ବାଣିଜ୍ୟ

୬୦ ବର୍ଷରେ ପ୍ରଥମ ଥର ଏସିଆ ଅଭିବୃଦ୍ଧି କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୧୭।୪: ଗତ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଏସିଆର ଅଭିବୃଦ୍ଧି ହାର କ୍ଷତିଗ୍ରସ୍ତ ହେବ ବୋଲି ଆଇଏମ୍‌ଏଫ୍‌ କହିଛି। ଏହି ଅଞ୍ଚଳର ସର୍ଭିସ ସେକ୍ଟର ଏବଂ…

6 years ago

ଚାଇନିଜ ଆପ୍‌ ଓ୍ବିଚାର୍ଟକୁ ଟକ୍କର ଦେବାକୁ ପ୍ରସ୍ତୁତି; ଏକାଠି ହେବେ ରିଲାଏନ୍ସ, ଫେସବୁକ

ନୂଆଦିଲ୍ଲୀ,୧୭।୪ : ଚାଇନାର ସୁପର ଆପ୍ଲିକେଶନ ଓ୍ବିଚାର୍ଟକୁ ଟକ୍କରଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଭଳି ନୂଆ ମଲ୍ଟିପରପସ ଆପ୍‌ ପ୍ରସ୍ତୁତି କରିବା ଲାଗି ଏବେ ମୁକେଶ ଅମ୍ବାନୀଙ୍କ…

6 years ago

କରୋନା ପ୍ରଭାବ ସମୀକ୍ଷା କଲେ ସରକାର

ନୂଆଦିଲ୍ଲୀ,୧୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସହିଥିବା କ୍ଷତିର ସମୀକ୍ଷା କରିଛନ୍ତି। ଭୂତାଣୁ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକୁ ଆଉ…

6 years ago

ଅଭିବୃଦ୍ଧି ୧.୧ % ରହିବ:ଏସ୍‌ବିଆଇ ରିସର୍ଚ୍ଚ

ବ୍ରିଟେନର ପ୍ରମୁଖ ଏଜେନ୍ସି ଭାରତର ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦% ରହିବ ବୋଲି ପୂର୍ବାନୁମାନରେ କହିଛି। ପୂର୍ବରୁ ହୋଇଥିବା ଅନୁମାନରେ ଭାରତ ୨.୫% ଅଭିବୃଦ୍ଧି…

6 years ago

ମାନ୍ଦାବସ୍ଥା ସତ୍ତ୍ୱେ ତ୍ୱରିତ ହେବ ଭାରତର ବିକାଶ ହାର: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୭।୪:କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱକୁ କ୍ଷତିଗ୍ରସ୍ତ କରିଛି। ସାରା ବିଶ୍ୱରେ ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଛି। ବିକଶିତ କିମ୍ବା ଅଭିବୃଦ୍ଧିଶୀଳ ଅର୍ଥ…

6 years ago

ଭାରତର ଲକ୍‌ଡାଉନ ପଦକ୍ଷେପକୁ ପ୍ରଶଂସା

ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍‌ଏଫ୍‌ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି। ବିଶ୍ୱ…

6 years ago

ଜାରି ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ ଆବଶ୍ୟକତାକୁ…

6 years ago

ପାଇକାରୀ ମୁଦ୍ରାସ୍ଫୀତି ୧%କୁ ହ୍ରାସ

ନୂଆଦିଲ୍ଲୀ,୧୬ା୪: ପାଇକାରୀ ମୂଲ୍ୟସୂଚୀ (ଡବ୍ଳ୍ୟୁପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ମାର୍ଚ୍ଚରେ ୧%କୁ ହ୍ରାସ ଘଟିଛି। ଏହା ଫେବୃୟାରୀରେ ୨.୨୬% ରହିଥିଲା ବୋଲି ସରକାର ପ୍ରକାଶ କରିଥିବା ଡାଟାରୁ ସାମ୍ନାକୁ…

6 years ago

୩୪.୫୭% ଖସିଲା ରପ୍ତାନି

ନୂଆଦିଲ୍ଲୀ,୧୬ା୪:ଚଳିତ ବର୍ଷ ମାର୍ଚ୍ଚରେ ଭାରତର ରପ୍ତାନି ୩୪.୫୭%ହ୍ରାସ ଘଟି ୨୧.୪୧ ବିଲିୟନ ଡଲାରକୁ ଖସି ଆସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ କଥା ବିଚାର କରିଲେ ଏହା ୪.୭୮%…

6 years ago

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଇପିଏସ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬ା୪: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ (ଏଇପିଏସ୍‌) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏକ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ…

6 years ago