ସୁନ୍ଦରଗଡ଼ରେ ବାଜିମାରିଲା ଭାଜପା

ସୁନ୍ଦରଗଡ଼,୨୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ପୌର ନିର୍ବାଚନରେ ଭାଜପାର ତନୟା ମିଶ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀନୀ ରଞ୍ଜନା ପଣ୍ଡାଙ୍କୁ ପରାଜିତ କରିଛନ୍ତି। ସୁନ୍ଦରଗଡ଼ର ୧୯ଟି ଓ୍ବାର୍ଡରୁ ୧୧ଟିରେ ବିଜେଡି, ଭାଜପା ୭ ଓ ଜଣେ ସ୍ବାଧୀନ ପ୍ରାର୍ଥୀ କାଉନସିଲର ଭାବେ ବିଜୟୀ ହୋଇଛନ୍ତି।