ବୋଲ୍ଡ ହେଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୋନଲ ଚୌହାନ ବର୍ତ୍ତମାନ ବଡ଼ ପରଦାରୁ ଦୂରେଇ ଯାଉଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୋନଲ ଏବେ ତାଙ୍କ ବୋଲ୍ଡ ଷ୍ଟାଇଲ୍‌ ପାଇଁ ଜଣାଶୁଣା। ସେ ଅଧିକାଂଶ ସମୟ ପ୍ରଶଂସକଙ୍କ ପାଇଁ ବୋଲ୍ଡ ଏବଂ ହଟ୍‌ ଫଟୋ ଶେୟାର କରନ୍ତି। ପୁଣି ଥରେ ସେନାଲ ତାଙ୍କର ହଟ୍‌ ଏବଂ ବୋଲ୍ଡ ଷ୍ଟାଇଲ ଦେଖାଇବା ପାଇଁ ଚର୍ଚ୍ଚାରେ ରହିଛନ୍ତି।

ତାଙ୍କୁ ବିକ୍‌ନୀରେ ହଟ୍‌ ଏବଂ ବୋଲ୍ଡ ନଜରରେ ଦେଖିବାକୁ ମିଳିଛି। ଏହି ଫଟୋଟିକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ସେ କଳା ରଙ୍ଗର ଶର୍ଟ ପିନ୍ଧିଛନ୍ତି। ଯାହାକୁ ସେ ପୂରା ଖୋଲି ଦେଇଛନ୍ତି। ସମୁଦ୍ର କୂଳରେ ସେ ବୋଲ୍ଡ ପୋଜ ଦେଇଛନ୍ତି। ତାଙ୍କର ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି, ହୃଦୟରେ ନିଆଁ ଲଗାଇଦେଲ। ଆଉ ଜଣେ ୟୁଜର ଲେଖିଛନ୍ତି, ସମୁଦ୍ର ଭିତରକୁ ଯିବନି, ପାଣି ବି ଗରମ ହୋଇଯିବ।

ସୋନମ ଫିଲ୍ମ ‘ଜନ୍ନତ’ ଜରିଆରେ ୨୦୦୮ରେ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମରୁ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହା ପରେ ସୋନଲ ‘ ବୁଢ଼ା ହୋଗା ତେରା ବାପ’, ‘ପେହଲା ସୀତାରା’, ‘ଥ୍ରି ଜି’, ଜ୍ୟାକ୍‌ ଏବଂ ଦିଲ’ରେ ମଧ୍ୟ ଅଭିନୟ କରିଛନ୍ତି। ତଥାପି ତାଙ୍କର ଅଭିନୟ କ୍ୟାରିୟର ସେ ସଫଳ ହୋଇପାରିନାହାନ୍ତି। ଏବେ ସେ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି।

Share