ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ବିଶ୍ୱଜିତ

ପୁରୀ ଅଫିସ,୨୧ା୧୦:ଆଇସ୍‌କ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ତିଆରି କରି ନିଜ ନଁା ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ସ୍ଥାନିତ କରିଛନ୍ତି ପୁରୀର ଯୁବ ଶିଳ୍ପୀ ବିଶ୍ୱଜିତ୍‌ ନାୟକ। ୧୯ ବର୍ଷ ବୟସରେ ନିଜର ନିଆରା କୃତି ପାଇଁ ସେ ଏହି ସଫଳତା ସାଉଣ୍ଟିଛନ୍ତି। ପୁରୀ କୁମୁଟିପାଟଣାର ବିଶ୍ୱଜିତଙ୍କ ପାଖକୁ ବୁଧବାର ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ମାନପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଆସିଛି। ଆଇସ୍‌କ୍ରିମ୍‌ କାଠିରେ ନିଖୁଣ ଭାବେ ସେ କୁନିରଥ ତିଆରି କରି ପ୍ରଥମେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍‌ସରେ ନିଜ ନାଁ ସାମିଲ କରିଥିଲେ। ଆଗକୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ଅଧିକାରୀ ହେବାକୁ ସେ ଚେଷ୍ଟା ଜାରି ରଖିଥିବା ବିଶ୍ୱଜିତ କହିଛନ୍ତି।
ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ଗତ ଜୁନ୍‌ ମାସରେ ୨,୫୭୫ଟି ଆଇସ୍‌କ୍ରିମ୍‌ କାଠିରେ ୨୭ ଇଞ୍ଚ ଉଚ୍ଚତା ଓ ୨୨ ଇଞ୍ଚ ଚଉଡ଼ା ବିଶିଷ୍ଟ କୁନିରଥ ତିଆରି କରିଥିଲେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୧୦ ଦିନ ଲାଗିଥିଲା। ଏହାପରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍‌ସ ଏବଂ ଏସିଆ ବୁକ୍‌ ଅଫ୍‌ ରେକର୍ଡ୍‌ସକୁ ଅବଗତ କରାଇ ଆବଶ୍ୟକ ତଥ୍ୟ ପ୍ରମାଣ ପଠାଇଥିଲେ। ଏବେ ତାଙ୍କୁ ଏହି ସଫଳତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖାଉଥିବା ବେଳେ ହାଣିଦେଲେ ସାନ ଭାଇ

ବେଗୁନିଆପଡ଼ା,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି।...

ଜୀବନ ପାଇଁ ଯୋଜନାର ଅଭାବ

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲାରେ ୨୦୨୦ ଅଗଷ୍ଟ ବନ୍ୟାରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ୧୦ ବ୍ଲକ ଓ ୧ ପୌର ପରିଷଦର ପ୍ରାୟ ୧୦...

ସାଙ୍ଗିଆ କରିଛି ଅଡୁଆ

ଢେଙ୍କାନାଳ ଅଫିସ, ୨୯।୩:  ‘ସଅର’ ସାଙ୍ଗିଆ ପାଇଁ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ପରିବାର। ଜିଲାର ଆର୍‌ଆଇମାନେ ଜମିପଟ୍ଟାରେ...

ରାଜକୋଟ, ତିରୁପତିରେ ଫଶିଛନ୍ତି ୪୩ ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ/ଟିକ୍ରାପଡା/ଟିଟିଲାଗଡ, ୨୭ା୩ (ଡି.ଏନ୍‌.ଏ.):କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ା ଏଭଳି ସମୟରେ ରାଜ୍ୟ ବାହାରକୁ...

ମାଛ ବଜାର ସ୍ଥାନାନ୍ତରକୁ ବିରୋଧ

ବ୍ରଜରାଜନଗର,୮ା୧୨(ଡି.ଏନ.ଏ.): ବ୍ରଜରାଜନଗର ପୌରାଞ୍ଚଳ ଅଧୀନ ଗୋଲ ଛକଠାରେ ଦୀର୍ଘ ଦିନରୁ ଚାଲିଆସୁଥିବା ମାଛ ବଜାରକୁ ବୁଧବାର ଥାନା ପାର୍ଶ୍ୱରେ ଥିବା ଓରିଏଣ୍ଟ ପେପର ମିଲ ଅଧୀନରେ...

କୂଳ ଲଂଘୁଛି ସମୁଦ୍ର: ଉଚ୍ଚ ଜୁଆର ଯୋଗୁ ସମୁଦ୍ରରେ ଲୀନ ହେଲା ୬ ଘର

ଗଞ୍ଜାମ,୨୯।୭(ଡି.ଏନ୍‌.ଏ.): କୂଳ ଲଂଘୁଛି ସମୁଦ୍ର। ଉଚ୍ଚ ଲହରୀ ଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ଅବକ୍ଷୟ ହେବାରେ ଲାଗିଛି l ଗଞ୍ଜାମ ଜିଲା ପାଳିବନ୍ଧ ପଞ୍ଚାୟତ ସାମୁଦ୍ରିକ...

ଷ୍ଟେଶନରେ ହଠାତ୍‌ ପହଞ୍ଚି ଚା’ ପିଇଲେ ରେଳ ମନ୍ତ୍ରୀ

ଝାରସୁଗୁଡା ଅଫିସ୍‌,୯।୧୧: ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ସକାଳେ ଝରସୁଗୁଡା ରେଳ ଷ୍ଟେଶନରେ ପହଞ୍ଚି ଯାଞ୍ଚ କରିଛନ୍ତି। ପରେ ଝାରସୁଗୁଡାରେ...

କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି...

Advertisement
Archives

Model This Week