ବାଣିଜ୍ୟ

ଟିଭି ଚ୍ୟାନେଲ ଷ୍ଟ୍ରିମିଂ କରୁଥିବା ଆପ୍ସକୁ ନିୟନ୍ତ୍ରିତ କରିବ ଟ୍ରାଇ

ନୂଆଦିଲ୍ଲୀ,୧୮-୫: ଟିଭି ଚ୍ୟାନେଲଗୁଡ଼ିକର ଲାଇଭ ଷ୍ଟ୍ରିମିଂ କରୁଥିବା ଆପ୍ସଗୁଡ଼ିକୁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ନିୟନ୍ତ୍ରିତ କରିବ। ଏସୂଚନାଥାଉ କି, ହଟ୍‌ଷ୍ଟାର୍‌, ଏୟାରଟେଲ ଟିଭି, ଜିଓ ଟିଭି, ସୋନୀ ଲାଇଭ୍‌, ଏମ୍‌ଏକ୍ସ ପ୍ଲେୟାର, ଜି୫ ଭଳି ଆପ୍ସ ଲାଇଭ ଷ୍ଟ୍ରିମିଂ ଅର୍ଥାତ୍‌…

ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା ବେଳେ ପାକିସ୍ତାନ ଟଙ୍କା ୧୫୦ ଟପିଯାଇଛି। ଏପରି ନୁହେଁ ଯେ, ପାକିସ୍ତାନୀ ଟଙ୍କାର ମୂଲ୍ୟ…

ଡିଜିଟାଲ ପେମେଣ୍ଟ:ଆର୍‌ବିଆଇକୁ ରିପୋର୍ଟ ଦେଲା ନିଲେକାନି କମିଟି

ନୂଆଦିଲ୍ଲୀ,୧୯-୫: ଡିଜିଟାଲ ପେମେଣ୍ଟକୁ ନେଇ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଆଧାର ପରିଚୟପତ୍ର ଯୋଜନାକୁ ଲାଗୁ କରିବାରେ ନିଲେକାନିଙ୍କ ଅବଦାନ ଯଥେଷ୍ଟ। ଚଳିତ ବର୍ଷ ଜାନୁୟାରୀରେ ଏହି କମିଟି…

ଗାଡ଼ି ଆମଦାନୀ ଶୁଳ୍କ;ନିଷ୍ପତ୍ତି ୬ ମାସ ଟାଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଡ଼ି ଆମଦାନୀ ଉପରେ ଲାଗୁଥିବା ଶୁଳ୍କରେ ଭାରି ବୃଦ୍ଧି କରିବାକୁ ଚାହୁଁଛନ୍ତି। ତେବେ ସେ ଏହି ନିଷ୍ପତ୍ତିକୁ ଆସନ୍ତା ୬ ମାସ ପାଇଁ ଟାଳି ଦେଇଛନ୍ତି। ଗାଡ଼ି ଆମଦାନୀ-ରପ୍ତାନି କ୍ଷେତ୍ରରେ ୟୁରୋପ ଓ ଜାପାନକୁ…

୧୪୦ ଟଙ୍କାରେ ବିକ୍ରି ହେଉଛି ଇଣ୍ଟରନେଟ୍‌ ପ୍ରୋଫାଇଲ

ନୂଆଦିଲ୍ଲୀ,୧୯-୫: ଇଣ୍ଟରନେଟ୍‌ରେ ଥିବା ୟୁଜରଙ୍କ ପ୍ରୋଫାଇଲ ଏବଂ ଆର୍ଥିକ ସୂଚନା ଡାର୍କ ଓ୍ବେବ୍‌ରେ ମାତ୍ର ୧୪୦ ଟଙ୍କାରେ ବିିକ୍ରି ହେଉଛି। ହ୍ୟାକରଙ୍କ ସହିତ ବଡ଼ ବଡ଼ କମ୍ପାନୀ ଏବଂ ବଜାର ସହ ଜଡ଼ିତ ରିସର୍ଚ୍ଚ କରୁଥିବା ବ୍ୟକ୍ତି ଓ ସଂସ୍ଥା ଏହି…

ବୀମାରେ ସାମିଲ ହେବ ମାନସିକ, ଜେନେଟିକ ରୋଗ

ନୂଆଦିଲ୍ଲୀ,୧୯-୫: ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏ) ବୀମା କମ୍ପାନୀଗୁଡ଼ିକୁ ମାନସିକ ଅସୁବିଧା, ଜେନେଟିକ ରୋଗ, ନ୍ୟୁରୋ ସମ୍ପର୍କିତ ବିକାର ତଥା ମନୋବୈଜ୍ଞାନିକ ବିକାର ଭଳି ଗମ୍ଭୀର ରୋଗଗୁଡ଼ିକୁ ଚିକିତ୍ସା ବୀମା ପଲିସିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାର…

ତୁର୍କିରୁ ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର;ଭାରତ ସଂକ୍ରାନ୍ତରେ ଆମେରିକା ଚୁପ୍‌

ଓ୍ବାଶିଂଟନ,୧୮-୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୁର୍କିଠାରୁ ଟାରିଫ ଛାଡ଼ର ସାମାନ୍ୟ ବ୍ୟବସ୍ଥା(ଜିଏସ୍‌ପି) ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ପି ମାଧ୍ୟମରେ ଗରିବ ତଥା ପଛୁଆ ଦେଶଗୁଡ଼ିକର ରୋଜଗାର ସୃଷ୍ଟିକାରୀ ସାମଗ୍ରୀକୁ ନିଜ ଦେଶରେ ଶୁଳ୍କମୁକ୍ତ ପ୍ରବେଶ ପାଇଁ ଆମେରିକା ଅନୁମତି…

କର୍ମଚାରୀଙ୍କୁ ୫ କୋଟି ଶେୟାର ଦେବ ଇନ୍‌ଫୋସିସ୍‌

ବେଙ୍ଗାଲୁରୁ,୧୮-୫: ଦେଶର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜ କର୍ମଚାରୀଙ୍କୁ ପ୍ରୋତ୍ସାହନ ରୂପରେ ୫ କୋଟି ଶେୟାର ଦେବ। ଏହା କମ୍ପାନୀର ମୋଟ ଶେୟାର ପରିମାଣର ୧.୧୫%। ଅନ୍ୟପକ୍ଷରେ ସିଇଓ ସଲିଲ ପାରେଖଙ୍କୁ କମ୍ପାନୀ ଏମ୍ପ୍ଲୟି ଷ୍ଟକ୍‌ ଅପ୍‌ସନ ପ୍ଲାନ୍‌…

ଷ୍ଟକ୍‌ ବଜାରକୁ ଲାଭ ଦେବ ଦୁର୍ବଳ ସରକାର

ମୁମ୍ବାଇ,୧୮-୫: କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଶୁକ୍ରବାର ଷ୍ଟକ୍‌ ବଜାର ର଼୍ୟାଲିରୁ ବେଶ୍‌ ସ୍ପଷ୍ଟ ହେଉଛି। କିନ୍ତୁ ବଜାର ବିଶେଷଜ୍ଞ ଚାହୁଁଛନ୍ତି ଦୁର୍ବଳ ମେଣ୍ଟ ସରକାର କ୍ଷମତାକୁ ଆସୁ। ସେମାନଙ୍କ ଯୁକ୍ତି ହେଲା, ଭାଜପା…

ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର ଗୋପନୀୟତାର ଦ୍ୱାହି ଦେଇଛନ୍ତି। ଭାରତ ଓ ସୁଇଜରଲାଣ୍ଡ ପ୍ରତ୍ୟେକ ମାମଲାର ସୂଚନା ଆଦାନପ୍ରଦାନ କରୁଛନ୍ତି।…

ଆମାଜନ ବିରୋଧରେ ମାମଲା ରୁଜୁ

ନୋଏଡା,୧୮।୫: ଅନ୍‌ଲାଇନ କମ୍ପାନୀ ଆମାଜନ ବିରୋଧରେ ନୋଏଡା କୋତଓ୍ବାଲୀ ସେକ୍ଟର-୫୮ରେ ମାମଲା ରୁଜୁ କରାଯାଇଛି। କମ୍ପାନୀ ନିଜ ଓ୍ବେବସାଇଟରେ ବିକ୍ରି କରୁଥିବା ପ୍ରଡକ୍ଟ ଉପରେ ଲଗାଇଥିବା ଫଟୋ, ହିନ୍ଦୁ ଭାବାବେଗକୁ ଆଘାତ ପହଞ୍ଚାଉଥିବା ନେଇ ଅଭିଯୋଗ ହୋଇଛି। ଖେଡାର ବାସିନ୍ଦା ବିକାଶ…

ହିନ୍ଦୁ ଦେବଦେବୀଙ୍କୁ ଆମାଜନର ଅପମାନ: ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭।୫: ଇ-କମର୍ସ କମ୍ପାନୀ ଆମାଜନ ସୋସିଆଲ ମିଡିଆରେ ଲୋକଙ୍କ କ୍ରୋଧର ଶିକାର ହୋଇଛି। କମ୍ପାନୀର ଟଏଲେଟ ସିଟ ବିକ୍ରି ହେଉଥିବା ସ୍ଥାନରେ ଟଏଲେଟ କଭର୍‌ ଉପରେ ହିନ୍ଦୁ ଦେବଦେବୀଙ୍କ ଫଟୋ ଲଗାଯାଇଛି। ଏହାକୁ ସୋସିଆଲ ମିଡିଆରେ ଦେଖିବା ପରେ ଲୋକମାନେ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri