜେଲ ଇଞ୍ଜିନ କାର ବିକୁଛି। ଉଲ୍ଲେଖଥାଉ କି, ୨୦୨୦ ଏପ୍ରିଲରୁ ବିଏସ୍ ୬…
ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍ଡି ତଥା ସିଇଓ ସିଏଚ୍ ଏସ୍.ଏସ୍. ମଲ୍ଲିକାର୍ଜୁନ ରାଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଲ୍ବ୍ୟାଙ୍କ କିଶୋର ଏବଂ ଅଲ୍ବ୍ୟାଙ୍କ…
ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ
ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର କିସମର ଆଳୁ ଏଫ୍ଏଲ୍-୨୦୨୭ ଚାଷ କରିବା କାରଣରୁ ଅଦାଲତ ଦୌଡିବାକୁ ବାଧ୍ୟ ହେଉଛନ୍ତି। ପେପ୍ସି…
Archives


