ଗ୍ରାମୀ ପୁରସ୍କାର ବିଜେତାଙ୍କ ପରଲୋକ

କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ବର୍ଟ ବାଚାରାଚଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କେବଳ ଗ୍ରାମି ନୁହେଁ ଓସ୍କାର ମଧ୍ୟ ଜିତିଛନ୍ତି। ସେ ହିଟ ଗୀତ ‘ଡୁ ୟୁ ନୋ ଦ ଓ୍ବେ ଟୁ ସାନ ଜୋସ’, ‘ଓ୍ବାକ୍‌ ଅନ୍‌ ବୟ’ ଭଳି ଅନେକ ସୁପରହିଟ୍‌ ଗୀତ ରଚନା କରିଥିଲେ। ବର୍ଟ ଆଠଥର ଗ୍ରାମି ଏବଂ ତିନିଥର ଓସ୍କାର ଜିତିଥିଲେ। ସେ ୧୯୭୦ରେ ଦୁଇଟି ଏବଂ ୧୯୮୨ରେ ଗୋଟିଏ ଓସ୍କାର ଜିତିଥିଲେ।

Share