Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ସାମ୍ନାକୁ ଆସିଲା ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୮: ‘ମୋଦି ଉପନାମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭାଜପା ନେତା ପୂର୍ଣ୍ଣେଶ ମୋଦି କହିଛନ୍ତି ଯେଳ ସେ କୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛନ୍ତି କିନ୍ତୁ ଆଇନଗତ ଯୁଦ୍ଧ ଜାରି ରଖିବେ।

Share