Categories: ଜାତୀୟ

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ଖଟିମାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୦ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଭାରତୀୟ ଜନତା ପାର୍ଟି(ଭଜପା) ୫୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମାରୁ ନିର୍ବାଚନ ଲଢିବେ । ସେହିପରି ମଦନ କୌଶିକ ହରିଦ୍ୱାର ଓ ପୁରୋଲାରୁ ଦୁର୍ଗେଶ୍ୱର ଲାଲ ଓ ୟମୁନେତ୍ରୀରୁ କେଦାର ସିଂ ରାୱତ ନିର୍ବାଚନ ଲଢିବେ ।

Share