ବାଣିଜ୍ୟ

ପିଏମ୍‌ଓରେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ

ନୂଆଦିଲ୍ଲୀ,୨୮-୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କର ଆୟକର ରିଟର୍ନ ତଥ୍ୟ ନାହିଁ। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲେ ହେଁ ତାହା ମିଳି ନ ଥିଲା। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୟକର ରିଟର୍ନ ସମ୍ପର୍କରେ…

ଆର୍‌ବିଆଇକୁ ସିଆଇସିଙ୍କ ନିର୍ଦ୍ଦେଶ;ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଅ

ନୂଆଦିଲ୍ଲୀ,୨୮-୫: ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିବା ଏଭଳି ବଡ଼ ଋଣଖିଲାପକାରୀଙ୍କ ନାମ ଜଣାଇବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ନୌସ୍ଥିତ ସୂଚନା ଅଧିକାର କର୍ମୀ ନୂତନ ଠାକୁରଙ୍କ ଅପିଲ୍‌ ଉପରେ ଶୁଣାଣି…

ବଢ଼ୁଛି ନରେଶ ଗୋୟଲଙ୍କ ଅଡ଼ୁଆ;ଜେଟ୍‌ରେ ଆର୍ଥିକ ଅନିୟମିତତାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୨୮-୫: ସାମୟିକ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରମୋଟର ନରେଶ ଗୋୟଲଙ୍କ ବିରୋଧରେ ଏବେ ଦୁଇଟି ସରକାରୀ ତଦନ୍ତକାରୀ ଏଜେନ୍ସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଫଳରେ ତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି।…

ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ ଇତିମଧ୍ୟରେ ଜିଏସ୍‌ଟି କାଉନସିଲ୍‌ର ଆସନ୍ତା ବୈଠକର ଏଜେଣ୍ଡା ପ୍ରସ୍ତୁତିରେ ଲାଗିପଡ଼ିଛି। ଏହି ଏଜେଣ୍ଡାରେ ଉକ୍ତ…

୧୦୫୦ କୋଟିରେ ବିଗ୍‌ ଏଫ୍‌ଏମ୍‌କୁ ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୨୮-୫: ଋଣରେ ବୁଡ଼ି ରହିଥିବା ଉଦ୍ୟୋଗପତି ଅନିଲ ଅମ୍ବାନୀ ବିଗ ଏଫ୍‌ଏମ୍‌ ଚଳାଉଥିବା ରିଲାଏନ୍ସ ବ୍ରଡ୍‌କାଷ୍ଟ ନେଟ୍‌ଓ୍ବର୍କ(ଆର୍‌ବିଏନ୍‌)କୁ ବିକ୍ରି କରିଦେବେ। ପ୍ରାୟ ୧୦୫୦ କୋଟି ଟଙ୍କାରେ ଜାଗରଣ ପ୍ରକାଶନ ସଂସ୍ଥା ଏହାକୁ କିଣିବ ବୋଲି ଜଣାପଡିଛି। ଏ ସମ୍ପର୍କରେ ଦିନେ ଦୁଇଦିନ…

ଡିଜିଟାଲ ପେମେଣ୍ଟରେ ଧମାକା କରିବ ଜିଓର ପିଓଏସ୍‌

ମୁମ୍ବାଇ,୨୮-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ ଲଞ୍ଚତ୍ଙ୍ଗ୍‌ରୁ ପେମେଣ୍ଟ କମ୍ପାନୀଙ୍କ ମଧ୍ୟରେ କିରାନା ଷ୍ଟୋର୍‌ସକୁ ନେଇ ଲଢ଼େଇ ହେବ। ଏହାଦ୍ୱାରା ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ରିଲାଏନ୍ସ ଜିଓ ଦ୍ୱାରା ଏକ ଧମାକା ହେବାକୁ ଯାଉଛି। ପିଓଏସ୍‌ ଅଥବା…

