ବିନା କାର୍ଡରେ ଏଟିଏମ୍‌ରୁ ବାହାରିବ ଟଙ୍କା, ଏସ୍‌ବିଆଇ ପରେ ଏହି ବ୍ୟାଙ୍କ ଦେଉଛି ଏପରି ସୁବିଧା

ପ୍ରାୟତଃ ଦେଖାଯାଇଥାଏ ଗ୍ରାହକଙ୍କ ନିକଟରେ ଏଟିଏମ୍‌ କାର୍ଡ ନ ଥିବାରୁ ଟଙ୍କା ଉଠାଇ ପାରି ନ ଥାନ୍ତି। ମାତ୍ର ଏସ୍‌ବିଆଇ ସମେତ ଦେଶର ଅନେକ ବଡ଼ ବ୍ୟାଙ୍କ ଗ୍ରାହକଙ୍କୁ ବିନା କାର୍ଡରେ ନଗଦ ଟଙ୍କା ଉଠାଇବାକୁ ସୁବିଧା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ଏ କ୍ଷେତ୍ରରେ ଆଉ ଏକ ବ୍ୟାଙ୍କ ଯୋଡ଼ି ହୋଇଛି। ଏହା ହେଉଛି ଆରବିଏଲ୍‌ ନାମକ ଏକ ଘରୋଇ ବ୍ୟାଙ୍କ। ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଏହି ବ୍ୟାଙ୍କ ସୁବିଧା ଆଣିଛି। ବ୍ୟାଙ୍କ କହିଛି, ଏହା ଗ୍ଲୋବାଲ ଫାଇନାନ୍ସ ଟେକ୍ନୋଲୋଜି ପ୍ରଦାନକାରୀ କମ୍ପାନୀ ଆମ୍ପେଜ ପେମେଣ୍ଟ ସିଷ୍ଟମ ସହିତ ଚୁକ୍ତି କରିଛି।
ଆହୁରି ମଧ୍ୟ ବ୍ୟାଙ୍କ କହିଛି, ବର୍ତ୍ତମାନ ଏହାର ଗ୍ରାହକମାନେ ଆରବିଏଲ୍‌ ବ୍ୟାଙ୍କର କୁଇକ୍‌ ମନି ଟ୍ରାନ୍ସଫର ସେବା ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକର ୪୦ ହଜାରରୁ ଅଧିକ ଟଙ୍କା ଏଟିଏମ୍‌ରୁ ଡେବିଟ୍‌ କାର୍ଡ ବ୍ୟବହାର ନ କରି ଉଠାଇ ପାରିବେ। ଏହି ସୁବିଧା ପାଇବା ପାଇଁ ଗ୍ରାହକଙ୍କୁ ଆର୍‌ବିଏଲ୍‌ ବ୍ୟାଙ୍କର ମୋ’ ବ୍ୟାଙ୍କ ଆପ୍‌ରେ ଲଗ୍‌ ଇନ୍‌ କରିବାକୁ ପଡ଼ିବ। ଆଇଏମ୍‌ଟି ସହିତ ଏଟିଏମ୍‌ର ଅବସ୍ଥାନ ଦେଖିବାକୁ ପଡ଼ିବ। ଏହା ପରେ ଗ୍ରାହକମାନେ ବ୍ୟାଙ୍କର ଏଟିଏମ୍‌ ମେଶିନରୁ ପଞ୍ଜୀକୃତ ମୋବାଇଲ ନମ୍ବର ବ୍ୟବହାର କରି କାର୍ଡଲେସ୍‌ ପ୍ରତ୍ୟାହାର କରିବାରେ ସକ୍ଷମ ହେବେ।
ଆର୍‌ବିଏଲ ପୂର୍ବରୁ ଏସ୍‌ବିଆଇ ୟେନୋ ଆପ୍‌ ମାଧ୍ୟମରେ ଗ୍ରାହକଙ୍କ ଏହି ସୁବିଧା ଯୋଗାଇ ଆସୁଛି। ଆହୁରି କେତେକ ବ୍ୟାଙ୍କ ମଧ୍ୟ ବିନା କାର୍ଡରେ ଏଟିଏମ୍‌ରୁ ଟଙ୍କା ଉଠାଇବା ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri