ବାଲେଶ୍ୱର ଅଫିସ,୨୦।୧୧: ଶୁଭ୍ରାଂଶୁ ଓ ଦେବସ୍ମିତାଙ୍କ ମଧ୍ୟରେ ଦୀର୍ଘ ୮ ବର୍ଷର ପ୍ରେମ ସମ୍ପର୍କ। ପରସ୍ପରକୁ ଭଲ ପାଇ ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ। ସେମାନଙ୍କ ଅନାବିଳ ପ୍ରେମକୁ ଦେଖି ଉଭୟଙ୍କ ପରିବାର ଲୋକ ମଧ୍ୟ ବିବାହ...
ସିମୁଳିଆ,୧୯ା୧୧(ଡି.ଏନ୍.ଏ.): ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନରେ ଶନିବାର ସିମୁଳିଆର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ୩ ଦଫା ଦାବି ନେଇ ଶିକ୍ଷକ ଭବନ ପରିସରରେ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୪୫ଜଣ...
ସିମୁଳିଆ,୧୯ା୧୧(ଡି.ଏନ୍.ଏ.): ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଅନ୍ଲାଇନ୍ ଠକେଇ ସମ୍ପର୍କରେ ସଚେତନତା ପ୍ରକାଶ ପାଉଛି। ଏହା ପରେ ମଧ୍ୟ ଲୁଟେରାଙ୍କ କବଳରୁ ନିସ୍ତାର ମିଳୁନାହିଁ। କ୍ରେଡିଟ୍ କାର୍ଡରୁ ୭୦ ହଜାର ଟଙ୍କା ଗାଏବ ପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା...
Archives
Model This Week
ପିଲାଙ୍କ ଧରିତ୍ରୀ