Posted inଜାତୀୟ

ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟ୍‌କା, ସେପ୍ଟେମ୍ବର ପହିଲାରୁ ମିଳିବନି…

ନୂଆଦିଲ୍ଲୀ,୨୭।୮: ଏସବିଆଇକୁ ନେଇ ବଡ଼ ଖବର। ସେପ୍ଟେମ୍ବର ପହିଲାରୁ ବଦଳିବ ଏହି ବଡ଼ ନିୟମ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) କାର୍ଡ ତା’ର କ୍ରେଡିଟ କାର୍ଡ ରିଓାର୍ଡ ପ୍ରୋଗ୍ରାମରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ୨୦୨୫ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନୂଆ ନିୟମ ଅନୁଯାୟୀ, କେତେକ ର୍ନିଦ୍ଦିଷ୍ଟ ଏସବିଆଇ କ୍ରେଡିଟ କାର୍ଡ ଧାରୀ ଡିଜିଟାଲ ଗେମିଂ ପ୍ଲାଟଫର୍ମ ଏବଂ ସରକାରୀ ଲେଣଦେଣରେ ରିଓାର୍ଡ ପଏଣ୍ଟ ପାଇବେ ନାହିଁ। ଏହି ପରିବର୍ତ୍ତନ ଲାଇଫଷ୍ଟାଇଲ ହୋମ ସେଣ୍ଟର ଏସବିଆଇ କାର୍ଡ, ଲାଇଫଷ୍ଟାଇଲ ହୋମ ସେଣ୍ଟର ଏସବିଆଇ କାର୍ଡ ସିଲେକ୍ଟ ଏବଂ ଲାଇଫଷ୍ଟାଇଲ ହୋମ ସେଣ୍ଟର ଏସବିଆଇ କାର୍ଡ ପ୍ରାଇମ ଉପରେ ପ୍ରଭାବ ପକାଇବ।

ଏସବିଆଇ କାର୍ଡ ଓ୍ବେବସାଇଟ ଅନୁଯାୟୀ, ୨୦୨୫ ସେପ୍ଟେମ୍ବର ୧ରୁ, ଡିଜିଟାଲ ଗେମିଂ ପ୍ଲାଟଫର୍ମ/ମର୍ଚାଣ୍ଟ ଏବଂ ସରକାରୀ ଲେଣଦେଣରେ ରିଓାର୍ଡ ପଏଣ୍ଟ ପ୍ରଦାନ ବନ୍ଦ ହେବ। ଏହା ଅର୍ଥ ଗ୍ରାହକମାନେ ଅନଲାଇନ ଗେମିଂ କ୍ରେଡିଟ କିମ୍ବା ସରକାରୀ ପୋର୍ଟାଲରେ ପେମେଣ୍ଟ ପାଇଁ ରିଓାର୍ଡ ପଏଣ୍ଟ ପାଇବେ ନାହିଁ। ଏହା ପୂର୍ବରୁ ଡିସେମ୍ବର ୨୦୨୪ରେ ମଧ୍ୟ ଏସବିଆଇ କାର୍ଡ କେତେକ କ୍ରେଡିଟ କାର୍ଡ ପାଇଁ ଏହିପରି ପରିବର୍ତ୍ତନ କରିଥିଲା।

ଏହା ସହିତ, ରିଓାର୍ଡ ପଏଣ୍ଟ ରିଡିମ କରିବା ପାଇଁ ଗ୍ରାହକଙ୍କୁ ୯୯ ଟଙ୍କା ରିଡେମ୍ପସନ ଫି’ ସହ ଅତିରିକ୍ତ ଟିକସ ଦେବାକୁ ପଡିବ ଯାହା ଫିଜିକାଲ ପ୍ରୋଡକ୍ଟ ରିଡେମ୍ପସନ ଏବଂ ଷ୍ଟେଟମେଣ୍ଟ କ୍ରେଡିଟ ପାଇଁ ପ୍ରକ୍ରିୟାକରଣ ଓ ଡେଲିଭରି ଖର୍ଚ୍ଚ ପାଇଁ ଲାଗୁ ହେବ। ଗ୍ରାହକମାନେ ତାଙ୍କର ପୂର୍ବ ରିଓାର୍ଡ ପଏଣ୍ଟକୁ ରିଡିମ କରିବା ପାଇଁ ବିଦ୍ୟମାନ ଏସବିଆଇ କାର୍ଡ ଲଗଇନ ବିବରଣୀ ବ୍ୟବହାର କରିପାରିବେ, ଏଥିପାଇଁ ନୂଆ ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ।

ଏହା ବ୍ୟତୀତ, ଏସବିଆଇ କାର୍ଡ ଗ୍ରାହକମାନେ ରିଓାର୍ଡ ପଏଣ୍ଟ ବ୍ୟବହାର କରି ତାଙ୍କର ବକେୟା ରାଶି ପରିଶୋଧ କରିପାରିବେ, କିନ୍ତୁ ଏହା ୨୦୦୦ର ଗୁଣାଙ୍କରେ ହିଁ ସମ୍ଭବ। ତେବେ, ଏକ କାର୍ଡରୁ ଅନ୍ୟ କାର୍ଡକୁ ରିଓାର୍ଡ ପଏଣ୍ଟ ଟ୍ରାନ୍ସଫର କିମ୍ବା ଏକତ୍ର କରିବାର ସୁବିଧା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ…

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…

ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri