ବାଣିଜ୍ୟ

ଇଣ୍ଡିଗୋ ବିବାଦ:ନିଜ ଅଂଶଧନ ବିକିବେନି ଗଙ୍ଗଓ୍ବାଲ

ନୂଆଦିଲ୍ଲୀ,୧୭-୭: ଇଣ୍ଡିଗୋ ବିମାନ କମ୍ପାନୀର ଦୁଇ ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏପରି ସ୍ଥିତିରେ କମ୍ପାନୀରେ ଥିବା ନିଜ ଅଂଶଧନ ବିକ୍ରି ନ କରିବାକୁ ରାକେଶ ଗଙ୍ଗଓ୍ବାଲ ମଙ୍ଗଳବାର କହିଛନ୍ତି। ଗଙ୍ଗଓ୍ବାଲ କମ୍ପାନୀର କର୍ପୋରେଟ ଗଭର୍ନ୍ନାସରେ ତ୍ରୁଟି ଦର୍ଶାଇ…

ନିଗମ ହେବ ରାଏବରେଲୀ କୋଚ୍‌ ଫ୍ୟାକ୍ଟ୍ରି

ଲକ୍ଷ୍ନୌ,୧୭-୭: ରୋଲିଂ ଷ୍ଟକର ୮ ଉତ୍ପାଦନ ୟୁନିଟକୁ ରେଲ୍‌ଓ୍ବେ ନିଗମୀକରଣ କରିବାକୁ ଯୋଜନା ରଖିଛି। ଏହା ରାଏବରେଲୀସ୍ଥିତ ମଡର୍ନ କୋଚ୍‌ ଫ୍ୟାକ୍ଟ୍ରି(ଏମ୍‌ସିଏଫ୍‌)ଠାରୁ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ଏ ନେଇ ଏକ ପ୍ରସ୍ତାବ ଦେବାକୁ ରେଳ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ…

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ ଏହାକୁ ବଜାର ପ୍ରବେଶ କରାଇଛି। ସ୍ଥାନୀୟ ଏକ ହୋଟେଲରେ ଏହାକୁ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ…

ଭତ୍ତା ସହ ସ୍କିଲ୍‌ ଟ୍ରେନିଂ ନେବେ ୫ କୋଟି ଏମ୍‌ଜିଏନଆର୍‌ଇଜିଏ ଶ୍ରମିକ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ସାମିଲ ୫ କୋଟି ଶ୍ରମିକଙ୍କୁ ଦକ୍ଷିତା ପ୍ରଶିକ୍ଷଣ ଦେବେ। ସେମାନଙ୍କୁ ଯେପରି ଉନ୍ନତ ରୋଜଗାର ମିଳିବ ସେଥିପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ। ମିଡିଆ ସହ ଆଲୋଚନା କାଳରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଚିବ…

ସ୍ପଷ୍ଟ କଲା କେନ୍ଦ୍ର: ମାଗଣାରେ ମିଳିବନି ବିଜୁଳି

ନୂଆଦିଲ୍ଲୀ,୧୭-୭: ରାଜନୈତିକ କାରଣରୁ ରାଜ୍ୟ ସରକାରଗୁଡ଼ିକ ଚାଷୀ, ଗରିବଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଉଛନ୍ତି। ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ରିହାତି ଚାହୁଁଛନ୍ତି। ଏଣିକି ସେ ସୁବିଧା ଆଉ ସେମାନଙ୍କୁ ମିଳିବ ନାହିଁ। ମାଗଣା ବିଜୁଳି କେହି ଦେଇପାରିବେ ନାହିଁ…

୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅନ୍ୟପକ୍ଷରେ ଚଳିତ…

ଏୟାର ଇଣ୍ଡିଆ ବିକ୍ରି ପାଇଁ ହେବ ରୋଡ ସୋ

ନୂଆଦିଲ୍ଲୀ,୧୭-୭: ମୋଦି ସରକାର ପ୍ରଥମ କାର୍ଯ୍ୟକାଳ ବେଳେ ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ଦ୍ୱିତୀୟ କାର୍ଯ୍ୟକାଳରେ ଏହି କମ୍ପାନୀକୁ ବିକ୍ରି କରିବାକୁ ସରକାର ନୂଆ ପନ୍ଥା ଆପଣାଇବାକୁ ଯାଉଛନ୍ତି। ପ୍ରାପ୍ତ…

ଓ୍ବିପ୍ରୋ ଶେୟାରଧାରୀଙ୍କୁ ଶେଷପତ୍ର ଲେଖିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୭-୭: ବୁଧବାର ଓ୍ବିପ୍ରୋର ଜୁନ୍‌ରେ ଶେଷ ହେଉଥିବା ତ୍ରୈମାସ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ କମ୍ପାନୀ ସିଏମ୍‌ଡି ଭାବେ ଅଜୀମ ପ୍ରେମ୍‌ଜୀ ଶେୟାରଧାରୀଙ୍କୁ ଶେଷଥର ପାଇଁ ଭାବବିହ୍ବଳ ପତ୍ର ଲେଖିଛନ୍ତି। ଏହି ପତ୍ରରେ ଭେଜିଟେବୁଲ ତେଲ କମ୍ପାନୀରୁ…

ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହାରାହାରି ୫ ହଜାର

ନୂଆଦିଲ୍ଲୀ,୧୭-୭: ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଚାଷୀଙ୍କ ମାସିକ ହାରାହାରି ଆୟ ୫୦୦୦ ଟଙ୍କା। ଅର୍ଥାତ ଜଣେ ଚାଷୀ ଦୈନିକ ୧୬୬ ଟଙ୍କା ଆୟ କରୁଛି। ଏହି ଅର୍ଥରେ ଜଣେ ଚାଷୀ ପରିବାର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ…

୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୯.୩୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ…

‘ବିମୁଦ୍ରୀକରଣ ପରେ ମ୍ୟୁଚୁଆଲ ଫଣ୍ଡ ନିବେଶ ବଢିଛି’

ଭୁବନେଶ୍ୱର,୧୭-୭(ବ୍ୟୁରୋ): ବିମୁଦ୍ରୀକରଣ ପରେ ଦେଶରେ ମ୍ୟୁଚୁଆଲ ଫଣ୍ଡ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସ୍‌ଆଇପି) ଦ୍ୱାରା ନିବେଶ ଲାଗି ଅଧିକ ଆଗ୍ରହ ଦେଖାଉଛନ୍ତି। ଏପରିସ୍ଥିତିରେ ନିବେଶ ନେଇ ଲୋକମାନେ କିଭଳି ଠିକ୍‌…

ଲୋକ ସଭାରେ ସ୍ପଷ୍ଟ କଲେ ଗଡ଼କରୀ: ଉନ୍ନତ ସଡ଼କ ଚାହୁଁଥିଲେ ଟୋଲ୍‌ ଟିକସ ଦେବାକୁ ହେବ

ନୂଆଦିଲ୍ଲୀ,୧୬-୭: ଟୋଲ୍‌ ଟିକସ ଆଦାୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି। ଉନ୍ନତ ସଡ଼କ ଚାହୁଁଥିଲେ ଜନତାଙ୍କୁ ଜୀବନ ସାରା ଟୋଲ୍‌ ଟିକସ ଦେବାକୁ ପଡିବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?