ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍ ବସ୍, ଟ୍ରେନ୍ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା ରହିଛି।…
ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ମଙ୍ଗଳବାର…
ନୂଆଦିଲ୍ଲୀ,୭।୫: ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍ ଟି)ର ବାର୍ଷିକ ରିଟର୍ନ ଫାଇଲ କରିବା ଶେଷ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି। ଏହା…
ଭୁବନେଶ୍ୱର,୭।୫: ଲକ୍ଡାଉନ ସମୟରେ ଓପୋଲଫେଡ୍ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଣଧାରା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହା ହୋମ୍ ଡେଲିଭରି ସେବା ଯୋଗାଣ ଦ୍ୱାରା…
ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି…
ଭୁବନେଶ୍ୱର,୬।୫: ବର୍ତ୍ତମାନ ଲକ୍ଡାଉନ ଜାରି ରହିଛି। କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବା ବେଳେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ କରୁଥିବା ଶୋ’ରୁମ୍ଗୁଡ଼ିକ ଖୋଲିବାକୁ ସରକାର ଅନୁମତି…
ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ଲୋକଙ୍କ…
ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍(ଜେଏସ୍ପିଏଲ୍) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଇସ୍ପାତ…
ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ ସାନିଟାଇଜ…
ନୂଆଦିଲ୍ଲୀ,୬।୫: ଲକ୍ଡାଉନ ସମୟରେ ବିଭିନ୍ନ ଜନଔଷଧି କେନ୍ଦ୍ରରୁ ଲୋକମାନେ ହ୍ବାଟ୍ସଆପ୍ ଏବଂ ଇ-ମେଲ୍ ଜରିଆରେ ଔଷଧ ମଗାଇପାରିବେ। ସରକାର ମଙ୍ଗଳବାର ଏ ନେଇ ନୂଆ ଗାଇଡ୍ଲାଇନ ଜାରି…