ଓଡ଼ିଶାରେ ଭାଜପା ନିର୍ବାଚନ ପ୍ରଭାରୀ: ଭାଜପା- ବିଜେଡି ମେଣ୍ଟ ନେଇ କହିଲେ…

ଭୁବନେଶ୍ୱର,୨୭।୨: ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଙ୍ଗଳବାର ସକାଳେ ଓଡ଼ିଶାରେ ପହଞ୍ଚିଛନ୍ତି। ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମେଣ୍ଟ ହେବ କି ନାହିଁ, ତାହା କେନ୍ଦ୍ର ନିଷ୍ପତ୍ତିି ନେବ। କେନ୍ଦ୍ର ଯାହା ନିଷ୍ପତ୍ତିି ନେବ ଆମେ ସେଥିରେ ସହମତ।