Categories: ଜାତୀୟ

ବେଡ୍‌ ଓଦା କରିବାରୁ ନାବାଳକକୁ ନିର୍ଯ୍ୟାତନା ଦେଲେ ଦମ୍ପତି

ଥାନେ,୧।୩ : ମହାରାଷ୍ଟ୍ରର ଥାନେ ସହରରେ ବେଡ୍‌ ଓଦା କରିବା କାରଣରୁ ଜଣେ ୯ ବର୍ଷୀୟ ନାବାଳକ ଉପରେ ଅକଥନିୟ ଅତ୍ୟାଚାର କରିଛନ୍ତି ଜଣେ ପୁରୁଷ ଓ ତାଙ୍କ ଦ୍ୱିତୀୟ ପତ୍ନୀ। ଏପରି କି ନାବାଳକଙ୍କ ପ୍ରାଇଭେଟ ପାଟର୍‌ସରେ ଚେଙ୍କ ଦିଆଯାଇଛି। ଏ ସମ୍ପର୍କରେ ଅଭିଯୁକ୍ତଙ୍କ ପ୍ରଥମ ପତ୍ନୀ ତଥା ପୀଡ଼ିତଙ୍କ ମା’ ପୋଲିସରେ ଅଭିଯୋଗ କରିଛନ୍ତି। ଏ ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

Share