ପାତ୍ରପଡାରେ ଶ୍ରୀ ଦୁର୍ଗାର ନୂଆ ଶୋ’ରୁମ

ଭୁବନେଶ୍ୱର,୨୭-୫: ଦକ୍ଷିଣ ଓଡିଶାର ପ୍ରମୁଖ ଶାଢି ଏବଂ ଗାର୍ମେଣ୍ଟ ରିଟେଲର ଶ୍ରୀ ଦୁର୍ଗା ସ୍ଥାନୀୟ ପାତ୍ରପଡାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ବ୍ରହ୍ମପୁରରେ ଏହା ପ୍ରଥମ ଶୋ’ରୁମ ଖୋଲିଥିବା ବେଳେ ଭୁବନେଶ୍ୱରର ରାଜମହଲ ପରେ ଏହା ତୃତୀୟ ଶୋ’ରୁମ । ନୂଆ…

ସାଓମିର ନୂଆ ରେଡମି ନୋଟ ୭ ଏସ୍‌

ଭୁବନେଶ୍ୱର,୨୭-୫: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି ପକ୍ଷରୁ ନୂଆ ରେଡମି ନୋଟ ୭ ଏସ୍‌ ବଜାରକୁ ଆସିଛି। ଏଥିରେ ୪୮ ଏମ୍‌ପି କ୍ୟାମେରା ସ୍ଥାନିତ ହୋଇଛି। କ୍ରିଓ ପ୍ରୋସେସିଂ ବ୍ୟତୀତ କ୍ୟାଲକମ୍‌ ସ୍ନାପଡ୍ରାଗନ ୬୬୦ ଭଳି ଅନ୍ୟ ଫିଚର ଏଥିରେ ରହିଛି।…

ହୋଣ୍ଡା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷ ସାମିଲ

ଭୁବନେଶ୍ୱର,୨୭-୫: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ମତଦାନ ସଚେନତତା ଲାଗି ଗ୍ରହଣ କରାଯାଇଥିବା ଆକ୍ଟିଭ ଇଣ୍ଡିଆ କ୍ୟାମ୍ପେନରେ ୬୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଛନ୍ତି। ଆକ୍ଟିଭ ଇଣ୍ଡିଆନ ଭାବେ ‘କୋଇ ସିଟ୍‌ ନ ଯାଏ…

ଏସ୍‌ବିଆଇ ୟୁନୋ ଶ୍ରୀତତ୍ତ୍ୱ ସହଭାଗିତା

ଭୁବନେଶ୍ୱର,୨୭ -୫: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ୟୁନୋ ଏବଂ ଆର୍ଟ ଅଫ୍‌ ଲିଭିଙ୍ଗର ଏଫ୍‌ଏମ୍‌ସିଜି ଶାଖା ଶ୍ରୀତତ୍ତ୍ୱ ଷ୍ଟ୍ରାଟେଜିକ ସହଭାଗିତାରେ ସାମିଲ ହୋଇଛନ୍ତି। ଏହା ଦ୍ୱାରା ଶ୍ରୀତତ୍ତ୍ୱର ଖାଦ୍ୟ, ସ୍ବାସ୍ଥ୍ୟ ସାମଗ୍ରୀ, ପର୍ସନାଲ କେୟାର ପ୍ରଡକ୍ଟ, ଘରୋଇ ଉପକରଣ ଭଳି…

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧିି

ନୂଆଦିଲ୍ଲୀ,୨୭-୫: ୨୦୦୪ ପରଠାରୁ ଦେଶରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିର୍ବାଚନର ପ୍ରଭାବ ବର୍ତ୍ତମାନ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥିଯୋଗୁ ବଜାର କିଛି ମାସ ଧରି ଅସ୍ଥିର ରହିଛି। ତେବେ ସମ୍ପତ୍ତି ସୃଷ୍ଟି ଲାଗି ଆଗ୍ରହୀ…

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ ତା’ର ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରଳ ଶୁଣାଣି କରି ଏୟାର ଏସିଆ ବିମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri