ଜାହାଜରେ ନିଆଁ

ଭିକ୍ଟୋରିଆ,୨୪।୧୦: ବ୍ରିଟିଶ କଲମ୍ବିଆ ଉପକୂଳରେ ଖଣିଜ ରାସାୟନିକ ପଦାର୍ଥ ନେଇ ଯାଉଥିବା ଏକ କଣ୍ଟେନର ଜାହାଜରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ବାହାରୁଥିବା ବିଷାକ୍ତ ଗ୍ୟାସ ପରିବେଶ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଆମେରିକାର ତଟରକ୍ଷୀ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା କାନାଡିଆନ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ୧୬ଜଣ କ୍ରିଉଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫ଜଣ କ୍ରିଉ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ପାରି ନଥିବା ଏମଭି ଜିମ କିଙ୍ଗଷ୍ଟନର କାନାଡା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି । ଏଥିରେ ଦଶଟି ପାତ୍ର ଜଳୁଥିଲା ବୋଲି ଜଣାପଡ଼ିଛି। ନାବିକମାନଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଏଡିଟରଙ୍କ ବିରୋଧରେ ଦେଶଦ୍ରୋହ

ହଂକଂ,୩୦।୧୨: ହଂକଂର ଦୁଇଜଣ ପୂର୍ବତନ ସମ୍ପାଦକ(ଏଡିଟର)ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦେଶ ବିରୋଧୀ ଲେଖା ପ୍ରକାଶ କରିବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡ...

ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି...

ଗାଜା ଆକ୍ରମଣ: ନିହତ ହେଲେଣି ୯୦

ଗାଜା ସିଟି,୧୪ା୫:ଇସ୍ରାଏଲ୍‌ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିଛି। ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୭ ଶିଶୁ ଓ ୭ ମହିଳାଙ୍କ...

କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଶିଶୁକନ୍ୟାକୁ ଜନ୍ମଦେଲେ

ନୂଆଦିଲ୍ଲୀ,୨୦।୧୨: ଆମେରିକାରେ ଜଣେ ମହିଳା ଟେସଲା ଇଲେକ୍ଟ୍ରିକ୍‌ କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଆଗ ସିଟ୍‌ରେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ସେପ୍ଟେମ୍ବର ୯...

ମାଟି ତଳୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବୋମା: ଭୟରେ ରାସ୍ତାରେ ଦୌଡ଼ିଲେ ଲୋକେ

ବର୍ଲିନ୍‌,୧୪।୧: ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାକୁ ଇତିମଧ୍ୟରେ ୭୫ ବର୍ଷ ବିତିଛି। ତେବେ ଜର୍ମାନୀର ହାର୍ଡମୁଣ୍ଡ ସହରରେ ଲୋକେ ଏବେ ବି ଭୟରେ ଜୀବନ...

‘ବାଜପେୟୀଙ୍କଠାରୁ କିଛି ଶିଖନ୍ତୁ ଇମ୍ରାନ’

ଇସଲାମାବାଦ,୯ା୪: ପାକିସ୍ତାନରେ ରାଜନୈତିକ ବିବାଦର କୌଣସି ଅନ୍ତ ନ ଥିବା ପରି ମନେହୁଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ଅଧିବେଶନ ଡକାଯାଇଛି, କିନ୍ତୁ ବିରୋଧୀମାନେ କହିଛନ୍ତି...

ଜାତିସଂଘ ଦେଲା ୩୩୨କୋଟି ସହାୟତା

ଜେନେଭା, ୨୩ା୯: ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରଠାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜାତିସଂଘ ଜରୁରିକାଳୀନ ପାଣ୍ଠିରୁ ୪୫ ମିଲିୟନ...

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌...

Advertisement
Archives

Model This Week