ବାଣିଜ୍ୟ

ରେକର୍ଡ ନିମ୍ନ ସ୍ତରକୁ ଖସିଲା ମାନୁଫାକ୍ଚରିଂ

ନୂଆଦିଲ୍ଲୀ,୫।୫:ବର୍ତ୍ତମାନ କରୋନାକୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱରେ ଆର୍ଥତ୍କ କାର୍ଯ୍ୟକଳାପ ବନ୍ଦ ରହିଛି। ଏଭଳି ସ୍ଥିତିରେ ଏପ୍ରିଲରେ ଦେଶର ମାନୁଫାକ୍ଚରିଂ କାର୍ଯ୍ୟକଳାପ ରେକର୍ଡ ନିମ୍ନ ସ୍ତରକୁ…

6 years ago

କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୩.୧୦ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୪। ୫: ଦେଶର ପୁଞ୍ଜିବଜାର କାରବାର ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ମଧ୍ୟ ଦେଶର ୧୦ ପ୍ରମୁଖ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ଗତ ସପ୍ତାହରେ…

6 years ago

ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ ନେଇ ଯୋଜନା

ନୂଆଦିଲ୍ଲୀ,୪। ୫: ଭାରତକୁ ଏକ ମାନ୍ୟୁଫାକଚରିଂ ହବ୍‌ରେ ରୂପାନ୍ତରିତ କରିବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏବେ ଯୋଜନା ହାତକୁ ନେଇଛି। ସମ୍ଭାବନା ଥିବା କ୍ଷେତ୍ରଗୁଡିକୁ…

6 years ago

ଲକ୍‌ଡାଉନରେ ଏମ୍‌ଜିଏନ୍‌ଆର୍‌ଇଜିଏରୁ ରୋଜଗାର

ନୂଆଦିଲ୍ଲୀ,୪। ୫: ଲକ୍‌ଡାଉନ ସମୟରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ମହାତ୍ମା ଗାନ୍ଧୀ ନ୍ୟାଶନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି(ଏମ୍‌ଜିଏନ୍‌ଆର୍‌ଇଜିଏ)ଦ୍ୱାରା…

6 years ago

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ ବୋଲି…

6 years ago

ଆୟକର ରିଫଣ୍ଡ ଆଳରେ ହୋଇପାରେ ଠକେଇ

ନୂଆଦିଲ୍ଲୀ,୪। ୫: ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଲୋକଙ୍କୁ ରିଫଣ୍ଡ ଜାରି କରାଯାଉଛି। ଏଭଳି ସମୟରେ ସାଇବର ଠକେଇ ମାମଲା ବଢିଥିବା ନଜରକୁ ଆସିଛି। ସାଇବର ଅପରାଧ…

6 years ago

ଷ୍ଟାର୍ଟଅପ୍‌ଗୁଡ଼ିକୁ ସହାୟତା ଲାଗି ଦାବି

ଭୁବନେଶ୍ୱର,୪। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଷ୍ଟାର୍ଟ ଅପ୍‌ଗୁଡିକୁ ସହାୟତା ପ୍ରଦାନ କରିବା ଲାଗି ଟାଇ ଭୁବନେଶ୍ୱର ପକ୍ଷରୁ ଦାବି କରାଯାଇଛି। ଷ୍ଟାର୍ଟ ଅପ୍‌ କମ୍ପାନୀଗୁଡିକର କାରବାର…

6 years ago

ସିକେପି ସମବାୟ ବ୍ୟାଙ୍କ ବିରୋଧରେ କଟକଣା

ନୂଆଦିଲ୍ଲୀ,୪। ୫: ବ୍ୟାଙ୍କଗୁଡ଼ିକରେ ଟଙ୍କା ରଖିବା ସୁରକ୍ଷିତ ବୋଲି ବିଚାର କରାଯାଇଥାଏ। ହେଲେ ବର୍ତ୍ତମାନ ଏମିତି କିଛି ଘଟଣା ଘଟୁଛି ଯାହା ଲୋକଙ୍କର ବ୍ୟାଙ୍କ ବ୍ୟବସ୍ଥାକୁ ନେଇ…

6 years ago

ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର ଆସିବାକୁ…

6 years ago

ଆର୍ଥତ୍କ ପ୍ୟାକେଜ ନେଇ ମାନସ ମନ୍ଥନ

  ନୂଆଦିଲ୍ଲୀ,୩। ୫: କୋଭିଡ୍‌-୧୯ ଲାଗି ସାରା ଦେଶରେ ଅଚଳାବସ୍ଥା ଲାଗି ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଦ୍ୱିତୀୟ ପ୍ୟାକେଜ ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

6 years ago