ବାଣିଜ୍ୟ

ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖାଯିବ: ସୀତାରାମନ୍‌

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ସଡ଼କ ଏବଂ ଭିତ୍ତିଭୂମି ନିର୍ମାଣ ସେସ୍‌ ବାବଦରେ ସେସ୍‌ ଆଦାୟ ବୃଦ୍ଧି କରିଛନ୍ତି।…

କର୍ପୋରେଟ ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

ଭୁବନେଶ୍ୱର,୭-୭(ବ୍ୟୁରୋ): ୨୦୧୯-୨୦ ଆର୍ଥତ୍କ ବର୍ଷ ବଜେଟରେ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଶିଳ୍ପ ବିଶେଷଜ୍ଞମାନେ ସ୍ବାଗତ ଜଣାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ପେନଶନ ବ୍ୟବସ୍ଥା, ରିୟଲ ଇଷ୍ଟେଟ କ୍ଷେତ୍ର ଭଳି ଅନ୍ୟ କ୍ଷେତ୍ର ଲାଗି ନିଆ…

୫ଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ରହିଛି ବହୁ ଆହ୍ବାନ

ନୂଆଦିଲ୍ଲୀ,୭-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଦେଶକୁ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡକୁ ନେଇଯିବା ଲାଗି କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ଉଲ୍ଲେଖ କଲେ। ସ୍ବପ୍ନ ଦେଖିବାରେ ଆପତ୍ତି…

ଇ-ଯାନରେ ମିଳିବ ୧.୫ ଲକ୍ଷର ଅତିରିକ୍ତ ଟିକସ ଛାଡ଼

ନୂଆଦିଲ୍ଲୀ,୬-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ପ୍ରଦୂଷଣମୁକ୍ତ ସହର ଗଢ଼ିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ ଇଲେକ୍ଟ୍ରିକ ଗାଡ଼ିର ପ୍ରଚଳନକୁ ପ୍ରୋତ୍ସାହିତ କରିବାକୁ ଯାଇ ଅର୍ଥମନ୍ତ୍ରୀ କେତେକ ଟିକସ ରିହାତି ଘୋଷଣା…

ଧନୀଙ୍କଠୁ ଆଦାୟ ହେବ ସରଚାର୍ଜ

ବଜେଟ ୨୦୧୯ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଚ୍ଚୋଟ ଟିକସଦାତାଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ ଦେଶର ଦାୟିତ୍ୱସମ୍ପନ୍ନ ନାଗରିକ ରୂପେ ଦେଶର ବିକାଶରେ ମୂଲ୍ୟବାନ ଯୋଗଦାନ ଦେଉଛନ୍ତି। ସେମାନଙ୍କ ଯୋଗୁ ଦେଶର ବିକାଶ ଚତୁର୍ମୁଖୀ ହେଉଛି। ତେବେ ଧନିକ ଶ୍ରେଣୀଙ୍କୁ…

ବାସଗୃହ ଋଣ ଉପରେ ଅତିରିକ୍ତ ଟିକସ ରିହାତି

ନୂଆଦିଲ୍ଲୀ,୬-୭: ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଗ୍ରାହକ ନେଉଥିବା ବାସଗୃହ ଋଣ ଉପରେ ପ୍ରଦାନ କରୁଥିବା ସୁଧ ଉପରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଟିକସ ରିହାତି ପ୍ରଦାନ ନେଇ ସରକାର ଘୋଷଣା କରିଛନ୍ତି। ସେହିଭଳି ଇ-ଯାନ କ୍ରୟ ଲାଗି…

ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବଢିଥିବା ଜଣା ପଡିଛି। ଇନ୍ଧନ…

ସବ୍‌ସିଡି ବିଲ୍‌ ୩.୦୧ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ଖାଦ୍ୟ ସାମଗ୍ରୀ, ସାର ଏବଂ ତୈଳ ବାବଦରେ ସରକାର ୨୦୧୯-୨୦ ଆର୍ଥତ୍କ ବର୍ଷରେ ସବସିଡି ବାବଦକୁ ୩.୦୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ। ଚଳିତ ବର୍ଷ ସବସିଡି ବିଲ୍‌ରେ ୧୩.୩୨% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷରେ ତୈଳ…

ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩.୩

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷ ଲାଗି ବିୀିୟ ନିଅଣ୍ଟ ଲକ୍ଷ୍ୟକୁ ହ୍ରାସ କରାଯାଇଯାଇ ୩.୩ କରାଯାଇଛି। ଏହା ପୂର୍ବ ଆର୍ଥତ୍କ ବର୍ଷରେ ୩.୪% ରହିଥିଲା। ୨୦୧୯-୨୦ ଆର୍ଥତ୍କ ବର୍ଷର ଅନ୍ତରୀଣ ବଜେଟରେ ବିତ୍ତୀୟ ନିଅଣ୍ଟ ୩.୪% ରହିବ ବୋଲି ଆକଳନ କରାଯାଇଥିଲା।

ଡିଜିଟାଲ ପେମେଣ୍ଟ ବୃଦ୍ଧି ଲାଗି ପଦକ୍ଷେପ

ନୂଆଦିଲ୍ଲୀ,୬-୭: କ୍ୟାଶଲେସ ନେଣଦେଣକୁ ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ଅନ୍ତର୍ଗତ ଯେଉଁ କମ୍ପାନୀଗୁଡିକର ବାର୍ଷିକ କାରବାର ୫୦ କୋଟି ଟଙ୍କା ସେମାନେ ସ୍ବଳ୍ପ ମୂଲ୍ୟର ଡିିଜିଟାଲ ପେମେଣ୍ଟ ଧାରାକୁ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇ…

ନିବେଶକ ହରାଇଲେ ୨.୨୨ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ସରକାରଙ୍କ ବଜେଟ ଘୋଷଣା ଦେଶର ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇଛି। ଶୁକ୍ରବାର ବଜେଟ ଘୋଷଣା ପରେ ବମ୍ବେ ଷ୍ଟକ ବଜାରରେ ସୂଚକାଙ୍କ ୩୯୫ ପଏଣ୍ଟ ଖସି ଆସିିଥିବା ଦେଖାଯାଇଥିଲା। ଏଥିଲାଗି ନିବେଶକଙ୍କ ସମ୍ପତ୍ତିରେ ୨.୨୨ ଲକ୍ଷ କୋଟି ଟଙ୍କା…

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମିଳିବ ୭୦,୦୦୦ କୋଟି

ନୂଆଦିଲ୍ଲୀ,୬-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୭୦,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବାକୁ ସରକାର ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟାଙ୍କଗୁଡିକୁ ସଶକ୍ତ କରିବା ଦିଗରେ ସହାୟକ ହେବ। ଏହା ଫଳରେ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ଧାରା ତ୍ୱରାନ୍ବିତ ହେବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?