ଜାହାଜରେ ନିଆଁ

ଭିକ୍ଟୋରିଆ,୨୪।୧୦: ବ୍ରିଟିଶ କଲମ୍ବିଆ ଉପକୂଳରେ ଖଣିଜ ରାସାୟନିକ ପଦାର୍ଥ ନେଇ ଯାଉଥିବା ଏକ କଣ୍ଟେନର ଜାହାଜରେ ନିଆଁ ଲାଗିଯାଇଛି। ନିଆଁ ଲାଗିବା ପରେ ବାହାରୁଥିବା ବିଷାକ୍ତ ଗ୍ୟାସ ପରିବେଶ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଆମେରିକାର ତଟରକ୍ଷୀ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା କାନାଡିଆନ କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, ୧୬ଜଣ କ୍ରିଉଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫ଜଣ କ୍ରିଉ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ପାରି ନଥିବା ଏମଭି ଜିମ କିଙ୍ଗଷ୍ଟନର କାନାଡା ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି । ଏଥିରେ ଦଶଟି ପାତ୍ର ଜଳୁଥିଲା ବୋଲି ଜଣାପଡ଼ିଛି। ନାବିକମାନଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ଆମର ପ୍ରଥମ ବନ୍ଧୁ’

ମାଲେ,୨୯ା୯: ଭାରତ ପ୍ରତି ମୁହୂର୍ତ୍ତରେ ମାଳଦ୍ୱୀପକୁ ସହାୟତା ଯୋଗାଇ ଆସିଛି। ଏହି କଥାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ୧୯୮୮ରେ ଅପରେଶନ କାକଟସ୍‌ଠାରୁ ଆରମ୍ଭ...

୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି...

ଇସଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର

ଇସଲାମାବାଦ,୧୦।୧୧: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଛି। ଅନେକ ସମାଲୋଚନା ପରେ ଇମ୍ରାନ ଖାନ ସରକାର ମନ୍ଦିର...

ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ୟାଙ୍କକ୍‌,୭ା୩: ନୋଭେଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀସଂଖ୍ୟା ଶୁକ୍ରବାର ଲକ୍ଷେ ଟପିଛି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର...

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ...

ଆମେରିକାରେ ପ୍ରଳୟଙ୍କରୀ ବାତ୍ୟା

ଓ୍ବାଶିଂଟନ,୧୧।୧୨: ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆମେରିକାର କେଣ୍ଟୁକି ସମେତ କେତେକ ରାଜ୍ୟ କ୍ଷତିିଗ୍ରସ୍ତ ହୋଇଛି। ବାତ୍ୟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି।...

ସଲମାନ ରଶ୍‌ଡିଙ୍କ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲେ ଆମେରିକା ଉପରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୮: ଲେଖକ ସଲମାନ ରଶ୍‌ଡିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଦୁଃଖ ପ୍ରକାଶ କରିଛନ୍ତି। ଲୋକମାନେ ବିନା ଭୟରେ ନିଜ...

ପାକିସ୍ତାନର ୨ ଦ୍ୱୀପ ଚାଇନା କବ୍‌ଜାରେ

ଇସଲାମାବାଦ, ୧୭।୧୦: ଭାରତକୁ ଘେରିବା ଲାଗି ଉଦ୍ୟମ କରୁଥିବା ପାକିସ୍ତାନକୁ ଚାଇନା ଉଚିତ ଶିକ୍ଷା ଦେଇଛି। ବନ୍ଧୁର ମୁଖାପିନ୍ଧି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ସହାୟତାରେ...

Advertisement
Archives

Model This Week