Posted inଖେଳ

ରୁଟ୍‌-ହାସନ-ମେଣ୍ଡିସ୍‌ ଭଳି ଖେଳାଳିଙ୍କୁ ମିଳିଲେନି କ୍ରେତା, ଜାଣନ୍ତୁ ଆଉ କିଏ ରହିଲେ ‘ଅନ୍‌ସୋଲ୍ଡ’

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୩ ର ମିନି ଅକ୍ସନ(ନିଲାମି) ଜାରି ରହିଛି। କେରଳର କୋଚିରେ ଚାଲିଥିବା ଏହି ମିନି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ମୂଲ୍ୟ ନିର୍ଦ୍ଧାରଣ ହେଉଛି। ଏସବୁ ମଧ୍ୟରେ ଇଂଲଣ୍ଡର ସାମ୍‌ କୁରାନ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏହାଛଡ଼ା ନିଲାମିରେ ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିଛି। ସେହିଭଳି ଅନେକ ବଡ଼ ଖେଳାଳିଙ୍କୁ କେହି କ୍ରେତା ମିଳିନାହାନ୍ତି। ସେମାନଙ୍କ ମଧ୍ୟରେ ଇଂଲଣ୍ଡ ପୂର୍ବତନ ଅଧିନାୟକ ଜୋ ରୁଟ୍‌, ବାଲାଂଦେଶ ଟେଷ୍ଟ ଅଧିନାୟକ ଶାକିବ ଅଲ ହାସନ ପ୍ରମୁଖ ଖେଳାଳି ରହିଛନ୍ତି। ତେବେ ଆସନ୍ତୁ ଦେଖିବା ପୂରା ତାଲିକା:-

ଆଇପିଏଲ୍‌ ଅକ୍ସନରେ ବିକ୍ରି ହୋଇ ନ ଥିବା ଖେଳାଳି:-

ଜୋ ରୁଟ – ଇଂଲଣ୍ଡ
ରିଲେ ରୋସୋ – ଦକ୍ଷିଣ ଆଫ୍ରିକା
ଶାକିବ-ଅଲ-ହାସନ – ବାଂଲାଦେଶ
ଲିଟନ କୁମାର ଦାସ – ବାଂଲାଦେଶ
କୁସାଲ ମେଣ୍ଡିସ – ଶ୍ରୀଲଙ୍କା
ଟମ ବେଣ୍ଟନ – ଇଂଲଣ୍ଡ
କ୍ରିସ ଜୋର୍ଡାନ – ଇଂଲଣ୍ଡ
ଆଡାମ ମିଲନେ – ନ୍ୟୁଜିଲ୍ୟାଣ୍ଡ
ଟାବ୍ରେଜ ଶାମସି – ଦକ୍ଷିଣ ଆଫ୍ରିକା
ମୁଜିବ ଉର ରେହମାନ- ଆଫଗାନିସ୍ତାନ
ଆଡାମ ଜାମ୍ପା – ଅଷ୍ଟ୍ରେଲିଆ
ଅକିଲ ହୁସେନ – ୱେଷ୍ଟଇଣ୍ଡିଜ
ରୋହନ କୁନୁମଲ – ଭାରତ
ଅନମୋଲପ୍ରୀତ ସିଂ – ଭାରତ
ଏଲ୍‌ ଆର୍‌ ଚେତନ – ଭାରତ
ହିମ୍ମତ ସିଂ – ଭାରତ
ଶୁଭମ ଖଜୁରିଆ -ଭାରତ
ପ୍ରିୟମ ଗର୍ଗ – ଭାରତ
ସୌରଭ କୁମାର – ଭାରତ
କର୍ବିନ୍‌ ବୋସ୍‌-ଦକ୍ଷିଣ ଆଫ୍ରିକା
ଅଭିମନ୍ୟୁ ଈଶ୍ୱରନ୍‌-ଭାରତ
ଶଶାଙ୍କ ସିଂ-ଭାରତ
ସୁମିତ କୁମାର-ଭାରତ
ଦିନେଶ ବାନା-ଭାରତ
ମହମ୍ମଦ ଆଜାରୁଦ୍ଦିନ-ଭାରତ
କେଏମ୍‌ ଆସିଫ୍‌-ଭାରତ
ଲେନ୍ସ ମୋରିସ-ଅଷ୍ଟ୍ରେଲିଆ
ମୁଜ୍‌ତବା ୟୁସୁଫ-ଭାରତ
ଚିନ୍ତଲ ଗାନ୍ଧୀ-ଭାରତ
ମୁରୁଗନ ଅଶ୍ୱିନ-ଭାରତ
ଶ୍ରେୟାସ ଗୋପାଳ-ଭାରତ

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri