ଜୁନ ୧୩ରେ ଜଲାନ କମିଟିର ବୈଠକ
ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପରବର୍ତ୍ତୀ ବୈଠକ ଜୁନ୍ ୧୩ରେ ବସିବ ବୋଲି ଅର୍ଥ ସଚିବ ସୁଭାଷ…
ଆମାଜନରୁ କିଣିହେବ ଫାଷ୍ଟାଗ୍
ନୂଆଦିଲ୍ଲୀ,୩୧-୫: ଫାଷ୍ଟାଗ୍ ଏବେ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଉପଲବ୍ଧ ହେବ। ଟୋଲ ପ୍ଲାଜାଗୁଡ଼ିକରେ ଟୋଲ୍ ଟିକସ ଦେବା ସମୟରେ ଲମ୍ବା ଲାଇନର ସମ୍ମୁଖୀନ ହେଉଥିବା ଗାଡ଼ିଗୁଡ଼ିକ ପାଇଁ ଫାଷ୍ଟାଗ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଷ୍ଟ୍ରୀୟ ହାଇଓ୍ବେଜ ଅଥରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ)ର ନିଷ୍ପତ୍ତି…
ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍ରେ ରଖିବ
ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍ ୨୭ ତାରିଖ ଯାଏ ବୃଦ୍ଧି କରିଛନ୍ତି। ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ କେଉଁ ଜେଲ୍ରେ…
ପୂର୍ବତଟ ରେଳପଥ ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା
ଭୁବନେଶ୍ୱର,୩୦-୫: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା ଭାବେ ରବି ଶଙ୍କର ମିତ୍ର ଯୋଗ ଦେଇଛନ୍ତି। ସେ ଭାରତୀୟ ରେଳବାଇ ଆକାଉଣ୍ଟସ ସେବାର ୧୯୮୭ ବ୍ୟାଚ୍ ଅଧିକାରୀ। ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ସେ ଗୌହାଟିସ୍ଥିତ ଉତ୍ତର ସୀମାନ୍ତ…
ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିଲେ ଆଇଟିସି ଅଧ୍ୟକ୍ଷ
ଭୁବନେଶ୍ୱର,୩୦-୫: ଆଇଟିସି ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ ଉତ୍ସବ ପରେ ସାକ୍ଷାତ କରିଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ଆଇଟିସି ପକ୍ଷରୁ ୫ କୋଟି ଟଙ୍କାର ଏକ ଚେକ୍ ମୁଖ୍ୟ ମନ୍ତ୍ରୀଙ୍କୁ ପୁରୀ ପ୍ରଦାନ…
ରିୟଲ ଇଷ୍ଟେଟ ଲାଗି ଆସୁଛି ରେଣ୍ଟାଲ ପଲିସି
ନୂଆଦିଲ୍ଲୀ,୩୦-୫: ରିୟଲ ଇଷ୍ଟେଟ୍ ସେକ୍ଟର ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ନୂଆ ରେଣ୍ଟାଲ ପଲିସୀ ଆଣିବାକୁ ଯାଉଛନ୍ତି। ଭଡ଼ା ସୂତ୍ରରେ ଘରୁ ମିଳୁଥିବା ଲାଭ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଦେବାକୁ ସରକାର ବିଚାର କରୁଛନ୍ତି। ନିବେଶକୁ…
ଜିଏସ୍ଟି ଫାଙ୍କି ମାମଲା; ଅଧିକାରୀଙ୍କ କ୍ଷମତାର ସମୀକ୍ଷା କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦-୫: ସୁପ୍ରିମକୋର୍ଟ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି) ଫାଙ୍କି ଅଭିଯୋଗରେ ଟିକସ ଅଧିକାରୀଙ୍କ ଦ୍ୱାରା ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିବାର ଅଧିକାର ରହିଛି କି ନା ତାହାର ସମୀକ୍ଷା କରିବେ। ଟିକସ ଅଧିକାରୀଙ୍କ ଅଧିକାରକୁ ନେଇ ସର୍ବୋଚ୍ଚ ଅଦାଲତରେ ମାମଲା ଦାଏର…
କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍ ଦେଲା ଆମେରିକା
ଓ୍ବାଶିଂଟନ,୩୦ -୫: ଆମେରିକା ଏହାର କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍ ଦେଇଛି। ତେବେ ଚାଇନାର ମୁଦ୍ରା ଏବେ ମଧ୍ୟ ଏହି ତାଲିକାରେ ରହିଛି। ଏସିଆର ଦେଶଗୁଡ଼ିକ ଦୁର୍ବଳ ହୋଇଥିବା ନିଜର ମୁଦ୍ରାକୁ ଦୃଢ଼ କରିବାକୁ ପଦକ୍ଷେପ ନେବାକୁ ଏହା…
ଆଜି କୋର୍ଟରେ ହାଜର ହେବେ ନୀରବ ମୋଦି
ନୂଆଦିଲ୍ଲୀ,୩୦-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଗୁରୁବାର ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଅଦାଲତରେ ହାଜର କରାଯିବ। ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍ବି ମହାଠକେଇ ମାମଲାରେ ଭାରତକୁ ପ୍ରତ୍ୟର୍ପଣ କରାଯିବା ନେଇ ଶୁଣାଣି ହେଉଛି। ଇତିମଧ୍ୟରେ ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍…
ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଅପାଠୁଆଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ
ଜୟପୁର,୩୦-୫: ରାଜସ୍ଥାନ ହାଇକୋର୍ଟ ଅପାଠୁଆ ଡ୍ରାଇଭରଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାସ୍ତା କଡରେ ଦର୍ଶାଯାଇଥିବା ନିର୍ଦ୍ଦେଶ, ସାଇନ୍ ବୋର୍ଡ ଅଥବା ସତର୍କ ଚେତାବନୀ ପଢି ପାରୁ ନ…
ଏନ୍ଡିଏ ସରକାର ବିକିବେ ଶସ୍ତା ଏସି
ନୂଆଦିଲ୍ଲୀ,୩୦-୫: ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ଶସ୍ତା ଦରରେ ଲୋକଙ୍କୁ ଏସି ଯୋଗାଇବେ। ସରକାର ଦେଶବାସୀଙ୍କୁ ବଜାର ମୂଲ୍ୟଠାରୁ ୧୫ରୁ ୨୦ ପ୍ରତିଶତ ଶସ୍ତାରେ ଏସି କିଣିବାର ସୁଯୋଗ ଦେବେ। ଏହାକୁ ସରକାରୀ କମ୍ପାନୀ ଇଇଏସ୍ଏଲ୍ ଲଞ୍ଚ କରିବ। ନିଜ…
ଚାଷୀଙ୍କ ପାଇଁ ଆସିବ ପେନସନ ବ୍ୟବସ୍ଥା
ନୂଆଦିଲ୍ଲୀ,୩୦-୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍ ଜରିଆରେ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୧୨ କୋଟି ଚାଷୀ ପରିବାରଙ୍କୁ ସହାୟତା ପ୍ରଦାନ କରିବା ପରେ ଏବେ ନରେନ୍ଦ୍ର ମୋଦି ସରକାର ଅନ୍ନଦାତାଙ୍କ ପାଇଁ ଆଉ ଏକ ବୃହତ ଯୋଜନା ଆଣିବାକୁ…
Archives


