ଭାଣିଜୀକୁ ବିବାହ କରିବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା!

ବଲିଉଡ୍‌ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଭୁ ଦେବା ରିଲେଶନ୍‌ସିପ୍‌କୁ ନେଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆଶିଛନ୍ତି। ପ୍ରଭୁ ପୁଣିଥରେ ପ୍ରେମରେ ପଡ଼ିଯାଇଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଗ୍ରୁପ୍‌ ଡ୍ୟାନ୍ସରଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁଙ୍କ ପାଇଁ ଏବେ ପରିଚୟର କୌଣସି ଆବଶ୍ୟକତା ନାହିଁ, ନାମ ହିଁ ଯଥେଷ୍ଟ। ସେ ୨୦୧୧ ମସିହାରେ ସ୍ତ୍ରୀ ରାମଲତାଙ୍କଠାରୁ ଅଲଗା ହୋଇଯାଇଥିଲେ।
ରିପୋର୍ଟ ଅନୁଯାୟୀ, ପ୍ରଭୁ ନିଜ ଭାଣେଜୀକୁ ଡେଟ୍‌ କରୁଛନ୍ତି। ତାଙ୍କୁ ଶୀଘ୍ର ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି। ହେଲେ ଏ ନେଇ ପ୍ରଭୁ କିମ୍ବା ତାଙ୍କ ଟିମ୍‌ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବରିଷ୍ଠ ନେତାଙ୍କ ପରଲୋକ, ରାଜନୈତିକ ମହଲରେ ଶୋକ

ନୂଆଦିଲ୍ଲୀ,୩।୩: ହୋଲି ପୂର୍ବରୁ କଂଗ୍ରେସ ଏକ ବଡ଼ କ୍ଷତି ସହିଛି। ଦଳର ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେପି ଉନ୍ନିକୃଷ୍ଣନଙ୍କ ଦେହାନ୍ତ ହୋଇଛି। ସେ କେରଳର…

ମିଲରଙ୍କ ମନମାନି: ମାସେ ହେବ ମଣ୍ଡିରୁ ଉଠୁନି ଧାନ

ମହାକାଳପଡ଼ା,୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟନଗର ସମବାୟ ସମିତି ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ମାସ ମାସ ଧରି ପଡ଼ି ରହିଛି।…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

ମା’ ଭୈରବୀ ଯାତ୍ରାରେ ଖେଳିଗଲା ଚାଞ୍ଚଲ୍ୟ: ଯୁବକଙ୍କୁ ନିର୍ମମ ହତ୍ୟା

କୋରାପୁଟ, ୩।୩(ଅମିତାଭ ବେହେରା): କୋରାପୁଟ- ସୁନାବେଡା ୨୬ ନଂ ଜାତୀୟ ରାଜପଥର ଦୁରୁଗୁଡା ନିକଟରେ ଥିବା ମା’ ଭୈରବୀ ଠାକୁରାଣୀ ଯାତ୍ରାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଦୁରୁଗୁଡା…

‘ପାକିସ୍ତାନ ସହିତ ଆଉ ଏକ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ହେଉଛି’: ଅପରେଶନ ସିନ୍ଦୂର ୨ ପୂର୍ବରୁ ଥରିଲେ ଜର୍ଦ୍ଦାରୀ

ଇସଲାମାବାଦ,୩।୩: ଭାରତ ପାକିସ୍ତାନ ଉପରେ ଆଉ ଏକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଅପରେଶନ ସିନ୍ଦୂରରେ ଏକ ବଡ଼ ପରାଜୟ ବରଣ କରିଥିବା ପାକିସ୍ତାନ ରାଷ୍ଟ୍ରପତି ଆସିଫ…

ବଢିଲା ଯୁଦ୍ଧର ପରିସର, ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ

ରିୟାଦ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ନିଆଁ…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri