ଚାଇନାରୁ ଭାରତକୁ ଆସୁଛି ଜୁଏଲାରୀ କମ୍ପାନୀ
ନୂଆଦିଲ୍ଲୀ,୩୧-୭: ଆମେରିକା ସହ ଜାରି ଟ୍ରେଡ୍ ଓ୍ବାର୍ ଯୋଗୁ ଏବେ ଶୀର୍ଷ ଜୁଏଲାରୀ କମ୍ପାନୀ ନିଜର କାରଖାନାକୁ ଚାଇନାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଡସଇଣ୍ଡ ବ୍ୟାଙ୍କ ସିଇଓ ରମେଶ ସୋବ୍ତୀ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ, ଜେମ୍ସ ଆଣ୍ଡ ଜୁଏଲାରୀ କ୍ଷେତ୍ରରେ…
ଅବସର ନେଲେ ଅଜୀମ ପ୍ରେମଜୀ
ନୂଆଦିଲ୍ଲୀ,୩୧-୭: ଦୀର୍ଘ ୫୩ ବର୍ଷ ଧରି ଓ୍ବିପ୍ରୋ ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଅଜିମ ପ୍ରେମଜୀ ମଙ୍ଗଳବାର ଅବସର ନେଇଛନ୍ତି। ଆଜିର ଦିନରେ ସେ ଅବସର ନେବେ ବୋଲି ପୂର୍ବରୁ ସେ ଘୋଷଣା କରିସାରିଥିଲେ। ବୁଧବାର ତାଙ୍କ ପୁତ୍ର ରିଷଦ…
ନିଯୁକ୍ତି ହ୍ରାସ କରାଯିବ ନାହିଁ: ରେଲଓ୍ବେ
ନୂଆଦିଲ୍ଲୀ,୩୧-୭: ରେଲଓ୍ବେରେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ତେବେ ନିୟମିତ କାର୍ଯ୍ୟଧାରାର ସମୀକ୍ଷା ଲାଗି ଜୋନାଲ କାର୍ଯ୍ୟାଳୟଗୁଡ଼ିକୁ ପତ୍ର ଲେଖାଯାଇଛି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି। ୫୫ ବର୍ଷରୁ ଊର୍ଦ୍ଧ୍ୱ ଅଥବା ୩୦ ବର୍ଷ କାର୍ଯ୍ୟ କରିସାରିଥିବା ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ…
ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ
ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ବ୍ୟାପାର କମିଟି ବୈଠକରେ ମଙ୍ଗଳବାର ଏ…
୬୪.୩୭ ବିଲିୟନ ଡଲାର ଏଫ୍ଡିଆଇ ଆସିଛି
ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍ଡିଆଇ ଆସିଛି, ଯାହା କି ଅଦ୍ୟାବଧି ସର୍ବାଧିକ। ଡିପାର୍ଟମେଣ୍ଟ ଫର୍ ପ୍ରମୋଶନ ଅଫ୍ ଇଷ୍ଟଷ୍ଟ୍ରିଜ ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ…
ଲୋକ ସଭାରେ ଓ୍ବେଜେସ୍ କୋଡ୍ ବିଲ୍ ଅନୁମୋଦିତ
ନୂଆଦିଲ୍ଲୀ,୩୧-୭: ଲୋକ ସଭାରେ ମଙ୍ଗଳବାର ଓ୍ବେଜେସ୍ କୋଡ୍ ବିଲ୍ ଅନୁମୋଦନ ଲାଭ କରିଛି। ଫଳରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ ସୁବିଧା ହେବ। ଏହାଛଡ଼ା ସେମାନଙ୍କୁ ପାରିଶ୍ରମିକ/ଦରମା ମିଳିବାରେ ହେଉଥିବା ବିଳମ୍ବ ସମ୍ପର୍କରେ ସହଜରେ ନିଷ୍ପତ୍ତି ନେଇହେବ। ଏହି ବିଲ୍…
ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍ ଲୋକ ସଭାରେ ପାସ୍
ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍ ମଙ୍ଗଳବାର ଲୋକସଭାରେ ପାସ୍ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଲ୍ କାର୍ଯ୍ୟକାରୀ ହେଲେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ହେବ। ବର୍ତ୍ତମାନ…
ଏସ୍ବିଆଇ ଜମା ସୁଧ ହାର ହ୍ରାସ
ନୂଆଦିଲ୍ଲୀ,୩୦-୭: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍ବିଆଇ ଜମା ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ସୋମବାର ବ୍ୟାଙ୍କ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ସ୍ବଳ୍ପ ମିଆଦିର ୧୭୯ ଦିନ ପାଇଁ ସାବଧି ଜମା ଉପରେ ୫୦ରୁ…
ଷ୍ଟକ୍ ମାର୍କେଟକୁ ଆସିବ ଏଲ୍ଆଇସି
ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍ଆଇସି)କୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ ମାତ୍ରାରେ ଅର୍ଥ ଯୋଗାଡ କରିବା ଲାଗି ସରକାର ବଦ୍ଧ ପରିକର। ଏହାର ଅଂଶ ସ୍ବରୂପ…
ଶୁକ୍ରବାର ସୁପ୍ରିମକୋର୍ଟରେ ମାଲ୍ୟା ମାମଲାର ଶୁଣାଣି
ନୂଆଦିଲ୍ଲୀ,୩୦-୭: ସମ୍ପତ୍ତି ବାଜ୍ୟାପ୍ତ କରିବା ଉପରେ ରହିତାଦେଶ ଜାରି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ହେବ। ନିମ୍ନ ଅଦାଲତ ପକ୍ଷରୁ ତାଙ୍କର ଓ ତାଙ୍କ ପରିବାରର ସମ୍ପତ୍ତି ବାଜ୍ୟାପ୍ତ…
ଛଟେଇ ହେବେ ୩ଲକ୍ଷ ଅପାରଗ ରେଲଓ୍ବେ କର୍ମଚାରୀ
ନୂଆଦିଲ୍ଲୀ,୨୨-୭: କାମରେ ଫାଙ୍କୁଥିବା ଅଥବା ଅପାରଗ ରେଲଓ୍ବେ କର୍ମଚାରୀ ବିଦା ହେବେ। ଜୋନାଲ ଅଫିସ୍କୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୫୫ବର୍ଷ ଟପିଯାଇଥିବା ଅଥବା ୨୦୨୦ ପ୍ରଥମ ତ୍ରୈମାସ ସୁଦ୍ଧା ରେଲଓ୍ବେରେ ୩୦…
ରେପୋ ରେଟ୍ ହ୍ରାସର ସଙ୍କେତ ଦେଲେ ସୀତାରାମନ୍
ନୂଆଦିଲ୍ଲୀ,୩୦-୭: ଅଗଷ୍ଟ ପ୍ରଥମ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଏହାପୂର୍ବରୁ ରେପୋ ରେଟ୍ ହ୍ରାସ ପାଇବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଙ୍କେତ ଦେଇଛନ୍ତି। ମିିଡିଆ ସହ ଆଲୋଚନା କାଳରେ ସେ କହିଛନ୍ତି…
Archives


