ପ୍ରେମିକାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

କମେଡି କିଙ୍ଗ ମେହମୁଦ ୧୯୩୩ ସେପ୍ଟେମ୍ବର ୨୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ। ଭିନ୍ନ ଶୈଳୀ, ହାସ୍ୟ ଏବଂ କମେଡିରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ଯେଉଁ ଚରିତ୍ରରେ ଅଭିନୟ କରୁଥିଲେ ଦର୍ଶକ ତାକୁ ଦେଖିବା ପାଇଁ ଚାହିଁ ରହୁଥିଲେ। ମେହମୁଦଙ୍କ ସମ୍ପୂର୍ଣ୍ଣ ନାମ ମେହମୁଦ ଅଲ୍ଲୀ। ସେ ତାଙ୍କ ମାତାପିତାଙ୍କ ୮ଟି ସନ୍ତାନ ମଧ୍ୟରୁ ଦ୍ୱିତୀୟ ଥିଲେ। ତାଙ୍କ ପିତା ମୁମତାଜ ଅଲ୍ଲୀ ବମ୍ବେ ଟକିଜ ଷ୍ଟୁଡିଓରେ କାମ କରୁଥିଲେ। ଘରର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ମେହମୁଦ ଅଣ୍ଡା ବିକ୍ରି କରିବା ଏବଂ ଟ୍ୟାକ୍ସି ଚଳାଇବା ଭଳି କାର୍ଯ୍ୟ ମଧ୍ୟ କରିଥିଲେ, କିନ୍ତୁ ପିଲାଦିନରୁ ମେହମୁଦଙ୍କ ଅଭିନୟ ପ୍ରତି ଦୁର୍ବଳତା ଥିଲା। ୧୯୪୩ରେ, ସେ ବମ୍ବେ ଟକିଜର ଫିଲ୍ମ ‘କିସ୍ମତ୍‌’ରେ ଭାଗ୍ୟ ପରୀକ୍ଷା କରିବାର ସୁଯୋଗ ମିଳିଥିଲା। ତାଙ୍କ ଅଭିନୟରେ, ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ। ବିଶ୍ୱକୁ ହସାଇଥିବା ପ୍ରସିଦ୍ଧ ହାସ୍ୟ ଅଭିନେତା ମେହମୁଦ ପ୍ରସିଦ୍ଧ ଅଭିନେତ୍ରୀ ମୀନା କୁମାରୀଙ୍କୁ ଟେବୁଲ ଟେନିସ ଶିକ୍ଷା ଦେଉଥିଲେ। ଟେନିସ ଶିକ୍ଷା ଦେଉଥିବାବେଳେ ମେହମୁଦଙ୍କ ହୃଦୟ ମୀନା କୁମାରୀଙ୍କ ଭଉଣୀ ମଧୁଙ୍କ ଉପରେ ପଡିଥିଲା। ପରେ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା। ପରେ ତାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ମେହମୁଦ।
ସେହି ସମୟରେ ଜଣେ ଅଭିନେତାଙ୍କ ପାଇଁ କରତାଳି ଦିଆଯାଉଥିଲା, ସେ ହେଉଛନ୍ତି ମେହମୁଦ। ଶୁଟିଂ ଶେଷ ହେବା ପରେ ମେହମୁଦଙ୍କ ପାଇଁ ଜୋରଦାର କରତାଳି ଦିଆଯାଉଥିଲା। ଫିଲ୍ମର ପୋଷ୍ଟରରେ ହିରୋଙ୍କ ସହ ଫଟୋ ଥିବା ମେହମୁଦ ଏକମାତ୍ର ହାସ୍ୟ ଅଭିନେତା ଥିଲେ। ଲୋକମାନେ ପ୍ରେକ୍ଷାଳୟରେ ମେହମୁଦଙ୍କୁ ଦେଖିବାକୁ ଯାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri