Categories: ଫୁରସତ

ବିହାର ନିର୍ବାଚନ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଜାଳିଆ ମେମ୍‌ସ

ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରିରହିଛି। ସମସ୍ତେ ଜାଣିବା ପାଇଁ ଚାହିଁ ବସିଛନ୍ତି ଯେ, ନୀତିଶ କୁମାର ନିଜର ଶକ୍ତି ରକ୍ଷା କରିପାରୁଛନ୍ତି ନା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିବେ। ଏହି ସମୟରେ ବିହାର ନିର୍ବାଚନକୁ ନେଇ ସୋସିଆଲ ମିଡିଆରେ ଅନେକ ମଜାଦାର ମେମ ଭାଇରାଲ ହେଉଛି। ଅଧିକାଂଶ ମେମ ବଲିଉଡ୍‌ ଏବଂ ଓ୍ବେବ୍‌ସିରିଜ୍‌ରେ ନିର୍ମିତ। ଦେଖିବା ଉକ୍ତ ମିମ୍‌ସଗୁଡିକ…

 

Share