ସେୟାର ବଜାରରେ ମୋଦି ଲହର୍ ଜାରି: ସେନସେକ୍ସ ୪୦ ହଜାର ଟପିଲା
ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର ସକାଳୁ ଷ୍ଟକବଜାର ଖୋଲା ହେବା ମାତ୍ରେ ସେନସେକ୍ସ ୪୦ ହଜାର ଟପିଛି। ସେହିପରି ନିଫ୍ଟି…
ଏକକ ଏସିଆନ ମୁଦ୍ରା ଲାଗି ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
ଟୋକିଓ,୩୧-୫: ପୂର୍ବ ଏସିଆର ଦେଶଗୁଡ଼ିକ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏକକ ଏସିଆନ ମୁଦ୍ରା ପ୍ରଚଳନ କରିବା ଉଚିତ୍ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହମ୍ମଦ ମହାତିର ଗୁରୁବାର ପ୍ରସ୍ତାବ ଦେଇଛନ୍ତି। ତାଙ୍କର କହିବାନୁଯାୟୀ,ପ୍ରସ୍ତାବିତ ଏସିଆନ ମୁଦ୍ରା ସୁନା ଆଧାରିତ ହେବା…
ଚାଇନାଠାରୁ ପଛଉଛି ଅର୍ଥନୀତି
ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ଉତ୍ପାଦନକାରୀ ଓ ସେବାଯୋଗାଣକାରୀଙ୍କ ଉପରେ ପହୁଛି। ଦେଶର ଅର୍ଥନୀତି ଧୀମା ହେଉଥିବା ବେଳେ…
ଅର୍ଥନୀତିରେ ଆସିବ ଦ୍ରୁତ ପରିବର୍ତ୍ତନ: ଶିଳ୍ପ ଜଗତ
ନୂଆଦିଲ୍ଲୀ,୩୧। ୫- ନୂଆ ସରକାରଙ୍କୁ ନେଇ ଦେଶର ଶିଳ୍ପ ଜଗତ ବେଶ ଆଶାବାଦୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅର୍ଥନୀତିରେ ଦ୍ରୁତ ପରିବର୍ତ୍ତନ ଆସିବା ନେଇ ଶିଳ୍ପକ୍ଷେତ୍ର ଆଶା ପ୍ରକଟ କରିଛି। ସେହିଭଳି ଟିକସ, ଶ୍ରମ ଏବଂ ଭୂମି…
ଜୁଲାଇ ପ୍ରଥମ ସପ୍ତାହରେ ଆସିପାରେ ବଜେଟ
ନୂଆଦିଲ୍ଲୀ,୩୧-୫: ମୋଦି ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଚଳିତ ଆର୍ଥିକ ବର୍ଷ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ପୂର୍ଣ୍ଣାଙ୍ଗ ବଜେଟ ଆଣିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଫେବୃୟାରୀରେ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା। ଏଥିରେ ନିଆଯାଇଥିବା କେତେକ ନିଷ୍ପତ୍ତିକୁ…
ଆର୍ଟିଜିଏସ୍ ଜରିଆରେ ଟଙ୍କା ପଠାଇବା ହେଲା ଶସ୍ତା
ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗ୍ରାହକଙ୍କୁ ଆଶ୍ୱସ୍ତ କରି ରିୟଲ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ(ଆର୍ଟିଜିଏସ୍) ସମୟକୁ ସନ୍ଧ୍ୟା ୬ଟା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ଅପରାହ୍ନ ସାଢ଼େ ୪ଟା ଯାଏ ଥିଲା। ଏହାର ଖୋଲିବା ସମୟ ସକାଳ ୮ଟା ରଖାଯାଇଛି। ଆର୍ବିଆଇ…
ଜୁନ ୧୩ରେ ଜଲାନ କମିଟିର ବୈଠକ
ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପରବର୍ତ୍ତୀ ବୈଠକ ଜୁନ୍ ୧୩ରେ ବସିବ ବୋଲି ଅର୍ଥ ସଚିବ ସୁଭାଷ…
ଆମାଜନରୁ କିଣିହେବ ଫାଷ୍ଟାଗ୍
ନୂଆଦିଲ୍ଲୀ,୩୧-୫: ଫାଷ୍ଟାଗ୍ ଏବେ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଉପଲବ୍ଧ ହେବ। ଟୋଲ ପ୍ଲାଜାଗୁଡ଼ିକରେ ଟୋଲ୍ ଟିକସ ଦେବା ସମୟରେ ଲମ୍ବା ଲାଇନର ସମ୍ମୁଖୀନ ହେଉଥିବା ଗାଡ଼ିଗୁଡ଼ିକ ପାଇଁ ଫାଷ୍ଟାଗ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଷ୍ଟ୍ରୀୟ ହାଇଓ୍ବେଜ ଅଥରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ)ର ନିଷ୍ପତ୍ତି…
ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍ରେ ରଖିବ
ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍ ୨୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ କେଉଁ ଜେଲ୍ରେ…
ପୂର୍ବତଟ ରେଳପଥ ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା
ଭୁବନେଶ୍ୱର,୩୦-୫: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା ଭାବେ ରବି ଶଙ୍କର ମିତ୍ର ଯୋଗ ଦେଇଛନ୍ତି। ସେ ଭାରତୀୟ ରେଳବାଇ ଆକାଉଣ୍ଟସ ସେବାର ୧୯୮୭ ବ୍ୟାଚ୍ ଅଧିକାରୀ। ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ସେ ଗୌହାଟିସ୍ଥିତ ଉତ୍ତର ସୀମାନ୍ତ…
ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଆଇଟିସି ଅଧ୍ୟକ୍ଷ
ଭୁବନେଶ୍ୱର,୩୦-୫: ଆଇଟିସି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ଆଇଟିସି ପକ୍ଷରୁ ୫ କୋଟି ଟଙ୍କାର ଏକ ଚେକ୍ ମୁଖ୍ୟ ମନ୍ତ୍ରୀଙ୍କୁ ପୁରୀ ପ୍ରଦାନ…
ରିୟଲ ଇଷ୍ଟେଟ ଲାଗି ଆସୁଛି ରେଣ୍ଟାଲ ପଲିସି
ନୂଆଦିଲ୍ଲୀ,୩୦-୫: ରିୟଲ ଇଷ୍ଟେଟ୍ ସେକ୍ଟର ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ରେଣ୍ଟାଲ ପଲିସୀ ଆଣିବାକୁ ଯାଉଛନ୍ତି। ଭଡ଼ା ସୂତ୍ରରେ ଘରୁ ମିଳୁଥିବା ଲାଭ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଦେବାକୁ ସରକାର ବିଚାର କରୁଛନ୍ତି। ନିବେଶକୁ…
Archives


