Posted inଜାତୀୟ

କେଜରିୱାଲଙ୍କୁ ହତ୍ୟା କରିପାରେ ଭାଜପା: ସିସୋଡିଆ

ନୂଆଦିଲ୍ଲୀ,୨୫ ।୧୧: ଦିଲ୍ଲୀର ଏମସିଡି ନିର୍ବାଚନ ମଧ୍ୟରେ ଆମ ଆଦମୀ (ଏଏପି) ଭାରୀତୟ ଜନତା ପାର୍ଟି(ଭାଜପା) ଉପରେ ବଡ ଅଭିଯୋଗ ଆଣିଛି । ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି, ଗୁଜରାଟ ଓ ଏମସିଡିରେ ଭାଜପା ହାରିବା ଅନୁଭବ କରୁଥିବାରୁ ଦଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହତ୍ୟା କରିପାରେ । ସିସୋଡିଆ ଅଭିଯୋଗ କରିଛନ୍ତି କି ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ତଥା ଏମପି ମନୋଜ ତିୱାରୀ ଏମିତି ଧମକ ଦେଉଛନ୍ତି । ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ସହ ଯଦି କୌଣଓି ଅପ୍ରିତିକର ଘଟଣା ଘଟେ ତେବେ ଏଥିପାଁ ଭାଜପା ଦାୟୀ ରହିବ ।

ଏହା ପୂର୍ବରୁ ଭାଜପା ଏମପି ମନୋଜ ତିୱାରୀ ଟୁଇଟ କର କହିଥିଲେ କି ଅରବିନ୍ଦ କେଜରିୱାଲଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । କାରଣ ଲଗାତାର ଭଷ୍ଟ୍ରାଚର, ଟିକେଟ ବିକ୍ରି ଓ ଜେଲରେ ଦୂରାଚାର ଓବନ୍ଧୁତା ମସାଜ ଭିଡିଓକୁ ନେଇ ଏଏପି କର୍ମୀ ଜନତାଙ୍କ କ୍ରୋଧରେ ରହିଛନ୍ତି । ତାଙ୍କ ବିଧାୟକଙ୍କୁ ମାଡ ବି ଦିଆଯାଇଛି । ତେଣୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଏମିତି ହେବା କଥା ନୁହେଁ କାରଣ କୋର୍ଟ ଦଣ୍ଡ ଦିଅନ୍ତୁ ।
ଏହାକୁ ନେଇ ଗୁରୁବାର ରାତିରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏକ ବୟାନ ଜାରି କରି କହିଛନ୍ତି ଗୁଜରାଟ ଓ ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପିକୁ ମିଳୁଥିବା ଜନ ସମର୍ଥନରେ ଭାଜପା ବିଚଳିତ ହୋଇ ପଡିଛି । ତେଣୁ ଭାଜପା ନେତା ବହୁ ଭୋଟରେ ବିଜୟୀ ହୋଇଥିବା ତଥା ଜନ ସମର୍ଥନ ମିଳିଥିବା ମୁଖ୍ୟମନ୍ତ୍ରୀ ତଥା ଦୁଇଟି ରାଜ୍ୟର ସରକାର ଚଳାଉଥିବା ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ହତ୍ୟା ଧମକ ଦେଉଛି । ଏଥିରୁ ସ୍ପଷ୍ଟ ହୋଇଛି କି ଭାଜପାର ଲୋକତନ୍ତ୍ର ଉପରେ ଭରସା ତୁଟି ଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri