୨୦୨୫ ସୁ୍‌ଦ୍ଧା ସଙ୍କଟ ଜନକ ହେବ ନିର୍ଗମନ, ଅନ୍ତଜାର୍ତୀୟ ଶକ୍ତି ଏଜେନ୍ସିର ଚେତାବନୀ…

ଓ୍ବାଶିଂଟନ,୨୭।୧୦ : ଭବିଷ୍ୟତରେ ବିପଦ ସମ୍ପର୍କରେ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଚେତାବନୀ ଦେଇଛି। ଏଜେନ୍ସିର ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ସୁଦ୍ଧା ବିଶ୍ୱର ଶକ୍ତି ନିର୍ଗମନ ସର୍ବାଧିକ ହେବ। ବାସ୍ତବରେ, ବିଶ୍ୱ ଶକ୍ତି ଏଜେନ୍ସି-୨୦୨୨ ରିପୋର୍ଟ ଗୁରୁବାର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ଏଥିରେ ବଢୁଥିବା ନିର୍ଗମନ ନେଇ ଚିନ୍ତାବ୍ୟକ୍ତ କରାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୩୦ ସୁଦ୍ଧା ନିର୍ଗମନ ୧୫ ପ୍ରତିଶତ ହ୍ରାସ ପାଇ ୩୧.୫ ଜିଟିରେ ପହଞ୍ଚିବ। ଏହା ବ୍ୟତୀତ ଆସନ୍ତା ସମୟରେ ଜୀବାଶ୍ମ ଇନ୍ଧନର ଚାହିଦା ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ କୋଇଲା, ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲର ଚାହିଦା ମଧ୍ୟ ଆସନ୍ତା କିଛି ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଏହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିବ।

Share